TP Southern Odisha Distribution LTD.(@TPSODL) 's Twitter Profile Photo

ବିପଦଜନକ ଭାବେ ରହିଥିବା ୧୧ କେଭି ବିଦ୍ୟୁତ ତାରକୁ ପୋଲ୍ ସହକାରେ ସୁରକ୍ଷିତ ଉଚ୍ଚତାକୁ ନିଆଯାଇଛି । ଉପଭୋକ୍ତା ଓ ସ୍ଥାନୀୟ ଲୋକଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ କମ୍ପାନୀ ଏହି ପଦକ୍ଷେପ ନେଇଛି ।

#ThisIsTataPower #StrengtheningNetwork #PoweringProgress
account_circle
TP Southern Odisha Distribution LTD.(@TPSODL) 's Twitter Profile Photo

ଚଳିତ ଗ୍ରୀଷ୍ମରେ ବ୍ରହ୍ମପୁରର ହଳଦିଆପଦର ଅଞ୍ଚଳରେ ନୂତନ ୧୦୦ KVA କ୍ଷମତା ବିଶିଷ୍ଟ ଡିଷ୍ଟ୍ରିବ୍ୟୁସନ୍ ଟ୍ରାନ୍ସଫର୍ମର ପ୍ରତିଷ୍ଠା ହୋଇଛି । ଏହାଦ୍ୱାରା ପାଖପାଖି ୧୬୦ ଉପଭୋକ୍ତା ଉପକୃତ ହୋଇଥିବା ବେଳେ ସଂପୃକ୍ତ ଅଞ୍ଚଳରେ ଥିବା ଲୋ-ଭୋଲଟେଜ୍ ସମସ୍ୟା ଦୂର ହୋଇଛି ।

TP Western Odisha Distribution Ltd.(@TPWesternOdisha) 's Twitter Profile Photo

ଆପଣଙ୍କର ସୁରକ୍ଷା ଆମର ପ୍ରାଥମିକତା | ସ୍ଥାନୀୟ ଜନସାଧାରଣଙ୍କ ନିରାପତ୍ତା ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ଆମେ ମୁକୁଳା ଟ୍ରାନ୍ସଫର୍ମର ଚତୁଃପାର୍ଶ୍ୱରେ ପ୍ରତିରକ୍ଷା ବାଡ଼ ସ୍ଥାପନ କରିଛୁ|

ଭରସାଯୋଗ୍ୟ ବିଦ୍ୟୁତ୍ ଯୋଗାଣ ପାଇଁ   ପକ୍ଷରୁ ଭିତ୍ତିଭୂମି ସୁଦୃଢ଼ କରିବା ଦିଗରେ ବିଶେଷ ଧ୍ୟାନ ଦିଆଯାଉଛି | ଏନେଇ ସ୍ଥାନୀୟ ଜନସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ମୁକୁଳା ଟ୍ରାନ୍ସଫର୍ମର ଚତୁଃପାର୍ଶ୍ୱରେ ପ୍ରତିରକ୍ଷା ବାଡ଼ ସ୍ଥାପନ କରାଯାଇଛି |

ଭରସାଯୋଗ୍ୟ ବିଦ୍ୟୁତ୍ ଯୋଗାଣ ପାଇଁ #TPWODL ପକ୍ଷରୁ ଭିତ୍ତିଭୂମି ସୁଦୃଢ଼ କରିବା ଦିଗରେ ବିଶେଷ ଧ୍ୟାନ ଦିଆଯାଉଛି | ଏନେଇ ସ୍ଥାନୀୟ ଜନସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ମୁକୁଳା ଟ୍ରାନ୍ସଫର୍ମର ଚତୁଃପାର୍ଶ୍ୱରେ ପ୍ରତିରକ୍ଷା ବାଡ଼ ସ୍ଥାପନ କରାଯାଇଛି |

#ThisIsTataPower #StrengtheningNetwork #PoweringProgress
account_circle
TP Western Odisha Distribution Ltd.(@TPWesternOdisha) 's Twitter Profile Photo

Our team has successfully completed the heightening of the 33KV Koelnagar feeder Line in Hamirpur, Rourkela to address low ground clearance issues. This upgrade will ensure safer operations and improve power supply reliability for consumers in the area.

#ThisIsTataPower
account_circle
TP Western Odisha Distribution Ltd.(@TPWesternOdisha) 's Twitter Profile Photo

ଉପଭୋକ୍ତାଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଆମେ ମୁକୁଳା ଟ୍ରାନ୍ସଫରର ଫେନ୍ସିଂ କାର୍ଯ୍ୟ ସଫଳତାର ସହିତ ସମାପ୍ତ କରିଛୁ |

ଉପଭୋକ୍ତାଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଆମେ ମୁକୁଳା ଟ୍ରାନ୍ସଫରର ଫେନ୍ସିଂ କାର୍ଯ୍ୟ ସଫଳତାର ସହିତ ସମାପ୍ତ କରିଛୁ |

#ThisIsTataPower #StrengtheningNetwork #PoweringProgress
account_circle
TP Northern Odisha Distribution Limited(@tpnodl_balasore) 's Twitter Profile Photo

Our linemen are diligently working to ensure consumers enjoy consistent, high-quality power supply. To underscore our dedication, we have successfully completed PSS maintenance at Balasore.

#ThisIsTataPower #PoweringCommunities #StrengtheningNetwork
account_circle
TP Western Odisha Distribution Ltd.(@TPWesternOdisha) 's Twitter Profile Photo

With the implementation of a protective boundary wall, the open transformer is now shielded, reducing risks. This creates a safer environment for all, prioritising the well-being of our valued customers.

With the implementation of a protective boundary wall, the open transformer is now shielded, reducing risks. This creates a safer environment for all, prioritising the well-being of our valued customers.

#ThisIsTataPower #StrengtheningNetwork #PoweringProgress
account_circle
TP Western Odisha Distribution Ltd.(@TPWesternOdisha) 's Twitter Profile Photo

ଭରସାଯୋଗ୍ୟ ଏବଂ ସୁରକ୍ଷିତ ବିଦ୍ୟୁତ୍ ଯୋଗାଣ ପାଇଁ ଆମେପ୍ରତିବଦ୍ଧ | ଏନେଇ ଆମେ ଖୋଲା ଟ୍ରାନ୍ସଫର୍ମର ଚତୁଃପାର୍ଶ୍ୱରେ ପ୍ରତିରକ୍ଷା ବାଡ଼ ସ୍ଥାପନକରିଛୁ | ଏହାଦ୍ୱାରା ସ୍ଥାନୀୟ ଅଞ୍ଚଳର ଜନସାଧାରଣଙ୍କଠାରୁ ଆରମ୍ଭ କରି ଜୀବଜନ୍ତୁଙ୍କପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଆମେ ସୁରକ୍ଷିତ ବାସସ୍ଥାନ ସୁନିଶ୍ଚିତ କରିପାରିଛୁ |
 
TataPower(@TataPower) 's Twitter Profile Photo

Tata Power posted an impressive performance in Q4FY24 and FY24.
 
Company’s annual performance has achieved an all-time high Consolidated Revenue, EBITDA & PAT.
 
Click here to know more! tatapower.com/PressRelease/R…  
 
#ThisIsTataPower #Q4FY24 #FinancialResults #AnnualFY24Results
account_circle
TP Southern Odisha Distribution LTD.(@TPSODL) 's Twitter Profile Photo

ଖରାଦିନେ ବଢ଼ୁଥିବା ବିଜୁଳି ଚାହିଦାକୁ ଧ୍ୟାନରେ ରଖି ଟିପିଏସ୍ଓଡିଏଲ୍ ବ୍ୟାପକ ରକ୍ଷଣାବେକ୍ଷଣ କାର୍ଯ୍ୟ ଜାରି ରଖିଛି । ପୁରୁଣା ଯନ୍ତ୍ରପାତିକୁ ବଦଳ କରାଯାଉଛି, ଆବଶ୍ୟକ ସ୍ଥଳେ ନୂଆ ଉପକରଣ ଲଗାଇ, ଭିତ୍ତିଭୂମିକୁ ସୁଦୃଢ଼ କରାଯାଉଛି । ଭରସାଯୋଗ୍ୟ ବିଜୁଳି ସେବା ସୁନିଶ୍ଚିତ ହେଉଛି ।  

#ThisIsTataPower #StrengtheningNetwork
account_circle
TP Western Odisha Distribution Ltd.(@TPWesternOdisha) 's Twitter Profile Photo

Our team has completed the cleaning and fencing of the open electrical transformer, ensuring its optimal performance and enhancing safety measures for the community.

Our team has completed the cleaning and fencing of the open electrical transformer, ensuring its  optimal performance and enhancing safety measures for the community.
 
#ThisIsTataPower #StrengtheningNetwork #PoweringProgress
account_circle
TP Western Odisha Distribution Ltd.(@TPWesternOdisha) 's Twitter Profile Photo

ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ପ୍ରଗତି ପଥରେ ବଢ଼ିବା ! ଏନେଇ ଆମେ ମୁକୁଳା ଟ୍ରାନ୍ସଫର୍ମର ଚତୁଃପାର୍ଶ୍ୱରେ ବାଡ଼ ଘେରାଇବାରେ ସଫଳ ହୋଇଛୁ | ଏହାଦ୍ୱାରା ସ୍ଥାନୀୟ ଲୋକଙ୍କଠାରୁ ଆରମ୍ଭ କରି ଜୀବଜନ୍ତୁଙ୍କୁ ସୁରକ୍ଷିତ ବାସସ୍ଥାନ ପ୍ରଦାନ କରିବାରେ ଆମେ ସଫଳ ହୋଇଛୁ |
 
ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ପ୍ରଗତି ପଥରେ ବଢ଼ିବା ! ଏନେଇ ଆମେ ମୁକୁଳା ଟ୍ରାନ୍ସଫର୍ମର ଚତୁଃପାର୍ଶ୍ୱରେ ବାଡ଼ ଘେରାଇବାରେ ସଫଳ ହୋଇଛୁ | ଏହାଦ୍ୱାରା ସ୍ଥାନୀୟ ଲୋକଙ୍କଠାରୁ ଆରମ୍ଭ କରି ଜୀବଜନ୍ତୁଙ୍କୁ ସୁରକ୍ଷିତ ବାସସ୍ଥାନ ପ୍ରଦାନ କରିବାରେ ଆମେ ସଫଳ ହୋଇଛୁ |
 
#ThisIsTataPower #StrengtheningNetwork
account_circle
TP Southern Odisha Distribution LTD.(@TPSODL) 's Twitter Profile Photo

ଗ୍ରୀଷ୍ମରେ ଗୁଣାତ୍ମକ ବିଜୁଳି ଯୋଗାଣକୁ ଗୁରୁତ୍ବ ଦେଇ ଟିପିଏସ୍ଓଡିଏଲ୍ ଏକ ନୂତନ ୧୦୦ କେଭିଏ ଡିଟିଆର୍ ପ୍ରତିଷ୍ଠା କରିଛି । ଏହି ନୂତନ ବିଜୁଳି ଭିତ୍ତିଭୂମି ସକାଶେ ସ୍ଥାନୀୟ ଉପଭୋକ୍ତାଙ୍କୁ ଭରସାଯୋଗ୍ୟ ବିଜୁଳି ସେବା ମିଳିପାରୁଛି ।

ଗ୍ରୀଷ୍ମରେ ଗୁଣାତ୍ମକ ବିଜୁଳି ଯୋଗାଣକୁ ଗୁରୁତ୍ବ ଦେଇ ଟିପିଏସ୍ଓଡିଏଲ୍ ଏକ ନୂତନ ୧୦୦ କେଭିଏ ଡିଟିଆର୍ ପ୍ରତିଷ୍ଠା କରିଛି । ଏହି ନୂତନ ବିଜୁଳି ଭିତ୍ତିଭୂମି ସକାଶେ ସ୍ଥାନୀୟ ଉପଭୋକ୍ତାଙ୍କୁ ଭରସାଯୋଗ୍ୟ ବିଜୁଳି ସେବା ମିଳିପାରୁଛି ।

#ThisIsTataPower #StrengtheningNetwork #PoweringProgress
account_circle
TP Northern Odisha Distribution Limited(@tpnodl_balasore) 's Twitter Profile Photo

ବିଦ୍ୟୁତ୍ ଉପକରଣଗୁଡ଼ିକର କାର୍ଯ୍ୟ ଦକ୍ଷତା ବୃଦ୍ଧି ଏବଂସମ୍ଭାବିତ ଦୁର୍ଘଟଣା ରୋକିବା ପାଇଁ ଆମେ ଟ୍ରାନ୍ସଫର୍ମରର ଚତୁଃପାର୍ଶ୍ଵରୁ ଗଛକଟା କାର୍ଯ୍ୟ ସମାପ୍ତ କରିଛୁ |

ଉପଭୋକ୍ତାଙ୍କୁ ଭରସାଯୋଗ୍ୟ ବିଦ୍ୟୁତ୍ ସେବା ପ୍ରଦାନ କରିବା ପାଇଁ ଆମେ ଉପଯୁକ୍ତ ରକ୍ଷଣାବେକ୍ଷଣ ଉପରେ ଗୁରୁତ୍ୱ ଦେଇଥାଉ | ଏହା ଗୁଣାତ୍ମକ ବିଦ୍ୟୁତ୍ ଯୋଗାଣ ଦିଗରେ ଭିତ୍ତିଭୂମିକୁ ସୁଦୃଢ଼ କରିବ |

ଉପଭୋକ୍ତାଙ୍କୁ ଭରସାଯୋଗ୍ୟ ବିଦ୍ୟୁତ୍ ସେବା ପ୍ରଦାନ କରିବା ପାଇଁ ଆମେ ଉପଯୁକ୍ତ ରକ୍ଷଣାବେକ୍ଷଣ ଉପରେ ଗୁରୁତ୍ୱ ଦେଇଥାଉ | ଏହା ଗୁଣାତ୍ମକ ବିଦ୍ୟୁତ୍ ଯୋଗାଣ ଦିଗରେ ଭିତ୍ତିଭୂମିକୁ ସୁଦୃଢ଼ କରିବ |

#ThisIsTataPower #StrengtheningNetwork #PoweringProgress
account_circle
TataPower(@TataPower) 's Twitter Profile Photo

Feeling the heat turned up this summer? Don’t sweat it! Beat the heat and save money with these easy energy-saving tips. Switch on your ceiling fans to create a cooling effect. Stay cool and keep your wallet happy this summer!

#TataPower #ThisIsTataPower #SummerTips
account_circle