ଆମେ ଓଡ଼ିଆ ।। People of Odisha(@AameOdia) 's Twitter Profileg
ଆମେ ଓଡ଼ିଆ ।। People of Odisha

@AameOdia

ଉତ୍କଳର ଗୌରବମୟ ସଂସ୍କୃତିର ବାର୍ତ୍ତା ବହନ କରିବାକୁ ଆଗକୁ ଆସିଛି ଆମେ ଓଡ଼ିଆ

ID:807827935226830849

calendar_today11-12-2016 06:02:43

13,9K Tweets

23,2K Followers

3,2K Following

Dharmendra Pradhan (मोदी का परिवार)(@dpradhanbjp) 's Twitter Profile Photo

“ସ୍ୱାଭିମାନୀ ଓଡ଼ିଆ, ବିକଶିତ ଓଡ଼ିଶା”

 ‘ଉତ୍କଳ ଦିବସ’ ଅବସରରେ ଓଡ଼ିଶାର ସ୍ୱାଭିମାନ ଏବଂ ଓଡ଼ିଆ ଅସ୍ମିତାର ସଂକଳ୍ପକୁ ନେଇ ‘ଆମେ ଓଡ଼ିଆ’ ସଂଗଠନ ତରଫରୁ ଆୟୋଜିତ “ଓଡ଼ିଶା @ 100 ସମ୍ଭାବନାର ଶତାବ୍ଦୀ” କାର୍ଯ୍ୟକ୍ରମରେ ଯୋଗଦେଲି ।

ବିଜ୍ଞାନ, ଗବେଷଣା, କୃଷି, ସମାଜସେବା, ପରିବେଶ, କଳା କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ପରିଚୟ କରିଥିବା…

“ସ୍ୱାଭିମାନୀ ଓଡ଼ିଆ, ବିକଶିତ ଓଡ଼ିଶା”  ‘ଉତ୍କଳ ଦିବସ’ ଅବସରରେ ଓଡ଼ିଶାର ସ୍ୱାଭିମାନ ଏବଂ ଓଡ଼ିଆ ଅସ୍ମିତାର ସଂକଳ୍ପକୁ ନେଇ ‘ଆମେ ଓଡ଼ିଆ’ ସଂଗଠନ ତରଫରୁ ଆୟୋଜିତ “ଓଡ଼ିଶା @ 100 ସମ୍ଭାବନାର ଶତାବ୍ଦୀ” କାର୍ଯ୍ୟକ୍ରମରେ ଯୋଗଦେଲି । ବିଜ୍ଞାନ, ଗବେଷଣା, କୃଷି, ସମାଜସେବା, ପରିବେଶ, କଳା କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ପରିଚୟ କରିଥିବା…
account_circle
Dharmendra Pradhan (मोदी का परिवार)(@dpradhanbjp) 's Twitter Profile Photo

ଉତ୍କଳ ଦିବସ ଆମର ସଂସ୍କୃତି, ପରମ୍ପରା ଏବଂ ଐତିହ୍ୟକୁ ପାଳନ କରିବାର ମହାନ ଅବସର । 2036ରେ ଓଡ଼ିଶା ଭାଷା ଭିତ୍ତିରେ ସ୍ୱତନ୍ତ୍ର ପ୍ରଦେଶ ଗଠନର ଶତବାର୍ଷିକୀ ପୂରଣ କରିବ । ଓଡ଼ିଶାକୁ ଆଗକୁ ନେବା ପାଇଁ ସମ୍ମାନିତ ହୋଇଥିବା ଯୁବ ବନ୍ଧୁଙ୍କ ସ୍ୱପ୍ନ ଓ ବଡ ଭାବିବାର ଅଭିଳାଷ ପ୍ରଶଂସନୀୟ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରେ ଆମେ…

ଉତ୍କଳ ଦିବସ ଆମର ସଂସ୍କୃତି, ପରମ୍ପରା ଏବଂ ଐତିହ୍ୟକୁ ପାଳନ କରିବାର ମହାନ ଅବସର । 2036ରେ ଓଡ଼ିଶା ଭାଷା ଭିତ୍ତିରେ ସ୍ୱତନ୍ତ୍ର ପ୍ରଦେଶ ଗଠନର ଶତବାର୍ଷିକୀ ପୂରଣ କରିବ । ଓଡ଼ିଶାକୁ ଆଗକୁ ନେବା ପାଇଁ ସମ୍ମାନିତ ହୋଇଥିବା ଯୁବ ବନ୍ଧୁଙ୍କ ସ୍ୱପ୍ନ ଓ ବଡ ଭାବିବାର ଅଭିଳାଷ ପ୍ରଶଂସନୀୟ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରେ ଆମେ…
account_circle
Dharmendra Pradhan (मोदी का परिवार)(@dpradhanbjp) 's Twitter Profile Photo

ଲୋକଙ୍କ ମଧ୍ୟରେ ଆଧ୍ୟାତ୍ମିକତା ଭାବ ବଢାଇବା ଲକ୍ଷ୍ୟରେ ଆଗଭର ତାଳଚେରର ଶୁଭମ ସାହୁ, ଦେବଗଡର ପର୍ବତାରୋହୀ ଶଶିଭୂଷଣ ମାଝୀ, ଯୁବକଙ୍କ ମଧ୍ୟରେ ସମନ୍ୱୟ ସ୍ଥାପନ କରି ସ୍ୱପ୍ନକୁ ପୂରଣ କରିବା ପାଇଁ ସ୍ୱପ୍ନ ଦେଖୁଥିବା କେନ୍ଦ୍ରାପଡାର ଲେଖକ ଓ ପରିବେଶବିତ ସାଗର ପ୍ରଧାନ, ଗର୍ଭବତୀ ମହିଳା ଓ ଦିବ୍ୟାଙ୍ଗଙ୍କୁ ମାଗଣାରେ ସେବା ଦେବାକୁ ନିଜ ଜୀବନର…

ଲୋକଙ୍କ ମଧ୍ୟରେ ଆଧ୍ୟାତ୍ମିକତା ଭାବ ବଢାଇବା ଲକ୍ଷ୍ୟରେ ଆଗଭର ତାଳଚେରର ଶୁଭମ ସାହୁ, ଦେବଗଡର ପର୍ବତାରୋହୀ ଶଶିଭୂଷଣ ମାଝୀ, ଯୁବକଙ୍କ ମଧ୍ୟରେ ସମନ୍ୱୟ ସ୍ଥାପନ କରି ସ୍ୱପ୍ନକୁ ପୂରଣ କରିବା ପାଇଁ ସ୍ୱପ୍ନ ଦେଖୁଥିବା କେନ୍ଦ୍ରାପଡାର ଲେଖକ ଓ ପରିବେଶବିତ ସାଗର ପ୍ରଧାନ, ଗର୍ଭବତୀ ମହିଳା ଓ ଦିବ୍ୟାଙ୍ଗଙ୍କୁ ମାଗଣାରେ ସେବା ଦେବାକୁ ନିଜ ଜୀବନର…
account_circle
Dharmendra Pradhan (मोदी का परिवार)(@dpradhanbjp) 's Twitter Profile Photo

ଦେଶର ପ୍ରତିରକ୍ଷା କ୍ଷେତ୍ରକୁ ସଶକ୍ତ କରିବା ପାଇଁ ସ୍ୱପ୍ନ ଦେଖୁଥିବା ଯୁବ ଉଦ୍ୟୋଗୀ ଦେବେନ୍ଦ୍ର ପ୍ରଧାନ ହୁଅନ୍ତୁ କିମ୍ବା ନୂଆ କିସମର କେଞ୍ଚୁଆ ଆବିଷ୍କାର କରି ଓଡ଼ିଶାରେ ଜୈବିକ କୃଷିକୁ ପ୍ରୋତ୍ସାହନ ଦେବା ପାଇଁ କାର୍ଯ୍ୟ କରୁଥିବା ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଆୟୁଷ୍ମତୀ ନାୟକ ହୁଅନ୍ତୁ ଅବା କ୍ୟାନସର ରୋଗଙ୍କୁ ଶୀଘ୍ର ଚିହ୍ନଟ…

ଦେଶର ପ୍ରତିରକ୍ଷା କ୍ଷେତ୍ରକୁ ସଶକ୍ତ କରିବା ପାଇଁ ସ୍ୱପ୍ନ ଦେଖୁଥିବା ଯୁବ ଉଦ୍ୟୋଗୀ ଦେବେନ୍ଦ୍ର ପ୍ରଧାନ ହୁଅନ୍ତୁ କିମ୍ବା ନୂଆ କିସମର କେଞ୍ଚୁଆ ଆବିଷ୍କାର କରି ଓଡ଼ିଶାରେ ଜୈବିକ କୃଷିକୁ ପ୍ରୋତ୍ସାହନ ଦେବା ପାଇଁ କାର୍ଯ୍ୟ କରୁଥିବା ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଆୟୁଷ୍ମତୀ ନାୟକ ହୁଅନ୍ତୁ ଅବା କ୍ୟାନସର ରୋଗଙ୍କୁ ଶୀଘ୍ର ଚିହ୍ନଟ…
account_circle
Sanjita Panigrahi 💙(@SanjitaPanigra2) 's Twitter Profile Photo

Eyes get wet everytime i look at them in the photos. Their struggle, Their strength, Their hardwork! Their IQ, Their presence of mind, Their patience all are learning worthy.
Seeking blessings from ମଧୁବାବୁ 🙏

Eyes get wet everytime i look at them in the photos. Their struggle, Their strength, Their hardwork! Their IQ, Their presence of mind, Their patience all are learning worthy. Seeking blessings from ମଧୁବାବୁ 🙏 #ଉତ୍କଳଦିବସ
account_circle
Bharat Ki Beti (Modi Ka Parivar) 🇮🇳👧🏻(@PratibhaPriyad3) 's Twitter Profile Photo

ର ଅନେକ ଅନେକ ଅଭିନନ୍ଦନ

ଆତ୍ମସମ୍ମାନ ଓ ଗୌରବ ସହିତ ମୁଣ୍ଡ ଟେକି ବଞ୍ଚିବା ଶିଖନ୍ତୁ ଓଡ଼ିଶାବାସୀ। ମାଗଣା ଖିଆ ଓ ଅଳସୁଆ ଭଳି ଅପବାଦ କୁ ନିରସ୍ତ କରି ପୁନଃ ଜାଗ୍ରତ ହେଉ ଉତ୍କଳୀୟ ସ୍ୱାଭିମାନ।

#ଉତ୍କଳଦିବସ ର ଅନେକ ଅନେକ ଅଭିନନ୍ଦନ ଆତ୍ମସମ୍ମାନ ଓ ଗୌରବ ସହିତ ମୁଣ୍ଡ ଟେକି ବଞ୍ଚିବା ଶିଖନ୍ତୁ ଓଡ଼ିଶାବାସୀ। ମାଗଣା ଖିଆ ଓ ଅଳସୁଆ ଭଳି ଅପବାଦ କୁ ନିରସ୍ତ କରି ପୁନଃ ଜାଗ୍ରତ ହେଉ ଉତ୍କଳୀୟ ସ୍ୱାଭିମାନ।
account_circle
Bhubaneswar Buzz(@BBSRBuzz) 's Twitter Profile Photo


・・・
ଉତ୍କଳ ଦିବସ ଉପଲକ୍ଷେ ଅନେକ ଅନେକ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ 🙏

ବନ୍ଦେ ଉତ୍କଳ ଜନନୀ 🙏
Best Wishes To All Odias Worldwide On This Utkala Dibasa.
.
Be Proud For Being An Odia🙏

#bhubaneswarbuzz #utkaladibasa ・・・ ଉତ୍କଳ ଦିବସ ଉପଲକ୍ଷେ ଅନେକ ଅନେକ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ 🙏 ବନ୍ଦେ ଉତ୍କଳ ଜନନୀ 🙏 Best Wishes To All Odias Worldwide On This Utkala Dibasa. . Be Proud For Being An Odia🙏 #ଉତ୍କଳଦିବସ #UtkalaDibasa #Odisha …
account_circle
Parashar🇮🇳(@ParasharNayak) 's Twitter Profile Photo

ତୁଙ୍ଗ ଶିଖରୀ ଚୂଳ
କୁଞ୍ଜ କାନନମାଳ
ପୁଣ୍ୟ ଜଳଧିଜଳ
ଖେଳି ଉଠେ ସଘନେ

ପ୍ରାଚୀ ଗଗନ ଶିରେ
ଭାସି କନକ ନୀରେ
ଆସ ତପନ ଉଇଁ
ଏ ଉତ୍କଳ ଭୁବନେ

- ପଣ୍ଡିତ ଗୋଦାବରୀଶ ମିଶ୍ର

account_circle
𝓑𝓲𝓴𝓪𝓼𝓱 𝓼𝓪𝔂𝓼...(@bikash0006) 's Twitter Profile Photo

ଉତ୍କଳ ଦିବସ ର ହାର୍ଦିକ ଶୁଭେଚ୍ଛା ଆଉ ଶୁଭକାମନା!

ଆମେ ଓଡ଼ିଆ ଭାରି ଭଡ଼ିଆ!
ବନ୍ଦେ ଉତ୍କଳ ଜନନୀ!

ଉତ୍କଳ ଦିବସ ର ହାର୍ଦିକ ଶୁଭେଚ୍ଛା ଆଉ ଶୁଭକାମନା! ଆମେ ଓଡ଼ିଆ ଭାରି ଭଡ଼ିଆ! ବନ୍ଦେ ଉତ୍କଳ ଜନନୀ! #ଉତ୍କଳଦିବସ
account_circle
Utkantha Rout 🇮🇳(@UtkanthaPoetico) 's Twitter Profile Photo


ପ୍ରତ୍ୟେକ ଓଡ଼ିଆ ଭାଇ ଭଉଣୀମାନଙ୍କୁ ପବିତ୍ର 'ଉତ୍କଳ ଦିବସ’ର ଅଭିନନ୍ଦନ । ଆମ ଓଡ଼ିଶାର ଅସ୍ମିତା ଓ ସ୍ଵାଭିମାନ ଆମ ସଭିଙ୍କର ପରିଚୟ।
ଭାଷାଭିତ୍ତିକ ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ଅବଦାନ ଦେଇଥିବା ଓଡ଼ିଶାର ସମସ୍ତ ବରପୁତ୍ରମାନଙ୍କୁ ମୋର ନମନ।🙏
ବନ୍ଦେ ଉତ୍କଳ ଜନନୀ❤️

#ଗର୍ବରେ_କୁହେ_ମୁଁ_ଓଡିଆ ପ୍ରତ୍ୟେକ ଓଡ଼ିଆ ଭାଇ ଭଉଣୀମାନଙ୍କୁ ପବିତ୍ର 'ଉତ୍କଳ ଦିବସ’ର ଅଭିନନ୍ଦନ । ଆମ ଓଡ଼ିଶାର ଅସ୍ମିତା ଓ ସ୍ଵାଭିମାନ ଆମ ସଭିଙ୍କର ପରିଚୟ। ଭାଷାଭିତ୍ତିକ ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ଅବଦାନ ଦେଇଥିବା ଓଡ଼ିଶାର ସମସ୍ତ ବରପୁତ୍ରମାନଙ୍କୁ ମୋର ନମନ।🙏 ବନ୍ଦେ ଉତ୍କଳ ଜନନୀ❤️ #ଉତ୍କଳଦିବସ #UtkalDibasa
account_circle
Priyadarsini(@Prasanti268) 's Twitter Profile Photo

ବନ୍ଦେ ଉତ୍କଳ ଜନନୀ 🙏
ଉତ୍କଳ ଦିବସର ହାର୍ଦ୍ଦିକ ଅଭିନନ୍ଦନ 💐

ବନ୍ଦେ ଉତ୍କଳ ଜନନୀ 🙏 ଉତ୍କଳ ଦିବସର ହାର୍ଦ୍ଦିକ ଅଭିନନ୍ଦନ 💐 #ଉତ୍କଳଦିବସ #UtkalaDibasa
account_circle
𝓚𝓪𝓶𝓪𝓵𝓪𝓴𝓪𝓷𝓽𝓪(@jenakamalakant) 's Twitter Profile Photo

ହେ ମହା ଜାତିର ବୀର ପୁଙ୍ଗବ ତୁ
ଉଠରେ ନ ହୋଇ ଶଠ
ରଣକ୍ଷେତ୍ର ପରା ସଜା ସରିଲାଣି
କରୁ କାହିଁ ଏତେ ମଠ।

wp.me/p9iVls-1M

account_circle
🦋šrαdhα🦋(@princess_sradha) 's Twitter Profile Photo

ଦେଶ ଭିତରେ ଭାରତ, ରାଜ୍ୟ ଭିତରେ ଓଡ଼ିଶା
ଭାଷା ଭିତରେ ଓଡ଼ିଆ ସବୁଠୁ ବଢିଆ❤️
ଗରବେ କୁହ ମୁଁ ଓଡ଼ିଆ🙏ଉତ୍କଳ ଦିବସ ଉପଲକ୍ଷେ ସମସ୍ତ ଓଡ଼ିଶା ବାସୀ ଙ୍କୁ ହାର୍ଦ୍ଦିକ ଅଭିନନ୍ଦନ🥰 ବନ୍ଦେ ଉତ୍କଳ ଜନନୀ 🙏

ଦେଶ ଭିତରେ ଭାରତ, ରାଜ୍ୟ ଭିତରେ ଓଡ଼ିଶା ଭାଷା ଭିତରେ ଓଡ଼ିଆ ସବୁଠୁ ବଢିଆ❤️ ଗରବେ କୁହ ମୁଁ ଓଡ଼ିଆ🙏ଉତ୍କଳ ଦିବସ ଉପଲକ୍ଷେ ସମସ୍ତ ଓଡ଼ିଶା ବାସୀ ଙ୍କୁ ହାର୍ଦ୍ଦିକ ଅଭିନନ୍ଦନ🥰 ବନ୍ଦେ ଉତ୍କଳ ଜନନୀ 🙏 #ଉତ୍କଳଦିବସ #UtkalaDibasa
account_circle
Champakeswara Mahanta ଚମ୍ପକେଶ୍ୱର ମହାନ୍ତ 🇮🇳(@itzchampak) 's Twitter Profile Photo

କେଡ଼େ ସୁନ୍ଦର ରାଇଜ ମୋର
କେଡ଼େ ମିଠା ମୋ ଭାଷା
ଓଡ଼ିଶା ମୋ ଓଡ଼ିଶା...🥰💞

ଉତ୍କଳ ଦିବସ ଅବସରରେ ସମସ୍ତଙ୍କୁ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ।❤️🙏


କେଡ଼େ ସୁନ୍ଦର ରାଇଜ ମୋର କେଡ଼େ ମିଠା ମୋ ଭାଷା ଓଡ଼ିଶା ମୋ ଓଡ଼ିଶା...🥰💞 ଉତ୍କଳ ଦିବସ ଅବସରରେ ସମସ୍ତଙ୍କୁ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ।❤️🙏 #ଉତ୍କଳଦିବସ #UtkalaDibasa #UtkalDivas #Nayagarh #Odisha
account_circle
Jyoti Prakash Mohapatra(@jp_mohapatra) 's Twitter Profile Photo

ଅବସରରେ ଆଜି ଦୈନିକ - ସକାଳ ଖବରକାଗଜରେ ପ୍ରକାଶିତ ଏକ ଆଲେଖ୍ୟ।
ଭାଷା ଆନ୍ଦୋଳନ ଏବଂ ଓଡ଼ିଆ ଗଣମାଧ୍ୟମ

#ଉତ୍କଳଦିବସ ଅବସରରେ ଆଜି ଦୈନିକ - ସକାଳ ଖବରକାଗଜରେ ପ୍ରକାଶିତ ଏକ ଆଲେଖ୍ୟ। ଭାଷା ଆନ୍ଦୋଳନ ଏବଂ ଓଡ଼ିଆ ଗଣମାଧ୍ୟମ #UtkalaDibasa
account_circle
Kumarika(@kumariika) 's Twitter Profile Photo

ପିଲାବେଳେ ଆମ ପରିବାର ପାଇଁ ଏକ ବିଶେଷ ଦିନ, ଭୋରରୁ ପ୍ରସ୍ତୁତ ହୋଇ ସ୍ଟେଷନ ଛକରେ ମଧୁବାବୁଙ୍କୁ ପାହାଚରେ ଚଢ଼ି ମାଳା ପିନ୍ଧାଇବା ଠାରୁ ସନ୍ଧ୍ୟାରୁ ଅଧରାତି ଭଞ୍ଜକଳା ମଣ୍ଡପରେ ବିଭିନ୍ନ କାର୍ଯ୍ୟକ୍ରମ ସାରି, ବର୍ଷର ପ୍ରଥମ morning class ପାଇଁ ପ୍ରସ୍ତୁତ ହେବା କଥା ସବୁ ମନେ ପଡ଼ୁଛି
🙏

ପିଲାବେଳେ #ଉତ୍କଳଦିବସ ଆମ ପରିବାର ପାଇଁ ଏକ ବିଶେଷ ଦିନ, ଭୋରରୁ ପ୍ରସ୍ତୁତ ହୋଇ #ରାଉରକେଲା ସ୍ଟେଷନ ଛକରେ ମଧୁବାବୁଙ୍କୁ ପାହାଚରେ ଚଢ଼ି ମାଳା ପିନ୍ଧାଇବା ଠାରୁ ସନ୍ଧ୍ୟାରୁ ଅଧରାତି ଭଞ୍ଜକଳା ମଣ୍ଡପରେ ବିଭିନ୍ନ କାର୍ଯ୍ୟକ୍ରମ ସାରି, ବର୍ଷର ପ୍ରଥମ morning class ପାଇଁ ପ୍ରସ୍ତୁତ ହେବା କଥା ସବୁ ମନେ ପଡ଼ୁଛି #BandeUtkalaJanani 🙏
account_circle
ଶୁଭପଲ୍ଲବ ~ Shubhapallaba(@Shubhapallaba) 's Twitter Profile Photo

ଓଡ଼ିଆ ଭାଷାଭାଷୀ ଲୋକମାନଙ୍କୁ ନେଇକି ଆଜିର ଦିନରେ ଓଡ଼ିଶା ପ୍ରଦେଶ ଗଠନ ହେଇଥିଲା । ଭାଷାର ସ୍ୱରୂପ ବଦଳିଛି, କିନ୍ତୁ ଭଷା ଆମର ଅଛି । ଓଡ଼ିଶା ଆମର ହେଇକି ଅଛି । ଓଡ଼ିଆ ଭାବରେ ଗର୍ବ କରିବା ଆଉ ବା ଦିନ ଏହି ଭାଷା ଆଉ ଜାତି ପାଇଁ ନିଜକୁ ସମର୍ପି ଦେବା 🙏
ବନ୍ଦେ ଉତ୍କଳ ଜନନୀ🥰

ଓଡ଼ିଆ ଭାଷାଭାଷୀ ଲୋକମାନଙ୍କୁ ନେଇକି ଆଜିର ଦିନରେ ଓଡ଼ିଶା ପ୍ରଦେଶ ଗଠନ ହେଇଥିଲା । ଭାଷାର ସ୍ୱରୂପ ବଦଳିଛି, କିନ୍ତୁ ଭଷା ଆମର ଅଛି । ଓଡ଼ିଶା ଆମର ହେଇକି ଅଛି । ଓଡ଼ିଆ ଭାବରେ ଗର୍ବ କରିବା ଆଉ #ଉତ୍କଳଦିବସ ବା #ଓଡ଼ିଶାଦିବସ ଦିନ ଏହି ଭାଷା ଆଉ ଜାତି ପାଇଁ ନିଜକୁ ସମର୍ପି ଦେବା 🙏 ବନ୍ଦେ ଉତ୍କଳ ଜନନୀ🥰 #ଶୁଭପଲ୍ଲବ #Shubhapallaba
account_circle