Anupam Patnaik(@anupam_patnaik9) 's Twitter Profile Photo

If you still complain that “bhala cinema hauni” then we can’t help it! There’s still time, go watch Trikanya now!Book tickets now. Or else you’ll be regretting after the film completes its theatrical run. thefilm

If you still complain that “bhala cinema hauni” then we can’t help it! There’s still time, go watch Trikanya now!Book tickets now. Or else you’ll be regretting after the film completes its theatrical run. #3kanya #3କନ୍ଯା #trikanya #trikanyathefilm #odiacinema #tuesdayvibe #Odisha
account_circle
Anupam Patnaik(@anupam_patnaik9) 's Twitter Profile Photo

Weekday afternoon shows are houseful! What else can we ask for!! Thank you everyone!! Book tickets now for the weekend!!! Watch Trikanya with your family and friends, and help us in reviving the Odia Film Industry! thefilm

Weekday afternoon shows are houseful! What else can we ask for!! Thank you everyone!! Book tickets now for the weekend!!! Watch Trikanya with your family and friends, and help us in reviving the Odia Film Industry! #trikanya #trikanyathefilm #3kanya #3କନ୍ଯା #odiacinema
account_circle
ଇଂ.ଶ୍ରୀ Ranjit Prasad Bhuyan(@RanjitGutu) 's Twitter Profile Photo

ସଗୌରବେ ଆଗେଇଚାଲିଛି
ନା ବଡ ପ୍ରମୋଶନ
ନା ବଡ ସୁପରଷ୍ଟାର
ନା ବଡ ମାର୍କେଟ
କେବଳ କାହାଣୀ ହିଁ ହିରୋ ଆଉ ନିର୍ଦ୍ଦେଶକAnupam Patnaik ଆଜ୍ଞାଂକ ଏକ ସୁନ୍ଦର ପ୍ରୟାସ ସମାଜକୁ ଅଇନା ଦେଖେଇବାର ଚେଷ୍ଟାରେ ସଫଳ ।



IMDb 8.9 Rated

ସଗୌରବେ ଆଗେଇଚାଲିଛି #_3କନ୍ଯା
ନା ବଡ ପ୍ରମୋଶନ 
ନା ବଡ ସୁପରଷ୍ଟାର 
ନା ବଡ ମାର୍କେଟ
କେବଳ କାହାଣୀ ହିଁ ହିରୋ ଆଉ ନିର୍ଦ୍ଦେଶକ@anupam_patnaik9 ଆଜ୍ଞାଂକ ଏକ ସୁନ୍ଦର ପ୍ରୟାସ ସମାଜକୁ ଅଇନା ଦେଖେଇବାର ଚେଷ୍ଟାରେ ସଫଳ ।
#ଜାଗର_ରିଲିଜ
#ହୋଲି
#ଦୋଳପୁନେଇ 
@IMDb 8.9 Rated
account_circle
ଇଂ.ଶ୍ରୀ Ranjit Prasad Bhuyan(@RanjitGutu) 's Twitter Profile Photo

ଅନେକ ଅନେକ ଶୁଭେଚ୍ଛା ବିପ୍ଳବ ଭାଇ ଆଉଥରେ ଏକ ଚମତ୍କାର ଭାବନା ସହ ଓଡିଆ ଦର୍ଶକଂକୁ ପରିଚିତ କରେଇଥିବାରୁ ସିନେମା ଚାଲିଲାଣି ଯାଏଁ ।
ଆଜି ଆୟର୍ଲାଣ୍ଡ ରେ ବି ସ୍କିନିଂ...Anupam Patnaik ଦୟାକରି HYBD,BLR,BOM ମୁକ୍ତିଲାଭ କରାନ୍ତୁ 🙏🏻



account_circle
ଇଂ.ଶ୍ରୀ Ranjit Prasad Bhuyan(@RanjitGutu) 's Twitter Profile Photo

ମହିଳା ଦିବସରେ ମୁକ୍ତିଲାଭ କରିବାକୁ ଯାଉଛି ଆପଣଂକ ନିକଟସ୍ଥ ପ୍ରେକ୍ଷାଳୟରେ,ଆଜି ହିଁ ବୁକ୍ ମାଇଁ ଶୋରେ ଅଗ୍ରୀମ ଟିକଟ ବୁକ କରନ୍ତୁ All that you would like to explore and know about the movie Trikanya @BookMyShow in.bookmyshow.com/jajpur-road/mo…


Anupam Patnaik
Partha Sarathi Ray

account_circle
ଇଂ.ଶ୍ରୀ Ranjit Prasad Bhuyan(@RanjitGutu) 's Twitter Profile Photo

of the year




ଆମର ବିପୁଳ ସମର୍ଥନ ହିଁ ଓଡିଆ ସିନେମା,କଳାକାର ଆମ ଭାଷାକୁ ଉର୍ଦ୍ଧ୍ୱଗାମୀ କରେଇବ। , ର ଅପାର ସଫଳତା ପରେ Anupam Patnaik କେବେ ବି ନିରାଶ କରିବେନି Manoj Mishra Partha Sarathi Ray ମାନଂକ ପରି ତାରକାଂକ ସହ

account_circle
ଇଂ.ଶ୍ରୀ Ranjit Prasad Bhuyan(@RanjitGutu) 's Twitter Profile Photo

ଗୀତ ଆଉ ଦୃଶ୍ଯାଂଶ ଅଭିବ୍ଯକ୍ତ କରୁଛି କାହାଣୀର ଗଭୀରତା,ଚରିତ୍ର ମାନଂକ ଆବିଳତା,ଆବେଗ 🙏🏻

account_circle
ଇଂ.ଶ୍ରୀ Ranjit Prasad Bhuyan(@RanjitGutu) 's Twitter Profile Photo

Many many congratulations during the Era of Saitaan,Godzilla and an Odia movie like with a out of life story has crossed glorious 30 days in the heart ❤️ of the city & cine-lovers .
Now the excitement for has built up in mind hope the trailer soon

account_circle
ଇଂ.ଶ୍ରୀ Ranjit Prasad Bhuyan(@RanjitGutu) 's Twitter Profile Photo

ପଖାଳ ଖାଇକି ସିଧା ହଲକୁ ଯିବି ଦେଖିକି ଯାହା କରିବି .....ହେଲେ ମୁଁ ଶୁଣିଛି ଟିମ୍ ଆଜି ରେ ଟିକଟ ସହ ପଖାଳ ବି ଖୁଆଉଛନ୍ତି ।Anupam Patnaik କଥାଟି କେତେଦୂର ସତ?

account_circle
ଇଂ.ଶ୍ରୀ Ranjit Prasad Bhuyan(@RanjitGutu) 's Twitter Profile Photo

Anupam Patnaik ଯେଉଁ ଉଷ୍ଣତା ଅନୁଭବ ହେବ ଘରେ କମଳ ଭିତରେ .....ତା ଠୁ ଅଧିକ ଗରମ ଆମର ଏ ସିନେମାରେ ।
ଜାଗରରୁ ଦୋଳ କରୁଛି ଖେଳ 🙏🏻

account_circle
ଇଂ.ଶ୍ରୀ Ranjit Prasad Bhuyan(@RanjitGutu) 's Twitter Profile Photo

Anupam Patnaik ଏଇ ଯୋଉ 3କନ୍ଯା ଶୀର୍ଷକ ଏହାକୁ ଜଣେ କେମିତି ପଢିବ ତ୍ରିକନ୍ଯା ବୋଲି ?

account_circle
ଇଂ.ଶ୍ରୀ Ranjit Prasad Bhuyan(@RanjitGutu) 's Twitter Profile Photo

Why You will watch
⭐️IMDb Rating 9.3/10
⭐️An unique-Untold story
⭐️ National Award winning Director
🙏🏻Be a part of Another Critics Favourite which gonna compete other Regional cinemas


Prithviraj Sukumaran

account_circle