CEO Odisha(@OdishaCeo) 's Twitter Profileg
CEO Odisha

@OdishaCeo

ମୁଖ୍ୟ ନିର୍ବାଚନ ଅଧିକାରୀ ଓଡି଼ଶା || Promoting electoral participation through inclusive electoral rolls; and accessible, free, fair and transparent elections ||

ID:1034706245595279360

linkhttps://ceoodisha.nic.in/ calendar_today29-08-2018 07:36:07

2,0K Tweets

20,6K Followers

33 Following

CEO Odisha(@OdishaCeo) 's Twitter Profile Photo

Congratulations to the polling personnel and security men engaged for the polls today. Our democratic tradition got strengthened because of your dedicated work; says CEO Odisha.

account_circle
CEO Odisha(@OdishaCeo) 's Twitter Profile Photo

Approximate voter turnout data as updated till now is 73.97 percent. This is approximate trend, as data from some Polling Stations(PS) takes time and this trend does not include data of postal ballot voting. Final data for each PS is shared in Form 17C with all Polling Agents.

account_circle
CEO Odisha(@OdishaCeo) 's Twitter Profile Photo

ଏଠାରେ ପ୍ରକାଶ ଥାଉକି ଫର୍ମ-17 -Cର ଏକକିତା ଅବିକଳ ନକଲ ପୋଲିଂ ବୁଥରେ ଥିବା ପ୍ରାର୍ଥି ମାନଂକ ଏଜେଣ୍ଟ ମାନଂକୁ ପ୍ରିଜାଇଡିଂ ଅଫିସର ପ୍ରଦାନ କରିଥାନ୍ତି ।

account_circle
CEO Odisha(@OdishaCeo) 's Twitter Profile Photo

ପ୍ରକାଶ କରାଯାଇଥିବା ମତଦାନ ହାର କ୍ରମବର୍ଦ୍ଧିଷ୍ଣୁ ସମୟ ଅନୁସାରେ ପରିବର୍ତ୍ତନଶୀଳ ଅଟେ । ବୁଥରୁ ପୋଲିଂ ପାର୍ଟି ମାନେ ଫେରିବା ପରେ ରିସେପସନ୍ ସେଣ୍ଟରରେ ଚୁଡାନ୍ତ ମତଦାନ ସଂଖ୍ଯା (ଫର୍ମ 17- C ) ଦାଖଲ କରିଥାନ୍ତି । ଏହାକୁ ଯାଂଚ କରାଯାଇ ଚୁଡାନ୍ତ ମତଦାନ ହାର ପ୍ରକାଶ କରାଯାଇଥାଏ ।

account_circle
CEO Odisha(@OdishaCeo) 's Twitter Profile Photo

Voter turnout at close of the poll shall be continuously updated as the polling parties continue to arrive at the receiving centres. Further, a copy of ACCOUNT OF VOTES RECORDED (FORM 17C PART I) is provided to each polling agent at the end of poll. Spokesperson ECI

account_circle
Cybercop Odisha(@cybercopodisha) 's Twitter Profile Photo

ନିର୍ବାଚନ ଓ ଭୋଟିଂ ସହ ଜଡ଼ିତ ଏପରି ଗୁଜବ ଓ ଫେକ୍ ମେସେଜ୍ ଗୁଡ଼ିକୁ ବିଶ୍ୱାସ କରି ଫରୱାର୍ଡ କରନ୍ତୁ ନାହିଁ
Odisha Police Prameya News7 CEO Odisha
organisation

ନିର୍ବାଚନ ଓ ଭୋଟିଂ ସହ ଜଡ଼ିତ ଏପରି ଗୁଜବ ଓ ଫେକ୍ ମେସେଜ୍ ଗୁଡ଼ିକୁ ବିଶ୍ୱାସ କରି ଫରୱାର୍ଡ କରନ୍ତୁ ନାହିଁ @odisha_police @NEWS7Odia @OdishaCeo #cybercopodisha #cybersafeodisha #odishapolice #odishapoliceorganisation #Odisha
account_circle
CEO Odisha(@OdishaCeo) 's Twitter Profile Photo

Only a few hours remain to make your voice count for the next five years. Seize the opportunity and cast your vote today!
ମତଦାନ ସମୟ ସମାପ୍ତି ଆଉ କିଛି ଘଣ୍ଟା ପରେ l
ଆଗାମୀ 5 ବର୍ଷ ପାଇଁ ନିଜ ଅଧିକାର ସାବ୍ୟସ୍ତ କରିବାକୁ ହାତଛଡା କରନ୍ତୁ ନାହିଁ l
ଆସନ୍ତୁ ଓ ମତଦାନ କରନ୍ତୁ l

Only a few hours remain to make your voice count for the next five years. Seize the opportunity and cast your vote today! ମତଦାନ ସମୟ ସମାପ୍ତି ଆଉ କିଛି ଘଣ୍ଟା ପରେ l ଆଗାମୀ 5 ବର୍ଷ ପାଇଁ ନିଜ ଅଧିକାର ସାବ୍ୟସ୍ତ କରିବାକୁ ହାତଛଡା କରନ୍ତୁ ନାହିଁ l ଆସନ୍ତୁ ଓ ମତଦାନ କରନ୍ତୁ l #OdishaVotes #SGE2024
account_circle