SSEPD
@SSEPD2
The Official Twitter Handle of Social Security and Empowerment of Persons with Disabilities Department, Government of Odisha.
ID:722080793464606720
http://ssepd.gov.in 18-04-2016 15:14:11
18,2K Tweets
63,4K Followers
215 Following
ରାଖାଲ କୁମାର ସେଠୀ ଓ ରମେଶ ରାଓ ଥାଇଲାଣ୍ଡ ଠାରେ ଅନୁଷ୍ଠିତ ଏସିଆନ୍ ହୁଇଲ ଚେୟାର ଫେନସିଂ ଚାମ୍ପିଅନସିପ ରେ ଦଳଗତ ବିଭାଗରେ କାଂସ୍ୟ ପଦକ 🥉 ଲାଭ କରି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି।
ଏହି କୃତିତ୍ୱ ପାଇଁ ଦୁଇ ଜଣଙ୍କୁ ବହୁତ ଅଭିନନ୍ଦନ।
#OdishaForSports
ଦିବ୍ୟାଙ୍ଗ ମତଦାତାଙ୍କ ପାଇଁ ଭାରତ ନିର୍ବାଚନ ଆୟୋଗଙ୍କ ସକ୍ଷମ -ଆପ l
ପଞ୍ଜିକରଣ ଠାରୁ ଆରମ୍ଭ କରି ମତଦାନ ଦିବସରେ ସୁଗମ ବାହାନ ପାଇଁ ଆବେଦନ ଏବେ ଆପଣଙ୍କ ହାତ ପାହାନ୍ତାରେ l
ଆସନ୍ତୁ ଏହି ନିର୍ବାଚନକୁ ସୁଗମ ଓ ସହାଭାଗୀ କରିବା l
'ମୁଁ ବି ସକ୍ଷମ - ମତଦାନ ପାଇଁ !'
#ChunavKaParv #DeshKaGarv #AccessibleElections
IAS probationers visited the Department on 8th April, 2024 for orientation on the rights of PwDs and exposure on activities and facilities provided. They also visited Manodaya to witness the state of the art facilities for CwDs.Bishnupadaa Setthi
#Manodaya #SocialSecurity #EmpoweringPwDs
Distribution of Social Security Pension in Different Districts. CMO Odisha Ashok Chandra Panda Bishnupadaa Setthi
#SocialSecurity #MBPY #SocialJustice #OdishaCares #AmaOdisha
Distribution Laptops to Visually Impaired Students at Kendrapara. CMO Odisha Ashok Chandra Panda Bishnupadaa Setthi #FreeLaptop #HigherEducation #PwD #Student #Education #Education Matters #Education ForAll #Education IsKey
Distribution of Social Security Pension in Different Districts. CMO Odisha Ashok Chandra Panda Bishnupadaa Setthi #SocialSecurity #MBPY #SocialJustice #OdishaCares #AmaOdisha
ଅନୁଗୋଳ ପୌରପାଳିକାରେ ମଧୁବାବୁ ପେନସନ ଯୋଜନା ଅଧୀନରେ ହିତାଧିକାରୀମାନଙ୍କୁ ଭତ୍ତା ବଣ୍ଟନ କରାଯାଇଅଛି।
CMO Odisha @ssepd2 District Election Officer & DM, Angul Angul Municipality
#Angul #SocialSecurity #SocialJustice #MBPY #OdishaCares
କିଶୋରନଗର ପଞ୍ଚାୟତ ସମିତି ଅଧୀନରେ ମଧୁବାବୁ ପେନସନ ହିତାଧିକାରୀମାନଙ୍କୁ ଭତ୍ତା ବଣ୍ଟନ କରାଯାଇଅଛି।
CMO Odisha @ssepd2 District Election Officer & DM, Angul Panchayat Samiti Kishorenagar
#Angul #SocialSecurity #SocialJustice #MBPY #OdishaCares