Naveen Patnaik(@Naveen_Odisha) 's Twitter Profile Photo

Vaccines play crucial role in protecting individuals and communities from preventable diseases. During let’s promote the use of safe and effective vaccines to prevent the spread of infectious diseases.

Vaccines play crucial role in protecting individuals and communities from preventable diseases. During #WorldImmunisationWeek let’s promote the use of safe and effective vaccines to prevent the spread of infectious diseases. #SusthaOdisha
account_circle
Sustha Odisha(@sustha_odisha) 's Twitter Profile Photo

କିଡନୀ ରୋଗୀଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବାର ସୁବିଧା
ନବୀନ ଓଡ଼ିଶାର ସୁଦୃଢ଼ ଚିକିତ୍ସାସେବା

ରାଜ୍ୟବ୍ୟାପୀ ସରକାରୀ ହସ୍ପିଟାଲର ହୋଇଛି ଆଧୁନିକୀକରଣ
ବିନା ମୂଲ୍ଯରେ ଡାଏଲେସିସ୍‌ ଯୋଗାଇବାରେ ଓଡ଼ିଶା, ଦେଶରେ ପ୍ରଥମ

account_circle
Sustha Odisha(@sustha_odisha) 's Twitter Profile Photo

ସୁରକ୍ଷିତ ମାତୃତ୍ୱ ସୁନିଶ୍ଚିତ କରିଛି ନବୀନଙ୍କ 'ମମତା' ଯୋଜନା।

ସୁରକ୍ଷିତ ପ୍ରସବ ଦ୍ଵାରା ଲକ୍ଷ ଲକ୍ଷ ପ୍ରସୂତି ଓ ନବଜାତଙ୍କୁ ମିଳିଛି ନୂଆ ଜୀବନ

ନବୀନଙ୍କ ରୂପାନ୍ତରଣର ଗ୍ୟାରେଣ୍ଟି; କଥାରେ ନୁହେଁ, କାମରେ ବିଶ୍ୱାସ

ସୁରକ୍ଷିତ ମାତୃତ୍ୱ ସୁନିଶ୍ଚିତ କରିଛି ନବୀନଙ୍କ 'ମମତା' ଯୋଜନା। 

ସୁରକ୍ଷିତ ପ୍ରସବ ଦ୍ଵାରା ଲକ୍ଷ ଲକ୍ଷ ପ୍ରସୂତି ଓ ନବଜାତଙ୍କୁ ମିଳିଛି ନୂଆ ଜୀବନ #susthaOdisha 

ନବୀନଙ୍କ #5T ରୂପାନ୍ତରଣର ଗ୍ୟାରେଣ୍ଟି; କଥାରେ ନୁହେଁ, କାମରେ ବିଶ୍ୱାସ
account_circle
Sustha Odisha(@sustha_odisha) 's Twitter Profile Photo

ରାଜ୍ୟ ସ୍ବାସ୍ଥ୍ୟ ଭିତ୍ତିଭୂମି ରୂପାନ୍ତରଣର ନବୀନ ଯୁଗ
୧୦୦ ଶଯ୍ୟାବିଶିଷ୍ଟ ହୋଇଛି ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ

ସ୍ବାସ୍ଥ୍ୟସେବା ହୋଇଛି ସୁଦୃଢ଼, ଜିଲ୍ଲାବାସୀଙ୍କ ପାଇଁ ସୁବିଧାଜନକ ହୋଇଛି ଆଧୁନିକ ଚିକିତ୍ସା I

ରାଜ୍ୟ ସ୍ବାସ୍ଥ୍ୟ ଭିତ୍ତିଭୂମି ରୂପାନ୍ତରଣର ନବୀନ ଯୁଗ
୧୦୦ ଶଯ୍ୟାବିଶିଷ୍ଟ ହୋଇଛି ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ #SusthaOdisha 

ସ୍ବାସ୍ଥ୍ୟସେବା ହୋଇଛି ସୁଦୃଢ଼, ଜିଲ୍ଲାବାସୀଙ୍କ ପାଇଁ ସୁବିଧାଜନକ ହୋଇଛି ଆଧୁନିକ ଚିକିତ୍ସା I #OdishaCares #Deogarh #NabinOdisha
account_circle
Papun Chandra Satapathy🇮🇳(@OdishaPapun) 's Twitter Profile Photo

Vaccines save lives by preventing diseases. Let's ensure everyone is protected. Spread the word and celebrate by raising awareness about the importance of vaccination. Together, we can create a healthier world for all.

Vaccines save lives by preventing diseases. Let's ensure everyone is protected. Spread the word and celebrate #WorldImmunisationWeek by raising awareness about the importance of vaccination. Together, we can create a healthier world for all. 
#SusthaOdisha
account_circle
Sustha Odisha(@sustha_odisha) 's Twitter Profile Photo

ବିଏସକେୱାଇ ଦେଇଛି ସ୍ୱାସ୍ଥ୍ୟ ସୁରକ୍ଷାର ଗ୍ୟାରେଣ୍ଟି
କଥାରେ ନୁହେଁ, କାମରେ ବିଶ୍ୱାସ

account_circle
Sustha Odisha(@sustha_odisha) 's Twitter Profile Photo

BSKY offering healthcare access to everybody

Naveen Patnaik's iconic initiative giving free health coverage and security.


ନବୀନଙ୍କ 5T ଗ୍ୟାରେଣ୍ଟି
କଥାରେ ନୁହେଁ, କାମରେ ବିଶ୍ୱାସ

BSKY offering healthcare access to everybody #SusthaOdisha 

@Naveen_Odisha's iconic initiative giving free health coverage and security.
#OdishaCares #BSKYNabinCard

ନବୀନଙ୍କ 5T ଗ୍ୟାରେଣ୍ଟି
କଥାରେ ନୁହେଁ, କାମରେ ବିଶ୍ୱାସ
account_circle
Sustha Odisha(@sustha_odisha) 's Twitter Profile Photo

𝗤𝘂𝗮𝗹𝗶𝘁𝘆 & 𝗮𝗱𝘃𝗮𝗻𝗰𝗲𝗱 𝗵𝗲𝗮𝗹𝘁𝗵𝗰𝗮𝗿𝗲 𝗳𝗼𝗿 𝗽𝗲𝗼𝗽𝗹𝗲

Specialty hospitals are being set up & more doctors being produced under Mukhya Mantri Swasthya Seva Mission, thereby transforming the lives.

Healthy Odisha, Happy Odisha
The driving force

𝗤𝘂𝗮𝗹𝗶𝘁𝘆 & 𝗮𝗱𝘃𝗮𝗻𝗰𝗲𝗱 𝗵𝗲𝗮𝗹𝘁𝗵𝗰𝗮𝗿𝗲 𝗳𝗼𝗿 𝗽𝗲𝗼𝗽𝗹𝗲

Specialty hospitals are being set up & more doctors being produced under Mukhya Mantri Swasthya Seva Mission, thereby transforming the lives. #SusthaOdisha

Healthy Odisha, Happy Odisha
The driving force
account_circle
Sustha Odisha(@sustha_odisha) 's Twitter Profile Photo

ସ୍ୱାସ୍ଥ୍ୟସେବା ରୂପାନ୍ତରଣର ନବୀନ ଯୁଗ
ଆମ ହସ୍ପିଟାଲକୁ ରୂପାନ୍ତରିତ ହୋଇଛି ଜନସ୍ୱାସ୍ଥ୍ୟ କେନ୍ଦ୍ର

ଲୋକଙ୍କୁ ମିଳୁଛି ସହଜ ଓ ଗୁଣାତ୍ମକ ଚିକିତ୍ସା
ସାକାର ହୋଇଛି ‘ସୁସ୍ଥ ଓଡ଼ିଶା, ସୁଖୀ ଓଡ଼ିଶା’ ସଙ୍କଳ୍ପ

ନବୀନଙ୍କ ରୂପାନ୍ତରଣର ଗ୍ୟାରେଣ୍ଟି; କଥାରେ ନୁହେଁ, କାମରେ ବିଶ୍ୱାସ

ସ୍ୱାସ୍ଥ୍ୟସେବା ରୂପାନ୍ତରଣର ନବୀନ ଯୁଗ
ଆମ ହସ୍ପିଟାଲକୁ ରୂପାନ୍ତରିତ ହୋଇଛି ଜନସ୍ୱାସ୍ଥ୍ୟ କେନ୍ଦ୍ର #Susthaodisha

ଲୋକଙ୍କୁ ମିଳୁଛି ସହଜ ଓ ଗୁଣାତ୍ମକ ଚିକିତ୍ସା 
ସାକାର ହୋଇଛି ‘ସୁସ୍ଥ ଓଡ଼ିଶା, ସୁଖୀ ଓଡ଼ିଶା’ ସଙ୍କଳ୍ପ #AmaHospital #OdishaCares 

ନବୀନଙ୍କ #5T ରୂପାନ୍ତରଣର ଗ୍ୟାରେଣ୍ଟି; କଥାରେ ନୁହେଁ, କାମରେ ବିଶ୍ୱାସ
account_circle
Sustha Odisha(@sustha_odisha) 's Twitter Profile Photo

ସମସ୍ତଙ୍କ ପାଇଁ ସେବା, ସ୍ୱାସ୍ଥ୍ୟ ସୁରକ୍ଷାର ଗ୍ୟାରେଣ୍ଟି
ସମୃଦ୍ଧ ଓଡ଼ିଶାରେ ବିକାଶକୁ ମିଳିଛି ନବୀନ ଗତି


ନବୀନଙ୍କ ଗ୍ୟାରେଣ୍ଟି
କଥାରେ ନୁହେଁ, କାମରେ ବିଶ୍ୱାସ

ସମସ୍ତଙ୍କ ପାଇଁ ସେବା, ସ୍ୱାସ୍ଥ୍ୟ ସୁରକ୍ଷାର ଗ୍ୟାରେଣ୍ଟି
ସମୃଦ୍ଧ ଓଡ଼ିଶାରେ ବିକାଶକୁ ମିଳିଛି ନବୀନ ଗତି
#NabinOdisha #SusthaOdisha

ନବୀନଙ୍କ #5T ଗ୍ୟାରେଣ୍ଟି
କଥାରେ ନୁହେଁ, କାମରେ ବିଶ୍ୱାସ
#OdishaOnTheMove #OdishaCares
account_circle
Sustha Odisha(@sustha_odisha) 's Twitter Profile Photo

କିଶୋରୀ ଓ ମା’ଙ୍କୁ ସମ୍ମାନ
+ ଦେଉଛି ଖୁସି ଓ ଆତ୍ମସମ୍ମାନ

ମାସିକ ଋତୁସ୍ରାବବେଳେ ସ୍ଵଚ୍ଛତାକୁ ରେ ଦିଆଯାଇଛି ସର୍ବାଧିକ ଗୁରୁତ୍ଵ, ସରକାରୀ ହସ୍ପିଟାଲରେ ପ୍ରସୂତିଙ୍କ ଲାଗି ସୁନିଶ୍ଚିତ ହୋଇଛି ସାନିଟାରୀ ନାପକିନ୍ ବଣ୍ଟନ I

ନବୀନଙ୍କ ରୂପାନ୍ତରଣର ଗ୍ୟାରେଣ୍ଟି; କଥାରେ ନୁହେଁ, କାମରେ

କିଶୋରୀ ଓ ମା’ଙ୍କୁ ସମ୍ମାନ
#KHUSI+ ଦେଉଛି ଖୁସି ଓ ଆତ୍ମସମ୍ମାନ #susthaOdisha 

ମାସିକ ଋତୁସ୍ରାବବେଳେ ସ୍ଵଚ୍ଛତାକୁ #NabinOdisha ରେ ଦିଆଯାଇଛି ସର୍ବାଧିକ ଗୁରୁତ୍ଵ, ସରକାରୀ ହସ୍ପିଟାଲରେ ପ୍ରସୂତିଙ୍କ ଲାଗି ସୁନିଶ୍ଚିତ ହୋଇଛି ସାନିଟାରୀ ନାପକିନ୍ ବଣ୍ଟନ I 

ନବୀନଙ୍କ #5T ରୂପାନ୍ତରଣର ଗ୍ୟାରେଣ୍ଟି; କଥାରେ ନୁହେଁ, କାମରେ
account_circle
Tusharkanti Behera(@btushar02) 's Twitter Profile Photo

Vaccines save lives by preventing diseases. Let's ensure everyone is protected. Spread the word and celebrate by raising awareness about the importance of vaccination. Together, we can create a healthier world for all.

account_circle
Sustha Odisha(@sustha_odisha) 's Twitter Profile Photo

ସୁନିଶ୍ଚିତ ହୋଇଛି ସୁରକ୍ଷିତ ମାତୃତ୍ଵ
ନବୀନଙ୍କ ନେତୃତ୍ବରେ ୫୫ ଲକ୍ଷ ମା'ଙ୍କୁ ମିଳିଛି ₹୧୦,୦୦୦ ଲେଖାଏଁ ସହାୟତା

ନବୀନଙ୍କ ରୂପାନ୍ତରଣର ଗ୍ୟାରେଣ୍ଟି; କଥାରେ ନୁହେଁ, କାମରେ ବିଶ୍ୱାସ

ସୁନିଶ୍ଚିତ ହୋଇଛି ସୁରକ୍ଷିତ ମାତୃତ୍ଵ
ନବୀନଙ୍କ ନେତୃତ୍ବରେ ୫୫ ଲକ୍ଷ ମା'ଙ୍କୁ ମିଳିଛି ₹୧୦,୦୦୦ ଲେଖାଏଁ ସହାୟତା #SusthaOdisha

ନବୀନଙ୍କ #5T ରୂପାନ୍ତରଣର ଗ୍ୟାରେଣ୍ଟି; କଥାରେ ନୁହେଁ, କାମରେ ବିଶ୍ୱାସ
#OdishaCares #NabinaOdisha
account_circle
Sustha Odisha(@sustha_odisha) 's Twitter Profile Photo

ସ୍ବାସ୍ଥ୍ୟସେବାରେ ଆଗରେ ଓଡ଼ିଶା
ସୁଦୃଢ଼ ଚିକିତ୍ସା ବ୍ୟବସ୍ଥାକୁ ରେ ଦିଆଯାଇଛି ସର୍ବାଧିକ ଗୁରୁତ୍ଵ

ଟୀକାକରଣ କଭରେଜରେ 💉
ଓଡ଼ିଶା ଦେଶରେ ନମ୍ବର ୧ 🏥

ନବୀନଙ୍କ 5T ଗ୍ୟାରେଣ୍ଟି କଥାରେ ନୁହେଁ, କାମରେ ବିଶ୍ୱାସ

ସ୍ବାସ୍ଥ୍ୟସେବାରେ ଆଗରେ ଓଡ଼ିଶା 
ସୁଦୃଢ଼ ଚିକିତ୍ସା ବ୍ୟବସ୍ଥାକୁ #NabinOdisha ରେ ଦିଆଯାଇଛି ସର୍ବାଧିକ ଗୁରୁତ୍ଵ  

ଟୀକାକରଣ କଭରେଜରେ 💉
ଓଡ଼ିଶା ଦେଶରେ ନମ୍ବର ୧ 🏥 #SusthaOdisha

ନବୀନଙ୍କ 5T ଗ୍ୟାରେଣ୍ଟି କଥାରେ ନୁହେଁ, କାମରେ ବିଶ୍ୱାସ 
#OdishaCares #WorldImmunisationWeek
account_circle
Sustha Odisha(@sustha_odisha) 's Twitter Profile Photo

ସହଜ ଓ ସୁଲଭ ହେଇଛି ସ୍ୱାସ୍ଥ୍ୟସେବା
ପୂରଣ ହୋଇଛି ସଂକଳ୍ପ ‘ସୁସ୍ଥ ଓଡ଼ିଶା, ସୁଖୀ ଓଡ଼ିଶା’

Naveen Patnaik' ଙ୍କ ଲୋକାଭିମୁଖୀ ପଦକ୍ଷେପ
ସ୍ୱାସ୍ଥ୍ୟସେବା ରୂପାନ୍ତରଣର ଦିଗକୁ ସାକାର କରୁଛି ‘ଆମ ହସ୍ପିଟାଲ’ OdishaCares

ସହଜ ଓ ସୁଲଭ ହେଇଛି ସ୍ୱାସ୍ଥ୍ୟସେବା
ପୂରଣ ହୋଇଛି ସଂକଳ୍ପ ‘ସୁସ୍ଥ ଓଡ଼ିଶା, ସୁଖୀ ଓଡ଼ିଶା’ #SusthaOdisha 

@Naveen_Odisha' ଙ୍କ ଲୋକାଭିମୁଖୀ ପଦକ୍ଷେପ
ସ୍ୱାସ୍ଥ୍ୟସେବା ରୂପାନ୍ତରଣର ଦିଗକୁ ସାକାର କରୁଛି ‘ଆମ ହସ୍ପିଟାଲ’ #AmaHospital #NabinOdisha OdishaCares
account_circle
Sustha Odisha(@sustha_odisha) 's Twitter Profile Photo

ମଜଭୁତ ହେଉଛି ସ୍ୱାସ୍ଥ୍ୟସେବା ଭିତ୍ତିଭୂମି🏥
ଓଡ଼ିଶାବାସୀଙ୍କ ପାଇଁ ସୁନିଶ୍ଚିତ ଉତ୍ତମ ସ୍ୱାସ୍ଥ୍ୟସେବା🩺💊

ନବୀନଙ୍କ ‘ଆମ ହସ୍ପିଟାଲ’ ଯୋଜନା ସାରା ଦେଶ ପାଇଁ ସାଜିଛି ଉଦାହରଣ।

୧,୮୫୮ଟି ସରକାରୀ ହସ୍ପିଟାଲର ହେଉଛି ଆଧୁନିକୀକରଣ
ହାତପାଆନ୍ତାରେ ସ୍ୱାସ୍ଥ୍ୟସେବାର ଭରସା ଦେଇଛନ୍ତି ନବୀନ

ନବୀନଙ୍କ ଗ୍ୟାରେଣ୍ଟି-

ମଜଭୁତ ହେଉଛି ସ୍ୱାସ୍ଥ୍ୟସେବା ଭିତ୍ତିଭୂମି🏥
ଓଡ଼ିଶାବାସୀଙ୍କ ପାଇଁ ସୁନିଶ୍ଚିତ ଉତ୍ତମ ସ୍ୱାସ୍ଥ୍ୟସେବା🩺💊

ନବୀନଙ୍କ ‘ଆମ ହସ୍ପିଟାଲ’ ଯୋଜନା ସାରା ଦେଶ ପାଇଁ ସାଜିଛି ଉଦାହରଣ। #SusthaOdisha

୧,୮୫୮ଟି ସରକାରୀ ହସ୍ପିଟାଲର ହେଉଛି ଆଧୁନିକୀକରଣ
ହାତପାଆନ୍ତାରେ ସ୍ୱାସ୍ଥ୍ୟସେବାର ଭରସା ଦେଇଛନ୍ତି ନବୀନ

ନବୀନଙ୍କ #5T ଗ୍ୟାରେଣ୍ଟି-
account_circle
Sustha Odisha(@sustha_odisha) 's Twitter Profile Photo

promises free & accessible healthcare
a boon for the economically disadvantaged in particular
Cares

Beneficiaries can avail of cashless treatment at empaneled hospitals for various medical conditions, including

account_circle
Sustha Odisha(@sustha_odisha) 's Twitter Profile Photo

ସଂକଳ୍ପ ନବୀନ ଓଡ଼ିଶାର, ସେବା ସଭିଙ୍କର

ନବୀନଙ୍କ ନେତୃତ୍ୱରେ ମିଳୁଛି ଉନ୍ନତ ସ୍ୱାସ୍ଥ୍ୟସେବା 🩺
ଗଢ଼ାହେଉଛି ସୁସ୍ଥ ଓଡ଼ିଶା, ସୁଖୀ ଓଡ଼ିଶା ⚡☀️

ନବୀନଙ୍କ ଗ୍ୟାରେଣ୍ଟି
କଥାରେ ନୁହେଁ, କାମରେ ବିଶ୍ୱାସ🤝

ସଂକଳ୍ପ ନବୀନ ଓଡ଼ିଶାର, ସେବା ସଭିଙ୍କର 

ନବୀନଙ୍କ ନେତୃତ୍ୱରେ ମିଳୁଛି ଉନ୍ନତ ସ୍ୱାସ୍ଥ୍ୟସେବା 🩺
ଗଢ଼ାହେଉଛି ସୁସ୍ଥ ଓଡ଼ିଶା, ସୁଖୀ ଓଡ଼ିଶା ⚡☀️

ନବୀନଙ୍କ #5T ଗ୍ୟାରେଣ୍ଟି
କଥାରେ ନୁହେଁ, କାମରେ ବିଶ୍ୱାସ🤝

#NabinOdisha #SusthaOdisha #OdishaCares
account_circle
Paharaa(@Paharaa24x7) 's Twitter Profile Photo

ଅଧାରାତି ଛାତି ଚିଆଲା... BSKY କାର୍ଡ୍ ଥିଲା ବଲି ଟଙ୍କାଟେ ନାଇଁ ଲାଗଲା...

youtu.be/W2uQlVLztz4
Government

ଅଧାରାତି ଛାତି ଚିଆଲା... BSKY କାର୍ଡ୍ ଥିଲା ବଲି ଟଙ୍କାଟେ ନାଇଁ ଲାଗଲା...

youtu.be/W2uQlVLztz4
#BSKY #Odisha #Sundargarh #News #SusthaOdisha #OdishaGovernment
account_circle