BJP ODISHA(@NiharRanja22444) 's Twitter Profile Photo

ବୋଧେ ପାଣ୍ଡିଆନ ବାବୁ ଅରବିନ୍ଦ କେଜ୍ରିୱାଲଙ୍କ ଶିଷ୍ୟ
BJD manifesto ନୁହେଁ ଏଇଟା AAP Manifesto

4Odisha

ForOdisha

ବୋଧେ ପାଣ୍ଡିଆନ ବାବୁ ଅରବିନ୍ଦ କେଜ୍ରିୱାଲଙ୍କ ଶିଷ୍ୟ 
BJD manifesto ନୁହେଁ ଏଇଟା AAP Manifesto 

#BJD4Odisha 
#BJD 
#BJP 
#bjpodisha 
#BJDForOdisha
account_circle
Dilip Kumar Tirkey(@DilipTirkey) 's Twitter Profile Photo

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ସୁନ୍ଦରଗଡ଼ର ପରିବର୍ତ୍ତନ ଆମ ପ୍ରଗତିର ପ୍ରମାଣ।

ଆଦିବାସୀ କଲ୍ୟାଣକୁ ଦୃଷ୍ଟିରେ ରଖି ବିଜୁ ଜନତା ଦଳ ସରକାରଙ୍କ ପଦକ୍ଷେପ ଆଣିଛି ସଶକ୍ତିକରଣ।

ଆସନ୍ତୁ 'ଯୋଡ଼ିଶଙ୍ଖ'ର ବିଜୟ ସୁନିଶ୍ଚିତ କରି ବିକାଶର ଏହି ଧାରା ଅବ୍ୟାହତ ରଖିବା।

account_circle
Deepak Kumar khilar(@DeepakK86092119) 's Twitter Profile Photo

ଶଙ୍ଖ ଭବନ ରେ ପହଞ୍ଚିଲେ ଇସ୍ତାହାର କମିଟି । କିଛି ସମୟ ପରେ ସାମ୍ବାଦିକ ସମ୍ମିଳନୀ 4Odisha ForOdisha Manifesto

account_circle
P .... kumar(@par_525) 's Twitter Profile Photo

ଭାଇ ରେ ଇଏ ଦୁଇ ଜଣ ଙ୍କ ସମ୍ପର୍କ କିଛି ଅଛି କି ଭିତରିଆ , ମୁ ତ ଭାବୁଥିଲି ଇଏ ନାରୀ ଜନ ଙ୍କ ମନ ଇଚ୍ଛା ଭୋକି ହୁଅନ୍ତି ତେଣୁ ଏମିତି ପ୍ରଶ୍ନ କରିଥିଲେ ହେଲେ ଇଏ ଧର୍ମେନ୍ଦ୍ର ବାବୁ ଜଣେ education minister ହୁଇ ମଧ୍ୟ ସେଇ ପ୍ରଶ୍ନ ??

ବିଜେଡି ର PM କିଏ ?? 🤔
🤣🤣🤣🤣

#odisha #bjpfreeodisha
#sambalpur #BJDForOdisha
account_circle
Naveenism(@NaveenismOdisha) 's Twitter Profile Photo

ନବୀନ ଦେଇଛନ୍ତି ମାଆଙ୍କୁ ସମ୍ମାନ, ବିନା ସୁଧରେ ୧୦ ଲକ୍ଷ ପର୍ଯ୍ୟନ୍ତ ଯୋଗାଇଦେଲେ ଋଣ

account_circle
Dilip Kumar Tirkey(@DilipTirkey) 's Twitter Profile Photo

ବୀରମିତ୍ରପୁର ବିଧାୟକ ପ୍ରାର୍ଥୀ ରୋହିତ ଯୋଶେଫ ତିର୍କୀଙ୍କ ସହିତ ଲୁକୁମବେଡ଼ାରେ ଦଳୀୟ ପ୍ରଚାର ଅବସରରେ ଲୋକଙ୍କ ବିପୁଳ ସମର୍ଥନ ମିଳିଛି।
ସୁନ୍ଦରଗଡ଼ବାସୀଙ୍କ ବଳ, ବିଜୁ ଜନତା ଦଳ!

ବୀରମିତ୍ରପୁର ବିଧାୟକ ପ୍ରାର୍ଥୀ ରୋହିତ ଯୋଶେଫ ତିର୍କୀଙ୍କ ସହିତ ଲୁକୁମବେଡ଼ାରେ ଦଳୀୟ ପ୍ରଚାର ଅବସରରେ ଲୋକଙ୍କ ବିପୁଳ ସମର୍ଥନ ମିଳିଛି। 
ସୁନ୍ଦରଗଡ଼ବାସୀଙ୍କ ବଳ, ବିଜୁ ଜନତା ଦଳ!

#DilipTirkeyForSundargarh 
#BJDForOdisha #VoteForBJD
#BijuJanataDalOdisha
#BJDDigitalWing 
#NaveenOdisha…
account_circle
Dilip Kumar Tirkey(@DilipTirkey) 's Twitter Profile Photo

ଓଡ଼ିଶାବାସୀଙ୍କ ଭଲ ପାଇବା ଓ ସମର୍ଥନ ହିଁ ବିଜୁ ଜନତା ଦଳକୁ ସୁଦୃଢ କରିଛି। ଏହି ଅତୁଟ ସମର୍ଥନରେ ଆମ ପରିବର୍ତ୍ତନ ଓ ବିକାଶର ଯାତ୍ରା ସର୍ବଦା ଜାରି ରହିବ।

ଆମ ସହ ଠିଆ ହୁଅନ୍ତୁ, 'ଯୋଡ଼ି ଶଙ୍ଖ'କୁ ଆଶୀର୍ବାଦ କରନ୍ତୁ।

account_circle
Suhani Patra(@SuhaniPatra2) 's Twitter Profile Photo

With VK Pandian at the forefront, the BJD's campaign reflects integrity, progress, and unity.
youtu.be/m7fBT14Uu0Y?si…

account_circle
Dilip Kumar Tirkey(@DilipTirkey) 's Twitter Profile Photo

ସୁନ୍ଦରଗଡ଼ର ସମୃଦ୍ଧ ସଂସ୍କୃତି ଆମକୁ ଭାଇଚାରାରେ ବାନ୍ଧି ରଖିଛି,
ଆମକୁ ଗୋଟିଏ ପରିବାର ଭାବରେ ଗଢ଼ିଛି।
ଏହାର ବିକାଶ ଓ ସଶକ୍ତୀକରଣ ପାଇଁ ଆଗେଇଛି ବିଜୁ ଜନତା ଦଳ,
ଆସନ୍ତୁ ଶଙ୍ଖ ଚିହ୍ନରେ ଆଶୀର୍ବାଦ ଓ ସମର୍ଥନ ଦେଇ କରିବା ସୁନ୍ଦରଗଡ଼କୁ ସବଳ।

account_circle