Dharmendra Pradhan (मोदी का परिवार)(@dpradhanbjp) 's Twitter Profileg
Dharmendra Pradhan (मोदी का परिवार)

@dpradhanbjp

Minister of Education and Minister of Skill Development & Entrepreneurship, Government of India. Views personal. RTs not endorsement

ID:1897514666

calendar_today23-09-2013 14:45:38

69,9K Tweets

1,9M Followers

1,7K Following

Follow People
Dharmendra Pradhan (मोदी का परिवार)(@dpradhanbjp) 's Twitter Profile Photo

ସମ୍ବଲପୁରର ବିଶିଷ୍ଟ ଶିକ୍ଷାବିତ୍ ମାନଙ୍କୁ ଭେଟିବା ସହ ସମ୍ବଲପୁରକୁ ଆଗେଇ ନେବା ଦିଗରେ ସେମାନଙ୍କ ଉପାଦେୟ ପରାମର୍ଶ ଗ୍ରହଣ କଲି । ସମ୍ବଲପୁର ହେଉଛି ପରିଶ୍ରମୀ ଏବଂ ବୌଦ୍ଧିକ କ୍ଷମତାରେ ପରିପୂର୍ଣ୍ଣ ଥିବା ଅଞ୍ଚଳ । ଏହାକୁ ଜ୍ଞାନ ଆଧାରିତ ଅର୍ଥନୀତି ଭାବରେ ପ୍ରତିଷ୍ଠିତ କରିବା ଆମର ସାମୂହିକ ଦାୟିତ୍ୱ । ସମ୍ବଲପୁରକୁ ବିକଶିତ କରିବା ପାଇଁ…

account_circle
Dharmendra Pradhan (मोदी का परिवार)(@dpradhanbjp) 's Twitter Profile Photo

ସମ୍ବଲପୁରରେ ପତଞ୍ଜଳି ସଂଗଠନ ପରିବାରର ବନ୍ଧୁ ମାନଙ୍କୁ ଭେଟିବା ସହ ସେମାନଙ୍କ ବ୍ୟବସାୟ ଓ ସମ୍ବଲପୁରକୁ ନେଇ ଥିବା ଆକାଂକ୍ଷା ଓ ଅପେକ୍ଷା ଉପରେ ଆଲୋଚନା କଲି । ନରେନ୍ଦ୍ର ମୋଦୀଙ୍କୁ ତୃତୀୟ ଥର ପ୍ରଧାନମନ୍ତ୍ରୀ କରିବା ପାଇଁ ସେମାନଙ୍କ ସହଯୋଗ କାମନା କଲି ।

ସମ୍ବଲପୁରରେ କଳିଙ୍ଗ ବୈଶ୍ୟ ସଂଘର ବନ୍ଧୁ ମାନଙ୍କୁ ଭେଟିବା ସହ ବିକଶିତ ସମ୍ବଲପୁର, ଓଡ଼ିଶା ଏବଂ ବିକଶିତ ଭାରତ ଗଠନରେ ସହଯୋଗୀ ହେବା ପାଇଁ ଆଶୀର୍ବାଦ କାମନା କଲି । ସମାଜରେ ସଚେତନତା ବାର୍ତ୍ତା ବାଣ୍ଟିବାରେ ଏହି ସଂଘର ଉଦ୍ୟମ ପ୍ରଶଂସନୀୟ ।

Narendra Modi(@narendramodi) 's Twitter Profile Photo

ଓଡ଼ିଶା ଏବଂ ଓଡ଼ିଆ ସଂସ୍କୃତି ପାଇଁ ଅକ୍ଷୟ ତୃତୀୟା ଏକ ସ୍ୱତନ୍ତ୍ର ଦିନ। ଏହି ଦିନରେ ହିଁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥ ଯାତ୍ରା ପାଇଁ ରଥ ନିର୍ମାଣ ଆରମ୍ଭ ହୋଇଥାଏ। ଅଖି ମୁଠି ଅନୁକୂଳ ସହ ଅତି ନିବିଡ଼ ଭାବେ ଜଡ଼ିତ ଏହି ବିଶେଷ ଦିନରେ ଚାଷୀମାନେ ବିହନ ବୁଣିବା ଆରମ୍ଭ କରିଥା’ନ୍ତି।

ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୃପା ସବୁବେଳେ ଆମ…

account_circle
Narendra Modi(@narendramodi) 's Twitter Profile Photo

Akshaya Tritiya is a very auspicious day in Odisha and for the great Odia culture. This is the day when the making of chariots begins for the Rath Yatra of Mahaprabhu Shri Jagannath. It is also closely linked with Akhi Muthi Anukula, when farmers start sowing seeds.

May the…

account_circle
Dharmendra Pradhan (मोदी का परिवार)(@dpradhanbjp) 's Twitter Profile Photo

ଭଗବାନ ପର୍ଶୁରାମଙ୍କ ଜୟନ୍ତୀ ଅବସରରେ ସମ୍ବଲପୁରରେ ‘ହରି ଓମ୍ ବାବା ଗୋଶାଳା’ ପରିସରରେ ପ୍ରଭୁ ପର୍ଶୁରାମଙ୍କ ପୂଜାର୍ଚ୍ଚନା କରିବା ସହ ଗୋମାତାଙ୍କ ସେବା କରିବାର ସୌଭାଗ୍ୟ ଲାଭ କଲି । ଗୋମାତାଙ୍କ ସେବା କଲେ ଆମକୁ ପୁଣ୍ୟ ପ୍ରାପ୍ତ ହୋଇଥାଏ । ଇଶ୍ୱରଙ୍କ ଆଶୀର୍ବାଦରୁ ସମାଜରେ ଶାନ୍ତି ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ବଜାୟ ରହୁ, ଆଜିର…

ସମ୍ବଲପୁରର ଶରଧାପାଲି ଠାରେ ପଦଯାତ୍ରାରେ ଯୋଗ ଦେଲି । ସ୍ଥାନୀୟ ଅଞ୍ଚଳର ମାତୃଶକ୍ତି, ଗୁରୁଜନ ଓ ଯୁବବନ୍ଧୁଙ୍କୁ ଭେଟି ଦେଶରେ Narendra Modi ଙ୍କୁ ତୃତୀୟ ଥର ପ୍ରଧାନମନ୍ତ୍ରୀ କରିବା ସହ ଓଡ଼ିଶାରେ ବିଜେପି ସରକାର କରିବା ପାଇଁ ପଦ୍ମଫୁଲରେ ଭୋଟ୍ ଦେବାକୁ ଅନୁରୋଧ କଲି ।

ସମ୍ବଲପୁରର ଶରଧାପାଲି ଠାରେ ପଦଯାତ୍ରାରେ ଯୋଗ ଦେଲି । ସ୍ଥାନୀୟ ଅଞ୍ଚଳର ମାତୃଶକ୍ତି, ଗୁରୁଜନ ଓ ଯୁବବନ୍ଧୁଙ୍କୁ ଭେଟି ଦେଶରେ @narendramodi ଙ୍କୁ ତୃତୀୟ ଥର ପ୍ରଧାନମନ୍ତ୍ରୀ କରିବା ସହ ଓଡ଼ିଶାରେ ବିଜେପି ସରକାର କରିବା ପାଇଁ ପଦ୍ମଫୁଲରେ ଭୋଟ୍ ଦେବାକୁ ଅନୁରୋଧ କଲି । #OdishareHebaBJPSarkar
account_circle
Dharmendra Pradhan (मोदी का परिवार)(@dpradhanbjp) 's Twitter Profile Photo

ସମ୍ବଲପୁର ସାପଲହରା ଠାରେ ‘ଅକ୍ଷୟ ତୃତୀୟା’ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ବଲପୁର ବିଧାୟକ ପ୍ରାର୍ଥୀ Jay Narayan Mishra (Modi Ka Parivar) ଙ୍କ ସହ ଯୋଗଦେଲି । କୃଷି ଆଧାରିତ ରାଜ୍ୟ ଓଡ଼ିଶା ଆଗାମୀ ଦିନ ମାନଙ୍କରେ ଦେଶର ଏକ ନମ୍ବର ରାଜ୍ୟ ହେବା ସହ ଚାଷୀ ଭାଇ ମାନଙ୍କର ଜମିରେ ଭଲ ଫସଲ ହେଉ, ଏହା ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା’ ସମଲେଇଙ୍କ ପାଖରେ…

ସମ୍ବଲପୁର ସାପଲହରା ଠାରେ ‘ଅକ୍ଷୟ ତୃତୀୟା’ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ବଲପୁର ବିଧାୟକ ପ୍ରାର୍ଥୀ @jnarayanmishra ଙ୍କ ସହ ଯୋଗଦେଲି । କୃଷି ଆଧାରିତ ରାଜ୍ୟ ଓଡ଼ିଶା ଆଗାମୀ ଦିନ ମାନଙ୍କରେ ଦେଶର ଏକ ନମ୍ବର ରାଜ୍ୟ ହେବା ସହ ଚାଷୀ ଭାଇ ମାନଙ୍କର ଜମିରେ ଭଲ ଫସଲ ହେଉ, ଏହା ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା’ ସମଲେଇଙ୍କ ପାଖରେ…
account_circle
Dharmendra Pradhan (मोदी का परिवार)(@dpradhanbjp) 's Twitter Profile Photo

ପବିତ୍ର ‘ଅକ୍ଷୟ ତୃତୀୟା’ ଅବସରରେ ସାପଲହରା ଠାରେ ଚାଷୀ ଭାଇ ମାନଙ୍କ ସହ ଅକ୍ଷିମୁଠି ଛୁଇଁ ଚାଷ କାମ ଅନୁକୂଳ କରିବାର ସୌଭାଗ୍ୟ ଲାଭ କଲି । କୃଷି ଆଧାରିତ ରାଜ୍ୟ ଓଡ଼ିଶା ଆଗାମୀ ଦିନ ମାନଙ୍କରେ ଦେଶର ଏକ ନମ୍ବର ରାଜ୍ୟ ହେବା ସହ ଚାଷୀ ଭାଇ ମାନଙ୍କର ଜମିରେ ଭଲ ଫସଲ ହେଉ, ଏହା ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା’ ସମଲେଇଙ୍କ ପାଖରେ ପ୍ରାର୍ଥନା ।

account_circle
Dharmendra Pradhan (मोदी का परिवार)(@dpradhanbjp) 's Twitter Profile Photo

ଆଏଜ୍‌ ସାପଲହରା ନେ ଅକ୍ଷୟ ତୃତୀୟା ଅବସର୍ ଥି ଚଷା ଭାଏ ମାନଙ୍କର୍ ସାଙ୍ଗେ ଅଖି ମୁଠି ଛୁଇଁ କରି ଚାଷ୍ କାମ୍ ଅନୁକୂଲ୍ କରବାର୍ ସୌଭାଗ୍ୟ ପାଏଲି l 

ଫେର୍, ଆଜି ର୍ ଦିନେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ର୍ ରଥ୍ ତିଆରି ଭି ଆରମ୍ଭ ହେସି । 

ଆଏଜ୍ ଶୀତଲଷଷ୍ଠୀର ‘ଥାଲ୍ଉଠା’ କାର୍ଯ୍ୟକ୍ରମ୍ ହେଉଛେ । 

 ଚାଷର୍ ଆଉ ଚଷା ଭାଏ ମାନଙ୍କର୍…

ଆଏଜ୍‌ ସାପଲହରା ନେ ଅକ୍ଷୟ ତୃତୀୟା ଅବସର୍ ଥି ଚଷା ଭାଏ ମାନଙ୍କର୍ ସାଙ୍ଗେ ଅଖି ମୁଠି ଛୁଇଁ କରି ଚାଷ୍ କାମ୍ ଅନୁକୂଲ୍ କରବାର୍ ସୌଭାଗ୍ୟ ପାଏଲି l  ଫେର୍, ଆଜି ର୍ ଦିନେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ର୍ ରଥ୍ ତିଆରି ଭି ଆରମ୍ଭ ହେସି ।  ଆଏଜ୍ ଶୀତଲଷଷ୍ଠୀର ‘ଥାଲ୍ଉଠା’ କାର୍ଯ୍ୟକ୍ରମ୍ ହେଉଛେ ।   ଚାଷର୍ ଆଉ ଚଷା ଭାଏ ମାନଙ୍କର୍…
account_circle
Dharmendra Pradhan (मोदी का परिवार)(@dpradhanbjp) 's Twitter Profile Photo

महान समाज सुधारक, संत, दार्शनिक और कन्नड़ साहित्य के मुकुटमणि, लोकहितकारी भगवान बसवेश्वर जी की जयंती पर उनके चरणों में कोटिश: नमन। समानता और सामाजिक न्याय की उनकी शिक्षाएं भारतीय लोकतंत्र की गहरी जड़ों की परिचयक है। आइए हम उनके जीवन और कार्यों से प्रेरणा लेकर, एक बेहतर समाज बनाने…

କୃଷିଭିତ୍ତିକ ପର୍ବ ‘ଅକ୍ଷୟ ତୃତୀୟା’ର ହାର୍ଦ୍ଦିକ ଶୁଭକାମନା ।

ସମ୍ବଲପୁରରୁ ଲାଇଭ x.com/i/broadcasts/1…

account_circle
Dharmendra Pradhan (मोदी का परिवार)(@dpradhanbjp) 's Twitter Profile Photo

ସମସ୍ତଙ୍କୁ ଭଗବାନ ପର୍ଶୁରାମଙ୍କ
ଜୟନ୍ତୀ ଅବସରରେ ଶୁଭକାମନା ।

सभी देशवासियों को भगवान परशुराम जयंती की हार्दिक शुभकामनाएं।

भक्ति, शक्ति, ज्ञान, पराक्रम, तप व न्याय के अद्वितीय स्वरूप भगवान परशुराम सभी पर अपनी कृपा बनाए रखें।

ସମସ୍ତଙ୍କୁ ଭଗବାନ ପର୍ଶୁରାମଙ୍କ ଜୟନ୍ତୀ ଅବସରରେ ଶୁଭକାମନା । सभी देशवासियों को भगवान परशुराम जयंती की हार्दिक शुभकामनाएं। भक्ति, शक्ति, ज्ञान, पराक्रम, तप व न्याय के अद्वितीय स्वरूप भगवान परशुराम सभी पर अपनी कृपा बनाए रखें।
account_circle
Dharmendra Pradhan (मोदी का परिवार)(@dpradhanbjp) 's Twitter Profile Photo

अक्षय तृतीया के पावन अवसर पर सभी को हार्दिक शुभकामनाएं। यह शुभ तिथि सभी के लिए सुख, शांति, सफलता, सौभाग्य, समृद्धि और अक्षय यश-वैभव लेकर आए।

କୃଷିଭିତ୍ତିକ ପର୍ବ ‘ଅକ୍ଷୟ ତୃତୀୟା’ର ହାର୍ଦ୍ଦିକ ଶୁଭକାମନା । ଆଜିର ଦିନରେ ଚାଷୀ ଭାଇମାନେ ଅକ୍ଷିମୁଠି ଅନୁକୂଳ କରିଥା’ନ୍ତି । ରଥ ନିର୍ମାଣର ଆରମ୍ଭ ବି ଏହି ପବିତ୍ର ଦିନରେ ହୋଇଥାଏ । ଆମ ଦେଶ ଅର୍ଥନୀତିର ମେରୁଦଣ୍ଡ ତଥା ବିକଶିତ ଓଡ଼ିଶା ଓ ବିକଶିତ ଭାରତ ଗଠନରେ ଗୁରୁ ଦାୟିତ୍ୱ ବହନ କରୁଥିବା ଚାଷୀ ଭାଇ ମାନଙ୍କର କଲ୍ୟାଣ ଓ ଉତ୍ତରୋତ୍ତର…

ଭାରତର ମାନ୍ୟବର President of India ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ବରଗଡ଼ ଜିଲ୍ଲାର ଲୋକକଳା ‘ଶଦ୍ଦ ନୃତ୍ୟ’ର ପ୍ରତିଭାବାନ କଳାକାର ଭାଗବତ ପଧାନ ଓ ଖୋର୍ଦ୍ଧା ଜିଲ୍ଲାର ପଟ୍ଟଚିତ୍ର କଳାକାର ବିନୋଦ ମହାରଣା ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିବାରୁ ଅଭିନନ୍ଦନ । ଓଡ଼ିଶାରେ କଳାର ଉତ୍କର୍ଷତାକୁ ଆଗକୁ ନେବାରେ ଆପଣମାନଙ୍କ ପରି…

ଭାରତର ମାନ୍ୟବର @rashtrapatibhvn ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ବରଗଡ଼ ଜିଲ୍ଲାର ଲୋକକଳା ‘ଶଦ୍ଦ ନୃତ୍ୟ’ର ପ୍ରତିଭାବାନ କଳାକାର ଭାଗବତ ପଧାନ ଓ ଖୋର୍ଦ୍ଧା ଜିଲ୍ଲାର ପଟ୍ଟଚିତ୍ର କଳାକାର ବିନୋଦ ମହାରଣା ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିବାରୁ ଅଭିନନ୍ଦନ । ଓଡ଼ିଶାରେ କଳାର ଉତ୍କର୍ଷତାକୁ ଆଗକୁ ନେବାରେ ଆପଣମାନଙ୍କ ପରି…
account_circle
Dharmendra Pradhan (मोदी का परिवार)(@dpradhanbjp) 's Twitter Profile Photo

ରେଢାଖୋଲ ନାକଟିଦେଉଳ ଅଞ୍ଚଳରେ ନିର୍ବାଚନ ସଭା ପରେ ଜନାର୍ଦ୍ଦନ ପ୍ରଧାନ ଭାଇଙ୍କ ହୋଟେଲରେ ପକୁଡ଼ି ଖାଇବା ସହ ଚା' ପିଇଲି । ଡିଜିଟାଲ ପେମେଣ୍ଟ ତାଙ୍କ ବ୍ୟବସାୟକୁ ସହଜ କରିଛି । ମୋଦୀଙ୍କ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଲୋକଙ୍କ ଜୀବନରେ ଅଭୂତପୂର୍ବ ପରିବର୍ତ୍ତନ ଆଣିଛି, ସେଥିପାଇଁ ତ ଲୋକମାନେ ମୋଦୀଙ୍କୁ ବାଛୁଛନ୍ତି ।