NandighoshaTV(@NandighoshaTV) 's Twitter Profileg
NandighoshaTV

@NandighoshaTV

Official Twitter feed of Nandighosha TV, Fastest growing television channel in Odisha.
Website: https://t.co/UBel1ZnKoP
Youtube: https://t.co/BcszM8cUEK

ID:740427541220065280

linkhttp://www.nandighoshatv.com calendar_today08-06-2016 06:17:37

96,5K Tweets

83,8K Followers

15 Following

NandighoshaTV(@NandighoshaTV) 's Twitter Profile Photo

ତାତିରେ କଲବଲ ହେବ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ, ୪୪ଡିଗ୍ରୀ ପାର୍ ହେବ ପାରଦ nandighoshatv.com/delhi-temperat…

account_circle
NandighoshaTV(@NandighoshaTV) 's Twitter Profile Photo

ବିହାରର ପୂର୍ବ ଉପ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟସଭା ସାଂସଦ ସୁଶୀଲ ମୋଦିଙ୍କ ପରଲୋକ nandighoshatv.com/sushil-kumar-m…

account_circle
NandighoshaTV(@NandighoshaTV) 's Twitter Profile Photo


ବିଜେପିର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ସୁଶୀଲ ମୋଦିଙ୍କ ଦେହାନ୍ତ । ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା। ଦୀର୍ଘ ଦିନ ଧରି ସେ କର୍କଟ ରୋଗରେ ଅସୁସ୍ଥ ଥିଲେ। ମାସେ ହେଲାଣି ସେ ଦିଲ୍ଲୀ ଏମ୍ସର ଆଇସିୟୁରେ ଚିକିତ୍ସିତ ହେଉଥିଲେ

#ସୁଶୀଲ_ମୋଦିଙ୍କ_ଦେହାନ୍ତ ବିଜେପିର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ସୁଶୀଲ ମୋଦିଙ୍କ ଦେହାନ୍ତ । ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା। ଦୀର୍ଘ ଦିନ ଧରି ସେ କର୍କଟ ରୋଗରେ ଅସୁସ୍ଥ ଥିଲେ। ମାସେ ହେଲାଣି ସେ ଦିଲ୍ଲୀ ଏମ୍ସର ଆଇସିୟୁରେ ଚିକିତ୍ସିତ ହେଉଥିଲେ #shusilmodi #Passedaway #newdelhi #NandighoshaTV
account_circle
NandighoshaTV(@NandighoshaTV) 's Twitter Profile Photo

ଡକାୟତି ପାଇଁ ପ୍ଲାନ୍ କରୁଥିବା ବେଳେ ୫ ଡକାୟତଙ୍କୁ ଧରିଲା ପୋଲିସ nandighoshatv.com/5-thief-arrest…

account_circle
NandighoshaTV(@NandighoshaTV) 's Twitter Profile Photo

ପୁରୀ ରେଳ ଷ୍ଟେସନରେ ଟ୍ରେନ୍ ବିଳମ୍ବ ଯୋଗୁଁ ଯାତ୍ରୀ ହନ୍ତସନ୍ତ nandighoshatv.com/passengers-are…

account_circle
NandighoshaTV(@NandighoshaTV) 's Twitter Profile Photo

ଭାରତ-ଇରାନ ମଧ୍ୟରେ ବଡ଼ ବ୍ଯାବସାୟିକ ଡିଲ୍, ଇରାନର ଚବାହାର ପୋର୍ଟ ଦାୟିତ୍ଵ ନେଲା ଭାରତ nandighoshatv.com/india-inks-10-…

account_circle
NandighoshaTV(@NandighoshaTV) 's Twitter Profile Photo

ଧୂଳିଝଡ଼ରେ ଭାଙ୍ଗିଲା ବିଜ୍ଞାପନ ହୋର୍ଡିଂ; ୧୪ ମୃତ ଓ ୭୪ ଆହତ nandighoshatv.com/14-dead-74-inj…

account_circle
NandighoshaTV(@NandighoshaTV) 's Twitter Profile Photo

ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁରର ଝଗରପୁର ନିକଟ ରାଜ୍ୟ ରାଜପଥ -୧୦ରେ ସଡ଼କ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ । ରାତିରେ ଅଜଣା ଗାଡି ଦୁର୍ଘଟଣା ଘଟାଇଥିବା ଅନୁମାନ କରାଯାଉଛି । ମୃତକଙ୍କ ପରିଚୟ ମିଳିପାରି ନାହିଁ

ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁରର ଝଗରପୁର ନିକଟ ରାଜ୍ୟ ରାଜପଥ -୧୦ରେ ସଡ଼କ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ । ରାତିରେ ଅଜଣା ଗାଡି ଦୁର୍ଘଟଣା ଘଟାଇଥିବା ଅନୁମାନ କରାଯାଉଛି । ମୃତକଙ୍କ ପରିଚୟ ମିଳିପାରି ନାହିଁ #Sundargarh #accident #death #NandighoshaTV
account_circle
NandighoshaTV(@NandighoshaTV) 's Twitter Profile Photo

- ସୁଶୀଲ ମୋଦୀଙ୍କ ପରଲୋକ
- ବିଜେପି ନେତା ସୁଶୀଲ ମୋଦୀଙ୍କ ପରଲୋକ
- ୭୨ ବର୍ଷ ବୟସରେ ପରଲୋକ
- ଦୀର୍ଘଦିନ ଧରି ଅସୁସ୍ଥ ଥିଲେ
- ବିହାରର ଉପମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ ସୁଶୀଲ ମୋଦୀ

- ସୁଶୀଲ ମୋଦୀଙ୍କ ପରଲୋକ - ବିଜେପି ନେତା ସୁଶୀଲ ମୋଦୀଙ୍କ ପରଲୋକ - ୭୨ ବର୍ଷ ବୟସରେ ପରଲୋକ - ଦୀର୍ଘଦିନ ଧରି ଅସୁସ୍ଥ ଥିଲେ - ବିହାରର ଉପମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ ସୁଶୀଲ ମୋଦୀ #bihar #sushilmodi #NandighoshaTV
account_circle
NandighoshaTV(@NandighoshaTV) 's Twitter Profile Photo

ପ୍ରଦୀପ ପାଣିଗ୍ରାହୀ- ଶିବଶଙ୍କର ଦାସ ମୁହାଁମୁହିଁ nandighoshatv.com/pradeep-sibasa…

account_circle
NandighoshaTV(@NandighoshaTV) 's Twitter Profile Photo

କୋରେଇରେ ବିଜେଡିର ଜୋରଦାର ପ୍ରଚାର nandighoshatv.com/korei-bjd-camp…

account_circle
NandighoshaTV(@NandighoshaTV) 's Twitter Profile Photo

ମହୁମାଛି ଆକ୍ରମଣରେ ୧୦ରୁ ଉର୍ଦ୍ଧ୍ବ ଆହତ nandighoshatv.com/kendujhar-bee-…

account_circle
NandighoshaTV(@NandighoshaTV) 's Twitter Profile Photo

ଭୁବନେଶ୍ବର ପଳାଶୁଣୀ ଛକରେ ଭୟଙ୍କର ସିରିଜ ଦୁର୍ଘଟଣା nandighoshatv.com/palasuni-serie…

account_circle
NandighoshaTV(@NandighoshaTV) 's Twitter Profile Photo


ସରିଲା ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ
ଦେଖନ୍ତୁ ଆଜି ରାତି ୮ଟାରେ, କେବଳ NandighoshaTV ରେ

#ଆଜିର_ବିତର୍କ ସରିଲା ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଦେଖନ୍ତୁ ଆଜି ରାତି ୮ଟାରେ, କେବଳ NandighoshaTV ରେ #DebateTime #odishapolitics #NandighoshaTV #GeneralElection2024
account_circle
NandighoshaTV(@NandighoshaTV) 's Twitter Profile Photo

ଅନୁଗୁଳରେ କାର୍ତ୍ତିକ ପାଣ୍ଡିଆନଙ୍କ ମେଗା ରୋଡ୍ ଶୋ’ nandighoshatv.com/anugul-mega-ro…

account_circle
NandighoshaTV(@NandighoshaTV) 's Twitter Profile Photo

ଆନ୍ଧ୍ରପ୍ରଦେଶର ସମୁଦାୟ ୨୫ ଲୋକସଭା ଆସନ ଓ ସମସ୍ତ  ୧୭୫ ବିଧାନସଭା ଆସନରେ ସରିଲା ଭୋଟ୍ nandighoshatv.com/andhrapradesh-…

account_circle
NandighoshaTV(@NandighoshaTV) 's Twitter Profile Photo

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କାର୍ତ୍ତିକ ପାଣ୍ଡିଆନଙ୍କ ଜବାବ nandighoshatv.com/kartik-pandian…

account_circle
NandighoshaTV(@NandighoshaTV) 's Twitter Profile Photo

- ଶଙ୍ଖ ଭବନରେ ବିଜେଡିର ପ୍ରେସମିଟ୍
- ବିଜେଡି ସପକ୍ଷରେ ୯୦%ରୁ ଅଧିକ ମତଦାନ
- ପ୍ରଥମ ପର୍ଯ୍ୟାୟରେ ବିଜେଡିକୁ ଭଲ ସଫଳତା ମିଳିଛି
- ୯୦%ରୁ ଅଧିକ ଆସନରେ ଜିତିବାକୁ ଯାଉଛି ବିଜେଡି : ସସ୍ମିତ ପାତ୍ର

- ଶଙ୍ଖ ଭବନରେ ବିଜେଡିର ପ୍ରେସମିଟ୍ - ବିଜେଡି ସପକ୍ଷରେ ୯୦%ରୁ ଅଧିକ ମତଦାନ - ପ୍ରଥମ ପର୍ଯ୍ୟାୟରେ ବିଜେଡିକୁ ଭଲ ସଫଳତା ମିଳିଛି - ୯୦%ରୁ ଅଧିକ ଆସନରେ ଜିତିବାକୁ ଯାଉଛି ବିଜେଡି : ସସ୍ମିତ ପାତ୍ର #odishapolitics #bjd #sasmitpatra #NandighoshaTV
account_circle
NandighoshaTV(@NandighoshaTV) 's Twitter Profile Photo

ନିୟମଗିରି ଅଞ୍ଚଳରେ ସୁରୁଖୁରୁରେ ମତଦାନ ସାବ୍ଯସ୍ତ କଲେ ଭୋଟର nandighoshatv.com/niyamgiri-voti…

account_circle