ଓଟିଭି(@otvkhabar) 's Twitter Profileg
ଓଟିଭି

@otvkhabar

ଖବର ଆମର, ନିଷ୍ପତ୍ତି ଆପଣଙ୍କର
We Report, You Decide
FB: https://t.co/Eo3M4tUUVk
INSTA: https://t.co/ShNzvnEvHo
YT: https://t.co/cXHzPNfXzk

ID:957169156419276801

linkhttps://otvkhabar.in/ calendar_today27-01-2018 08:31:25

189,7K Tweets

739,1K Followers

21 Following

ଓଟିଭି(@otvkhabar) 's Twitter Profile Photo

ରୋଡ୍ ସୋ’ ସାରି ଆଜି ରାଜଭବନରେ ରାତ୍ରୀଯାପନ କରିବେ ମୋଦି। ଏହାପରେ ଆସନ୍ତାକାଲି ହେବାକୁ ଥିବା ଫୁଲବାଣୀ, ବଲାଙ୍ଗିର ଏବଂ ବରଗଡ଼ ଜନ ସମାବେଶରେ ମୋଦି ଯୋଗଦେବେ

account_circle
ଓଟିଭି(@otvkhabar) 's Twitter Profile Photo

ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ମେଗା ରାଲି ପରେ କେତେ ଉତ୍ସାହିତ ରାଜ୍ୟ ବିଜେପି, ଚଳିତ ନିର୍ବାଚନରେ କେତେ ପ୍ରଭାବ ପକାଇବ ମୋଦିଙ୍କ ଏହି ରାଲି ?

account_circle
ଓଟିଭି(@otvkhabar) 's Twitter Profile Photo

ଓଡ଼ିଶାରେ ବଡ଼ ଟର୍ଣ୍ଣିଂ ପଏଣ୍ଟ ଆସୁଛି। ଆଜି ଭୁବନେଶ୍ବରରେ ଏଭଳି ବଡ଼ ବୟାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

account_circle
ଓଟିଭି(@otvkhabar) 's Twitter Profile Photo

ଓଡ଼ିଶାରେ ବିଜେପି ସରକାର ବ୍ୟାପକ କାର୍ଯ୍ୟ କରିଥିବା ବେଳେ ବିଜେଡି ତୃଣମୂଳ ସ୍ତରର ବାସ୍ତବତାଠାରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ। କିଛି ଏଭଳି କହି କଡ଼ା ଭାଷାରେ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି

account_circle
ଓଟିଭି(@otvkhabar) 's Twitter Profile Photo

‘ଓଡ଼ିଶାରେ ଆସୁଛି ବଡ଼ ଟର୍ଣ୍ଣିଂ ପଏଣ୍ଟ, ଏଥର ପଦ୍ମ ନିଶ୍ଚିତ ଫୁଟିବ’ otvkhabar.in/news/politics/…

account_circle
ଓଟିଭି(@otvkhabar) 's Twitter Profile Photo

ଜେଲ୍‌ରୁ ବେଲ୍‌.. ହେଲେ CM ଅଫିସ୍ ମନା, ଯାହା କରିବେ ପଚାରିକି କରିବେ..! otvkhabar.in/news/national/…

account_circle
ଓଟିଭି(@otvkhabar) 's Twitter Profile Photo


ରୋଡ୍‌ ସୋ’ ସାରି ରାଜଭବନ ଅଭିମୁଖେ ପ୍ରଧାନମନ୍ତ୍ରୀ ମୋଦି..ଆଜି ରାଜଭବନରେ ରାତ୍ରୀଯାପନ କରିବେ ପ୍ରଧାନମନ୍ତ୍ରୀ

account_circle
ଓଟିଭି(@otvkhabar) 's Twitter Profile Photo

ମୋଦିଙ୍କୁ ଦେଖିବାକୁ ଖଚାଖଚ୍ ଭିଡ଼, ଦେଖନ୍ତୁ ଜନପଥର ଦୃଶ୍ୟ

account_circle
ଓଟିଭି(@otvkhabar) 's Twitter Profile Photo

‘ମୋଦିଙ୍କ ପାଇଁ ଆଣିଛି ସୁନାବେଶ ପେଣ୍ଟିଂ, ତିଆରି କରିବାକୁ ଲାଗିଛି..’

account_circle
ଓଟିଭି(@otvkhabar) 's Twitter Profile Photo


ମୋଦିଙ୍କ ମେଗା ରୋଡ୍ ସୋ’। ଜନପଥରୁ ବାଣୀବିହାର ଯାଏଁ ବିଶାଳ ଶୋଭାଯାତ୍ରା କରୁଛନ୍ତି ମୋଦି । ତାଙ୍କ ସହ ମନମୋହନ, ଅପରାଜିତା ମଧ୍ୟ ରୋଡ ସୋ'ରେ ସାମିଲ୍। ବିଶାଳ ଜନ ସମୁଦ୍ର ପାଲଟିଛି ଭୁବନେଶ୍ବର ...

account_circle
ଓଟିଭି(@otvkhabar) 's Twitter Profile Photo


ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଶାଳ ରୋଡ଼ ସୋ'... ପଦ୍ମଫୁଲ ଦେଖାଇ କର୍ମୀ ଓ ଜନତାଙ୍କୁ ଅଭିବାଦନ ଜଣାଇଲେ ମୋଦି।

account_circle
ଓଟିଭି(@otvkhabar) 's Twitter Profile Photo


ରୋଡ୍‌ ସୋ’ ସାରି ରାଜଭବନ ଅଭିମୁଖେ ପ୍ରଧାନମନ୍ତ୍ରୀ ମୋଦି..ଆଜି ରାଜଭବନରେ ରାତ୍ରୀଯାପନ କରିବେ ପ୍ରଧାନମନ୍ତ୍ରୀ

#ରାଜଭବନ_ଅଭିମୁଖେ_ପ୍ରଧାନମନ୍ତ୍ରୀ ରୋଡ୍‌ ସୋ’ ସାରି ରାଜଭବନ ଅଭିମୁଖେ ପ୍ରଧାନମନ୍ତ୍ରୀ ମୋଦି..ଆଜି ରାଜଭବନରେ ରାତ୍ରୀଯାପନ କରିବେ ପ୍ରଧାନମନ୍ତ୍ରୀ #PMModi #GeneralElection2024 #OdishaPolitics #Bhubaneswar #roadshow #odisha #OTV
account_circle
ଓଟିଭି(@otvkhabar) 's Twitter Profile Photo


ଭୁବନେଶ୍ୱରରେ ମୋଦିଙ୍କ ବିଶାଳ ରୋଡ୍‌ ସୋ’ । ବିଜେପି ରାଜ୍ୟ କାର୍ଯ୍ୟାଳୟରୁ ବାଣୀବିହାର ପର୍ଯ୍ୟନ୍ତ ଚାଲିବ ପ୍ରଧାନମନ୍ତ୍ରୀଙ୍କ ରୋଡ୍‌ ସୋ’ ।
Politics

account_circle