Office of Achyuta Samanta(@MPKandhamal) 's Twitter Profileg
Office of Achyuta Samanta

@MPKandhamal

Office of Prof. Achyutananda Samanta. Member of Parliament (Lok Sabha) Kandhamal. Chief Whip, @bjd_odisha. Follow Achyuta Samanta on @achyuta_samanta

ID:1332403489536831488

linkhttps://achyutasamanta.com/constituency/ calendar_today27-11-2020 19:18:55

4,8K Tweets

6,5K Followers

57 Following

Follow People
Office of Achyuta Samanta(@MPKandhamal) 's Twitter Profile Photo

ଦଶପଲ୍ଲା ବିଧାନସଭା ନିର୍ବାଚନମଣ୍ଡଳୀରେ ଵିଜେଡିର କନ୍ଧମାଳ ଲୋକସଭା ସାଂସଦ ପ୍ରାର୍ଥୀ ଅଚ୍ୟୁତ ସାମନ୍ତଙ୍କ ଜନସମ୍ପର୍କ ଅଭିଯାନ ଓ ଭୋଟ ଭିକ୍ଷା

account_circle
Office of Achyuta Samanta(@MPKandhamal) 's Twitter Profile Photo

କଣ୍ଟାମାଳ ବିଧାନସଭା ନିର୍ବାଚନମଣ୍ଡଳୀର କୁରୁକୁର୍ପାରେ କନ୍ଧମାଳ ଲୋକସଭା ସାଂସଦ ପ୍ରାର୍ଥୀ ଡ ଅଚ୍ୟୁତ ସାମନ୍ତଙ୍କ ମେଗା ପ୍ରଚାର

ବୌଦ୍ଧ ବିଧାନସଭା ନିର୍ବାଚନମଣ୍ଡଳୀର ହରଭଙ୍ଗା ବ୍ଲକ ଅନ୍ତର୍ଗତ ଆଡେନିଗଡରେ ବିଜେଡ଼ିର କନ୍ଧମାଳ ଲୋକସଭା ସାଂସଦ ପ୍ରାର୍ଥୀ ଅଚ୍ୟୁତ ସାମନ୍ତଙ୍କ ନିର୍ବାଚନ ପ୍ରଚାର

ଵିଜେଡି ପକ୍ଷରୁ ବାଲିଗୁଡ଼ା ବିଧାନସଭା ନିର୍ବାଚନମଣ୍ଡଳୀର କୋଟଗଡରେ ଆୟୋଜିତ ନିର୍ବାଚନୀ ସଭାରେ କନ୍ଧମାଳ ସାଂସଦ ପ୍ରାର୍ଥୀ ଅଚ୍ୟୁତ ସାମନ୍ତଙ୍କୁ ଦେଖିବା ପାଇଁ ଓ ଶୁଣିବା ପାଇଁ ମହିଳାଙ୍କ ଭିଡ

ବାଲିଗୁଡ଼ା ବିଧାନସଭା ନିର୍ବାଚନମଣ୍ଡଳୀର ତୁମୁଡ଼ିବନ୍ଧରେ ଆୟୋଜିତ ନିର୍ବାଚନୀ ସଭାରେ ବିଜେଡ଼ିର କନ୍ଧମାଳ ଲୋକସଭା ସାଂସଦ ପ୍ରାର୍ଥୀ ଅଚ୍ୟୁତ ସାମନ୍ତ।

ବାଲିଗୁଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଏକ ବିରାଟ ବାଇକ୍ ଶୋଭାଯାତ୍ରାରେ କନ୍ଧମାଳ ଲୋକସଭା ସାଂସଦ ପ୍ରାର୍ଥୀ ଅଚ୍ୟୁତ ସାମନ୍ତଙ୍କ ନିର୍ବାଚନ ପ୍ରଚାର

account_circle
Office of Achyuta Samanta(@MPKandhamal) 's Twitter Profile Photo

ଫୁଲବାଣୀରେ ଠାକୁରାଣୀ ଯାତ୍ରା ଆରମ୍ଭ ଓ ମା'ଙ୍କ ବରଣୀ ଶୋଭାଯାତ୍ରାରେ ଵିଜେଡିର କନ୍ଧମାଳ ଲୋକସଭା ସାଂସଦ ପ୍ରାର୍ଥୀ ଅଚ୍ୟୁତ ସାମନ୍ତ

ବିଜେଡ଼ିର ଯୁଗାନ୍ତକାରୀ ଇସ୍ତାହାର ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇବା ଅବସରରେ କର୍ମୀ ଓ ସମର୍ଥକଙ୍କ ଗହଣରେ କନ୍ଧମାଳ ଲୋକସଭା ସାଂସଦ ପ୍ରାର୍ଥୀ ଅଚ୍ୟୁତ ସାମନ୍ତ

ଫୁଲବାଣୀ ସହରର ବିଭିନ୍ନ ଓ୍ବାଡରେ ଵିଜେଡିର କନ୍ଧମାଳ ଲୋକସଭା ସାଂସଦ ପ୍ରାର୍ଥୀ ଅଚ୍ୟୁତ ସାମନ୍ତଙ୍କ ପ୍ରଚାର

ଆଜି ଫୁଲବାଣୀଠାରେ ଵିଜେଡି ପକ୍ଷରୁ ଆୟୋଜିତ ଏକ ବିରାଟ ନିର୍ବାଚନ ସଭାରେ କନ୍ଧମାଳ ସାଂସଦ ପ୍ରାର୍ଥୀ ଅଚ୍ୟୁତ ସାମନ୍ତଙ୍କୁ ଭୋଟ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁରୋଧ କରିଥିଲେ।

କନ୍ଧମାଳ ସାଂସଦ ପ୍ରାର୍ଥୀ ଡ ଅଚ୍ୟୁତ ସାମନ୍ତ ଆଜି ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ବାଉଁଶୁଣୀ, ଗଡ଼ଭିତର, ଗିଚ୍ଛାପଡ଼ା, ଗୁନ୍ଦିଳିଆ, ଶଗଡା, ବରଗୋଛା, ବିଳାସପୁର ଓ ଶୁଣ୍ଢୀପଦର ପଂଚାୟତରେ ପଥପ୍ରାନ୍ତ ସଭା, ରୋଡ଼ ସୋ ଜରିଆରେ ବିଜେଡି ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ ଲୋକମାନଙ୍କୁ ଅନୁରୋଧ କରିଥିଲେ।

account_circle
Office of Achyuta Samanta(@MPKandhamal) 's Twitter Profile Photo

ଫୁଲବାଣୀ ବିଧାନସଭା ନିର୍ବାଚନମଣ୍ଡଳୀରେ ସାଂସଦ ପ୍ରାର୍ଥୀ ଡ ଅଚ୍ୟୁତ ସାମନ୍ତ ଫିରିଙ୍ଗିଆ ବ୍ଲକର ସଲାଗୁଡା, ଗୋଛାପଡା, ପଲାବୃଡି, କାଶିନିପଦର, ଭୃଙ୍ଗୀଯୋଡି, କେଳାପଡା ଆଦି ପଞ୍ଚାୟତରେ ଜନ ସମ୍ପର୍କ ପଥପ୍ରାନ୍ତସଭାରେ ଯୋଗଦେଇଥିଲେ।

ଜି.ଉଦୟଗିରି ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ରାଇକିଆ ବ୍ଲକର ବଡବାରବାଠାରେ ଆୟୋଜିତ ଵିଜେଡି କର୍ମୀ ସମ୍ମିଳନୀରେ କର୍ମୀ ଓ ସମର୍ଥକଙ୍କ ଗହଣରେ ଵିଜେଡିର କନ୍ଧମାଳ ଲୋକସଭା ସାଂସଦ ପ୍ରାର୍ଥୀ ଅଚ୍ୟୁତ ସାମନ୍ତ।

ଜି.ଊଦୟଗିରି‌ ବିଧାନସଭା ନିର୍ବାଚନମଣ୍ଡଳୀରେ ଵିଜେଡି ପକ୍ଷରୁ ଆୟୋଜିତ ସଂକଳ୍ପ ସମାବେଶରେ କନ୍ଧମାଳ ଲୋକସଭା ସାଂସଦ ପ୍ରାର୍ଥୀ ଅଚ୍ୟୁତ ସାମନ୍ତ

କଣ୍ଟାମାଳରେ କନ୍ଧମାଳ ଲୋକସଭା ନିର୍ବାଚନ ମଣ୍ଡଳୀର ବିଜେଡ଼ି ସାଂସଦ ପ୍ରାର୍ଥୀ ଅଚ୍ୟୁତ ସାମନ୍ତଙ୍କ ପାଇଁ ଵିଜେଡି ଷ୍ଟାର ପ୍ରଚାରକ ତଥା 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ନିର୍ବାଚନ ପ୍ରଚାର

ବୌଦ୍ଧ ବିଧାନସଭା ନିର୍ବାଚନମଣ୍ଡଳୀର ପୁରୁଣାକଟକଠାରେ ବିଜେଡି ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାରେ ଵିଜେଡିର କନ୍ଧମାଳ ଲୋକସଭା ସାଂସଦ ପ୍ରାର୍ଥୀ ଅଚ୍ୟୁତ ସାମନ୍ତଙ୍କ ପାଇଁ ଵିଜେଡି ଷ୍ଟାର ପ୍ରଚାରକ ତଥା 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଭୋଟ ଭିକ୍ଷା କରୁଛନ୍ତି

ଭଞ୍ଜନଗର ବିଧାନସଭା ନିର୍ବାଚନମଣ୍ଡଳୀର ବିଜେଡ଼ି ବିଧାୟକ ପ୍ରାର୍ଥୀ ବିକ୍ରମ କେଶରୀ ଆରୁଖଙ୍କ ନାମାଙ୍କନପତ୍ର ଦାଖଲ ଶୋଭାଯାତ୍ରାରେ କନ୍ଧମାଳ ଲୋକସଭା ନିର୍ବାଚନ ମଣ୍ଡଳୀର ବିଜେଡ଼ି ସାଂସଦ ପ୍ରାର୍ଥୀ ଅଚ୍ୟୁତ ସାମନ୍ତ

ଦଶପଲ୍ଲାରେ ଵିଜେଡିର ଷ୍ଟାର ପ୍ରଚାରକ ତଥା 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଵିଜେଡିର କନ୍ଧମାଳ ଲୋକସଭା ସାଂସଦ ପ୍ରାର୍ଥୀ ଅଚ୍ୟୁତ ସାମନ୍ତଙ୍କ ପାଇଁ ଭୋଟ ଭିକ୍ଷା କରୁଛନ୍ତି

କନ୍ଧମାଳ ଲୋକସଭା ନିର୍ବାଚନମଣ୍ଡଳୀର ବିଜେଡ଼ି ସାଂସଦ ପ୍ରାର୍ଥୀ ଅଚ୍ୟୁତ ସାମନ୍ତ କନ୍ଧମାଳ ଜିଲ୍ଲାପାଳ ତଥା ରିଟର୍ଣ୍ଣିଙ୍ଗ ଅଫିସର ଆଶିଷ ଈଶ୍ଵର ପାଟିଲଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରୁଛନ୍ତି।

account_circle
Office of Achyuta Samanta(@MPKandhamal) 's Twitter Profile Photo

କନ୍ଧମାଳ ଲୋକସଭା ନିର୍ବାଚନମଣ୍ଡଳୀର ବିଜେଡ଼ି ସାଂସଦ ପ୍ରାର୍ଥୀ ଅଚ୍ୟୁତ ସାମନ୍ତ ଆଜି ୧୫୦୦୦ ସମର୍ଥକ, ସାଧାରଣ ଜନତା ଓ ବିଜେଡି କର୍ମୀଙ୍କ ସହ ନାମାଙ୍କନପତ୍ର ଦାଖଲ କଲେ।

account_circle