ଓଟିଭି(@otvkhabar) 's Twitter Profile Photo

ବାଲେଶ୍ୱର ଜିଲ୍ଲାରେ କଣ୍ଟ୍ରୋଲ ଡିଲରଙ୍କ ଡିଲର୍ ପଏଣ୍ଟରେ ଆମ ଓଡ଼ିଶା ନବୀନ ଓଡ଼ିଶା ବ୍ୟାଗକୁ ପୋଡ଼ିଦେଲେ ଲୋକେ...

account_circle
Ama Chinha Sankha Chinha(@sankhachinha) 's Twitter Profile Photo

5T ଓ ମୋ ସରକାର' କାର୍ଯ୍ୟକ୍ରମ ଦ୍ୱାରା ଓଡ଼ିଶାର ସାଧାରଣ ନାଗରିକ ସହଜରେ ଓ ସୁବିଧାରେ ବିଭିନ୍ନ ସରକାରୀ ସେବା ପାଉଛନ୍ତି।

account_circle
Ama Chinha Sankha Chinha(@sankhachinha) 's Twitter Profile Photo

5T ଅଧୀନରେ ସ୍କୁଲ ରୂପାନ୍ତରୀକରଣ ଯୋଗୁଁ ଛାତ୍ରଛାତ୍ରୀମାନେ ପାଠପଢ଼ା ସହ ଅନ୍ୟାନ୍ୟ କ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ କରୁଛନ୍ତି । ସରକାରୀ ସ୍କୁଲଗୁଡ଼ିକ ଏବେ ପ୍ରାଇଭେଟ ସ୍କୁଲ ଭଳି ହୋଇଛି । ପିଲାମାନଙ୍କ ଭବିଷ୍ୟତ ଆକାଂକ୍ଷାକୁ ମିଳିଛି ନୂଆ ଦିଗନ୍ତ ।

account_circle
drdakjr(@drdakjr) 's Twitter Profile Photo

ଲକ୍ଷ୍ମୀ ଯୋଜନାରେ କେନ୍ଦୁଝର ଜିଲ୍ଲାର ଚମ୍ପୁଆ ବ୍ଲକରେ କରଞ୍ଜିଆ ଓ କାଶିପାଳ ଠାରେ @ ୧.୫୦ ଲକ୍ଷ ଟଙ୍କା ବିନିଯୋଗ କରାଯାଇ ବସ ଷ୍ଟାଣ୍ଡର ପୁନରୁଦ୍ଧାର କରାଯାଇଛି । LAxMI/ଲକ୍ଷ୍ମୀ Panchayati Raj and Drinking Water Department District Administration,Keonjhar BDO champua

#LAccMI ଲକ୍ଷ୍ମୀ ଯୋଜନାରେ କେନ୍ଦୁଝର ଜିଲ୍ଲାର ଚମ୍ପୁଆ ବ୍ଲକରେ କରଞ୍ଜିଆ ଓ କାଶିପାଳ ଠାରେ @ ୧.୫୦ ଲକ୍ଷ ଟଙ୍କା ବିନିଯୋଗ କରାଯାଇ ବସ ଷ୍ଟାଣ୍ଡର ପୁନରୁଦ୍ଧାର କରାଯାଇଛି । @LAccMI_Odisha #AmaOdishaNabinOdisha @PRDeptOdisha @DistAdmKeonjhar @champua1
account_circle
Ama Chinha Sankha Chinha(@sankhachinha) 's Twitter Profile Photo

ବିଶ୍ୱର ସବୁଠୁ ବଡ଼ ହକି ଷ୍ଟାଡିୟମ, ଭାରତର ସର୍ବବୃହତ୍ SPORTS SCIENCE CENTER, ୪୧ ଟି କ୍ରିକେଟ ଏକାଡ଼େମୀ, ୯୦ ଇନଡୋର ଷ୍ଟାଡିୟମ ଆଉ ୩୫ ସ୍ପୋର୍ଟ୍ସ ଫାସିଲିଟିଜ ସାଙ୍ଗକୁ ଅନେକ ବିଶ୍ୱସ୍ତରୀୟ କ୍ରୀଡ଼ା ଆୟୋଜନ କରି, ଓଡ଼ିଶା ହୋଇଛି ଭାରତର କ୍ରୀଡ଼ା ରାଜଧାନୀ । ScienceCenter

account_circle
NAC TARBHA(@NACTARBHA) 's Twitter Profile Photo

The Arpana Rath under Shree Mandir Parikrama Project moved today in Tarbha NAC area for participation of citizens & all dignitaries. Rice & betel nut collection on this occasion. (Sahari)

Urban Development Agency - SUDA,Odisha

account_circle
CMO Odisha(@CMO_Odisha) 's Twitter Profile Photo

ଆମ ବିକାଶ ମଡେଲ୍ ସମସ୍ତଙ୍କ ପାଇଁ ସୁଯୋଗ ଆଣିଛି ବୋଲି ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, 'ସମସ୍ତେ ବିକାଶରେ ସହଭାଗୀ ହୋଇଛନ୍ତି। ସମସ୍ତଙ୍କ ସହଯୋଗରେ ଓଡ଼ିଶା ଆଗକୁ ବଢୁଛି। ସମସ୍ତଙ୍କ ସହଯୋଗରେ ଆମେ ନୂଆ ଓଡ଼ିଶା ଗଢ଼ିବା। ଆମ ଓଡ଼ିଶା ହେବ ଶ୍ରେଷ୍ଠ ଓଡ଼ିଶା। ସଶକ୍ତ ଓଡ଼ିଶା।'

ଆମ ବିକାଶ ମଡେଲ୍ ସମସ୍ତଙ୍କ ପାଇଁ ସୁଯୋଗ ଆଣିଛି ବୋଲି ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, 'ସମସ୍ତେ ବିକାଶରେ ସହଭାଗୀ ହୋଇଛନ୍ତି। ସମସ୍ତଙ୍କ ସହଯୋଗରେ ଓଡ଼ିଶା ଆଗକୁ ବଢୁଛି। ସମସ୍ତଙ୍କ ସହଯୋଗରେ ଆମେ ନୂଆ ଓଡ଼ିଶା ଗଢ଼ିବା। ଆମ ଓଡ଼ିଶା ହେବ ଶ୍ରେଷ୍ଠ ଓଡ଼ିଶା। ସଶକ୍ତ ଓଡ଼ିଶା।' #AmaOdishaNabinOdisha
account_circle