DM KALAHANDI(@DmKalahandi) 's Twitter Profileg
DM KALAHANDI

@DmKalahandi

Office of the Collector and District Magistrate, Kalahandi

ID:876460712259866624

linkhttp://kalahandi.nic.in calendar_today18-06-2017 15:24:52

1,7K Tweets

13,6K Followers

135 Following

DM KALAHANDI(@DmKalahandi) 's Twitter Profile Photo

ଆଉ ରହେଲା ୨ ଦିନ୍,
ଆସ ଆସ ମୋର୍ ଭାଇ ଭଏନ....
ଆମର ଦେଶର୍ ନିର୍ବାଚନ ପରବ୍ ନେ ସାମିଲ୍ ହେମା,
୧୩ ତାରିଖରେ ଭୋଟ ଦେମା ।



@OdishaCEO
Election Commission of India
youtu.be/V1grKKekSh0?si…

account_circle
DM KALAHANDI(@DmKalahandi) 's Twitter Profile Photo

ଭୋଟ ଦେମା ଆମେ ରେ ...
ଆଉ ରହେଲା ୩ ଦିନ୍,
ଆମର ଦେଶର୍ ନିର୍ବାଚନ ପରବ୍ ନେ ସାମିଲ୍ ହେମା, ୧୩ ତାରିଖରେ ଭୋଟ ଦେମା ।



@OdishaCEO
Election Commission of India

youtu.be/39igcyOypoQ?si…

account_circle
DM KALAHANDI(@DmKalahandi) 's Twitter Profile Photo

Motorcycle rallies were held in Karlamunda, MRampur and ThRampur blocks for voter awareness
୧୩ ମେ ରେ କଳାହାଣ୍ଡିରେ ହେବା ଭୋଟ୍ ।





Election Commission of India
CEO Odisha

Motorcycle rallies were held in Karlamunda, MRampur and ThRampur blocks for voter awareness ୧୩ ମେ ରେ କଳାହାଣ୍ଡିରେ ହେବା ଭୋଟ୍ । #everyvotecounts #YourVoteYourDuty #ChunavKaParv #DeshKaGarv #Election2024 @ECISVEEP @OdishaCeo
account_circle
CEO Odisha(@OdishaCeo) 's Twitter Profile Photo

Voluntary Code of Ethics ବା ସ୍ବେଚ୍ଛାକୃତ ନୈତିକ ସଂହିତା Internet and Mobile association of India (IMAI) ଦ୍ୱାରା ପ୍ରଣିତ ଅଧିନିୟମ ଯାହା ଦ୍ୱାରା ପ୍ରାର୍ଥୀ ମାନେ ନିର୍ବାଚନର ସ୍ୱଚ୍ଛତାକୁ ବଜାୟ ରଖି ଅଧିନିୟମ ଗୁଡିକ ଅନୁଯାୟୀ ନିଜର ସାମାଜିକ ଗଣମାଧ୍ୟମ ଗୁଡିକରେ ନିରପେକ୍ଷ ଆଚରଣ ଅନୁସରଣ କରିବେ l

Voluntary Code of Ethics ବା ସ୍ବେଚ୍ଛାକୃତ ନୈତିକ ସଂହିତା Internet and Mobile association of India (IMAI) ଦ୍ୱାରା ପ୍ରଣିତ ଅଧିନିୟମ ଯାହା ଦ୍ୱାରା ପ୍ରାର୍ଥୀ ମାନେ ନିର୍ବାଚନର ସ୍ୱଚ୍ଛତାକୁ ବଜାୟ ରଖି ଅଧିନିୟମ ଗୁଡିକ ଅନୁଯାୟୀ ନିଜର ସାମାଜିକ ଗଣମାଧ୍ୟମ ଗୁଡିକରେ ନିରପେକ୍ଷ ଆଚରଣ ଅନୁସରଣ କରିବେ l #CodeOfEthics #IMAI
account_circle
CEO Odisha(@OdishaCeo) 's Twitter Profile Photo

ଆସନ୍ତା ସାଧାରଣ ନିର୍ବାଚନ ପାଇଁ ଆମ ପ୍ରସ୍ତୁତି ବିଷୟରେ ଏକ ସମ୍ୟକ ସୂଚନା l✅✌🏻
ଆମେ ନିର୍ବାଚନ ଦିନ ଆପଣଙ୍କ ସ୍ୱାଗତ ପାଇଁ ପ୍ରସ୍ତୁତl🙏🏻
ଆଉ ଆପଣ?🇮🇳

account_circle
DM KALAHANDI(@DmKalahandi) 's Twitter Profile Photo

Voter awareness rally for simultaneous General Election 2024 was held today at Jaipatna Block.
All voters are requested to vote at their respective polling stations on 13th May
“Nirbachana ra Parba, Desha ra Garba”

Election Commission of India
CEO Odisha

account_circle
CEO Odisha(@OdishaCeo) 's Twitter Profile Photo

ପ୍ରଥମ ଥର ଭୋଟ ଦେବାର ଅନୁଭୂତି ନିଆରା l👫👩‍🦽👫👭
ଏଥର ସୁଯୋଗ ହାତଛଡା କରନ୍ତୁ ନାହିଁ l ଗର୍ବର ସହ ମତଦାନ କରନ୍ତୁ ଓ ନିଜର ଦେଶ ଓ ରାଜ୍ୟ ପ୍ରତି କର୍ତ୍ତବ୍ୟ ପାଳନ କରନ୍ତୁ l🇮🇳👆
'ମତଦାନ ଅଟେ ଅତୁଳନୀୟ, ମତଦାନ ଆମେ କରିବା ନିଶ୍ଚୟ l'
Spokesperson ECI Election Commission of India I & PR Department, Odisha DD ODIA

account_circle
Election Commission of India(@ECISVEEP) 's Twitter Profile Photo

अगर आपका नाम वोटर लिस्ट में है तो आप इनमें से किसी एक पहचान पत्र से अपना मतदान कर सकते हैं 🤝

अगर आपका नाम वोटर लिस्ट में है तो आप इनमें से किसी एक पहचान पत्र से अपना मतदान कर सकते हैं 🤝 #ChunavKaParv #DeshKaGarv #Elections2024 #LokSabhaElections2024
account_circle
CEO Odisha(@OdishaCeo) 's Twitter Profile Photo

ଭୋଟର ତାଲିକାରେ ନାମ ଯାଞ୍ଚଠାରୁ ଆରମ୍ଭ କରି ଭୋଟ ଦେବା ପର୍ଯ୍ୟନ୍ତ ସମସ୍ତ ସୂଚନା ପାଇଁ ଭିଡ଼ିଓଟିକୁ ପୁରା ଦେଖନ୍ତୁ l
I & PR Department, Odisha Election Commission of India youtube.com/watch?v=mwqFbw…

account_circle
CEO Odisha(@OdishaCeo) 's Twitter Profile Photo

'🚨 Attention!The enforcement of the Model Code of Conduct (MCC) is in full effect from March 16, 2024. Let's ensure a fair and transparent democratic process by adhering to the guidelines outlined in the MCC.
🗳️

'🚨 Attention!The enforcement of the Model Code of Conduct (MCC) is in full effect from March 16, 2024. Let's ensure a fair and transparent democratic process by adhering to the guidelines outlined in the MCC. #MCC #SGE2024 #Democracy #FairElections 🗳️
account_circle
CEO Odisha(@OdishaCeo) 's Twitter Profile Photo

ମାର୍ଚ୍ଚ 16 ରୁ ସାରା ରାଜ୍ୟରେ ଆଦର୍ଶ ଆଚରଣ ସଂହିତା (Model Code of Conduct) ଲାଗୁ ହୋଇଛି l ଏହି ପରିପ୍ରେକ୍ଷୀରେ ନିର୍ବାଚନ ଆଚରଣ ଵିଧି ପାଳନ ତଥା ନିରପେକ୍ଷତା ବଜାୟ ରଖିବା ପାଇଁ ସମସ୍ତ ସରକାରୀ କର୍ମଚାରୀ ଓ ବିଭାଗୀୟ ମୁଖ୍ୟ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି l

ମାର୍ଚ୍ଚ 16 ରୁ ସାରା ରାଜ୍ୟରେ ଆଦର୍ଶ ଆଚରଣ ସଂହିତା (Model Code of Conduct) ଲାଗୁ ହୋଇଛି l ଏହି ପରିପ୍ରେକ୍ଷୀରେ ନିର୍ବାଚନ ଆଚରଣ ଵିଧି ପାଳନ ତଥା ନିରପେକ୍ଷତା ବଜାୟ ରଖିବା ପାଇଁ ସମସ୍ତ ସରକାରୀ କର୍ମଚାରୀ ଓ ବିଭାଗୀୟ ମୁଖ୍ୟ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି l #OdishaElections #SGE2024
account_circle