Manoj Mahakud 🇮🇳(@ManojMahakud3) 's Twitter Profileg
Manoj Mahakud 🇮🇳

@ManojMahakud3

Travelling is the most passion in life..
Ex Banker of Local & MNC 🏦
ଓଡ଼ିଆ ବୋଲି ଗର୍ବିତ.ସତ ଟିକେ କଡ଼ା ଲାଗିବ ଓ ସେଥିରେ ହିଁ ଆମେ ଖୁସୀ..ଜୀବନର କିଛି ଭରଷା ନାହିଁ💕💕🙏🙏

ID:1096682362111447040

calendar_today16-02-2019 08:07:05

14,3K Tweets

970 Followers

2,0K Following

Manoj Mahakud 🇮🇳(@ManojMahakud3) 's Twitter Profile Photo

very Cheap Auto price at Brahmpur
Bazar to MKCG Medical College one side Auto costs around 300/- just spoken to my junior whose mother was shifted from DHH Paralakhemundi to Brahmpur at mid night.
are not allowed to take the patient to SCB CTC

account_circle
Manoj Mahakud 🇮🇳(@ManojMahakud3) 's Twitter Profile Photo

must require in Cuttack Gunupur Memu and other trains
Ministry of Railways
DRM KhurdaRoad
East Coast Railway
DRMWALTAIR
Sir, Please do the needful to avoid further incidents.This was just shared in FB post. Thank you

OdishaRailUsers - Multimodal Connectivity Forum
Pc :kanhu subudhi

facebook.com/share/p/ANtS6t…

account_circle
Manoj Mahakud 🇮🇳(@ManojMahakud3) 's Twitter Profile Photo

ର ପ୍ରେମ କାହାଣୀ ...
ପାଇଁ କେରଳ କିଏ ନିଏ ,କେମିତି ଯାଆନ୍ତି
ଅଧ୍ୟୁଷିତ ଅଞ୍ଚଳରେ କେରଳ ସଂସ୍ଥାର ଅନୁପ୍ରବେଶ ବେଶୀ ମାତ୍ରାରେ ହୋଇଛି ଆଉ ତାହାରି ପରିଣାମ....
ଯାଉଥିବା ଟ୍ରେନରେ କଥା ହେଲେ ଜାଣି ପାରିବ ସତ୍ୟତା ଉପରେ

#ଦାଦନ ର ପ୍ରେମ କାହାଣୀ ... #ଦାଦନ ପାଇଁ କେରଳ କିଏ ନିଏ ,କେମିତି ଯାଆନ୍ତି #ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ କେରଳ ସଂସ୍ଥାର ଅନୁପ୍ରବେଶ ବେଶୀ ମାତ୍ରାରେ ହୋଇଛି ଆଉ ତାହାରି ପରିଣାମ.... #କେରଳ ଯାଉଥିବା ଟ୍ରେନରେ କଥା ହେଲେ ଜାଣି ପାରିବ ସତ୍ୟତା ଉପରେ
account_circle
Manoj Mahakud 🇮🇳(@ManojMahakud3) 's Twitter Profile Photo

କାଲି ଟଙ୍କା ଦରକାର ହେଲା ଯେହେତୁ ଗୋଟିଏ ଇଞ୍ଜେକସନ ର ଦାମ ୯୨୦/- ଟଙ୍କା,ଦିନକୁ ୩ ଟା ଲାଗିଥାଏ.... ନିଶା କରିବା ପୁଅ ହସ୍ପିଟାଲ କୁ ଆସିଲା ନାହିଁ କିନ୍ତୁ ପ୍ରଥମ ଥର ପାଇଁ ୩୦୦୦/- ଟଙ୍କା ଦେଇଛି..
ହସ୍ପିଟାଲରେ ପୁଅ,ବୋହୂ ଘରେ ଅଛନ୍ତି,ଆସନ୍ତି ନାହିଁ... ମୋ ଦ୍ଵାରା କାମ ହେଉଛି ନା ତେଣୁ କଣ ଅସୁବିଧା..

account_circle
Manoj Mahakud 🇮🇳(@ManojMahakud3) 's Twitter Profile Photo

at SCB Medical College ,I thought canteens were allocated to students, Doctors..
delay, stood for 2hrs so I left to Niramaya counter to have some other works..

account_circle
Manoj Mahakud 🇮🇳(@ManojMahakud3) 's Twitter Profile Photo

ବହୁତ ମାତ୍ରାରେ ଠିକ
ମୋଡରେ ପୁରୁଷ ମାନଙ୍କ ପାଖରେ କେହି ସାଙ୍ଗ ଦିଅନ୍ତି ନାହିଁ...

account_circle
Manoj Mahakud 🇮🇳(@ManojMahakud3) 's Twitter Profile Photo

ଭଲ ଲାଗିଲା...
ଶିଖିବାର ଅସୁବିଧା ନାହିଁ କିନ୍ତୁ ନିଜ ମାତୃଭାଷା କୁ ଭୁଲ lନ୍ତୁ ନାହିଁ

account_circle
Manoj Mahakud 🇮🇳(@ManojMahakud3) 's Twitter Profile Photo

୨୦୨୧ ମସିହାର ଫୋଟ , ଜଣେ ନିକଟ ସମ୍ପର୍କୀୟ ଖାଇବାକୁ ଦେଇଥିଲେ ଓ ଏବେ ବି ତାଙ୍କ ପୁତୁରା ,ପୁତୁରା ବୋହୂ ଆସିଲେ ପଲଉ, ମାଛ, ମାଂସ, ଅଣ୍ଡା ହୋଇଥାଏ..କିନ୍ତୁ ଦେହ ଖରାପ ହେଲେ ମୋର ଡାକରା ପଡ଼ିଥାଏ..
କିଛି ଏକୁଟିଆ ରହିବା ଲୋକ ଅଛନ୍ତି ଯାହାଙ୍କୁ କିଏ ଦରକାର ନାହିଁ...

#ଏହା ୨୦୨୧ ମସିହାର ଫୋଟ , ଜଣେ ନିକଟ ସମ୍ପର୍କୀୟ ଖାଇବାକୁ ଦେଇଥିଲେ ଓ ଏବେ ବି ତାଙ୍କ ପୁତୁରା ,ପୁତୁରା ବୋହୂ ଆସିଲେ ପଲଉ, ମାଛ, ମାଂସ, ଅଣ୍ଡା ହୋଇଥାଏ..କିନ୍ତୁ ଦେହ ଖରାପ ହେଲେ ମୋର ଡାକରା ପଡ଼ିଥାଏ.. #ଏଭଳି କିଛି ଏକୁଟିଆ ରହିବା ଲୋକ ଅଛନ୍ତି ଯାହାଙ୍କୁ କିଏ ଦରକାର ନାହିଁ...
account_circle
Manoj Mahakud 🇮🇳(@ManojMahakud3) 's Twitter Profile Photo

ସ୍କୁଲରେ ବାର୍ଷିକ ଉତ୍ସବର କିଛି ଦୃଶ୍ୟ , ଝିଅ ଜବରଦସ୍ତି ନାଚରେ ଭାଗ ନେଇଥିଲା ଯେହେତୁ ସେ ମୋ ସହ ପାରଳାଖେମୁଣ୍ଡି ଯାଇଥିଲା କିଛି ଦିନ ପାଇଁ...

account_circle
Manoj Mahakud 🇮🇳(@ManojMahakud3) 's Twitter Profile Photo

ଖଟିବାକୁ ଯିବ ଆଉ ବିଜୁ କାର୍ଡରେ ଚିକିତ୍ସା କରିବ ଆଉ ଚିକିତ୍ସା ସରିଲେ ସରକାରଙ୍କୁ ଗାଳି ଗୁଲଜ କରିବ..
ଖଟିବାକୁ ଯିବ ସେଠାରେ ରାସନ ପାଇବ, ଭତ୍ତା ପାଇବ(ଆନ୍ଧ୍ର,ତାମିଲନାଡୁରେ ମିଳେ..) ଗୁଜରାଟରେ ଘର ଦ୍ବାର କରି ରହୁଛନ୍ତି ଓ ପଇସା ନେଇ ଭୋଟ ଦେବାକୁ ଓଡ଼ିଶା ଆସିବ ଓ ନିଜକୁ ଦାଦନ ଶ୍ରମିକ କହି ବାହା ବାହି ନେବ

account_circle
Manoj Mahakud 🇮🇳(@ManojMahakud3) 's Twitter Profile Photo

ସଦସ୍ୟ ହେବାର ଇଚ୍ଛା ହେଉଛି ବୋଧେ ହୁଏ.. ବେଙ୍ଗଲ ରେ ସିଟ ମିଳିବ ଯାଉନ, ଓଡ଼ିଶା ବିଷୟରେ କାହିଁକି କହୁଛ....
ଓଡ଼ିଶା ଚିନ୍ତା...

account_circle
Manoj Mahakud 🇮🇳(@ManojMahakud3) 's Twitter Profile Photo

ମଙ୍ଗଳବାର ଦିନ ବିହାର, ଉତ୍ତର ପ୍ରଦେଶ ର ବ୍ୟକ୍ତି ମାନେ(ଚା ବିକାଳୀ, ଝାଲ ମୁଢ଼ି, କୁଲି....) ହନୁମାନ ମନ୍ଦିରରେ ପୂଜା କରନ୍ତି
ଦୂକାନରେ ଚା, କଫି ପିଇବା ପାଇଁ ସମସ୍ତେ ଭିଡ ଲଗାଇବା ସହ ସନ୍ଧ୍ୟା ସମୟ ଅତିବାହିତ କରନ୍ତି ,ଚଢ଼େଇ ସବୁ କେଁ କେଁ କଟର କରୁଥାନ୍ତି ଓ ଗାଡ଼ି ସବୁକୁ ଧବଳ କରି ଡିଅଁନ୍ତି..

account_circle
Manoj Mahakud 🇮🇳(@ManojMahakud3) 's Twitter Profile Photo

କାମ କରିବା ଲୋକ ବି ଗାଡ଼ି ବ୍ୟବହାର କରୁଛନ୍ତି
ଖଟିବାକୁ କିଏ ଯାଏଁ ଆଉ ତାଙ୍କ ନାଁରେ ରାଜନୀତି କରୁଥିବା କିଛି ମହାଶୟ ମାନେ ହି ଦାଦନ ମାନଙ୍କର ଦଲାଲ ବା ଠିକାଦାର...
ଜୀବନ ର କିଛି ମୂଲ୍ୟ ନାହିଁ କେବଳ ଶୋଷଣ ,ଅତ୍ୟାଚାର ର ଶିକାର ହେଉଛନ୍ତି...

account_circle
Manoj Mahakud 🇮🇳(@ManojMahakud3) 's Twitter Profile Photo

ହେଲା ଦେଖୁଛି ଭାଇ କେବଳ ଚିକେନ, ଅଣ୍ଡା ଖାଉଛନ୍ତି ଯିଏ ବି ଆସୁଛନ୍ତି ସେହି ଜିନିଷ ଆଣୁଛନ୍ତି ଆଉ ମୋର ରୋଗୀ ସେଗୁଡ଼ାକ ଦେଖି ନାକ ଟେକିଲେ କଣ ହେବ.ଆଜି ବେଡ ବଦଳିଲା.
କେବଳ ଗୋଡ଼ରେ ବେଣ୍ଡଜ ହୋଇଛି କିନ୍ତୁ ଯେଉଁ ପ୍ରେମ ଶ୍ରଦ୍ଧା ଦେଖିଲେ ଖରାପ ଲାଗୁଛି,ଯାହାକୁ ମୁ ଆଣିଛି ତାଙ୍କ ପୁଅ ଆସିନାହିଁ ଆଜି ଯାଏଁ ଦେଖିବା ପାଇଁ

account_circle