Uttisthita Jagrata - ଉତ୍ତିଷ୍ଠିତ ଜାଗ୍ରତ(@uttisthitajag25) 's Twitter Profile Photo

ରତ୍ନ ଭଣ୍ଡାର ଚାବି ହଜି ଯାଇଛି ନା ଲୁଚେଇ ଦିଆଯାଇଛି ?

ପଚାରୁଛି ଓଡ଼ିଆ, ସରକାର ଜବାବ ଦିଅ !

#Puri #JayJagannath #Odisha
account_circle
Kanchan Nayak(@KanchanNayak17) 's Twitter Profile Photo

ଜୟ ଶ୍ରୀଜଗନ୍ନାଥ 🙏
ମନୁଷ୍ୟ ଶରୀର ବଡ଼ ଦୁର୍ଲ୍ଲଭ। ବିଶେଷ ପୁଣ୍ୟ ବଳରେ, ବିଶେଷତଃ ଭଗବାନଙ୍କ କୃପାରୁ ଏହି ଶରୀର ମିଳେ ଏବଂ ମିଳିଥାଏ କେବଳ ଭଗବତ ପ୍ରାପ୍ତି ନିମନ୍ତେ। ଏହି ଶରୀର ପାଇ ଯେ ଭଗବତ ପ୍ରାପ୍ତି ନିମନ୍ତେ ସାଧନା କରେ,ତାହାର ମନୁଷ୍ୟ ଜନ୍ମ ସଫଳ ହୁଏ। ଯେ ଏଥିରେ ସୁଖ ଖୋଜେ,ସେ ତ ପ୍ରକୃତ ଲାଭରୁ ବଞ୍ଚିତ ହୋଇଯାଏ।

#jayjagannath
account_circle
ଓଡିଶାର କଳା ଓ ସଂସ୍କୃତି(@odiasanskruti) 's Twitter Profile Photo

ଆଜି ପବିତ୍ର ଶୁକ୍ରବାରରେ ଜଗତ୍ ଜନନୀ ମା ତୋରଣ ଲକ୍ଷ୍ମୀ ଠାକୁରାଣୀଙ୍କ ଅପୂର୍ବ ଦର୍ଶନ 🙏

#JagannathPuri #PuriDham #JayJagannath
account_circle
ଓଟିଭି(@otvkhabar) 's Twitter Profile Photo

ରତ୍ନଭଣ୍ଡାର ଚାବି ଲୁଚାଇଛନ୍ତି ପାଣ୍ଡିଆନ୍। ଏଭଳି ଗୁରୁତର ଅଭିଯୋଗ ଆଣିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା।

account_circle
Nabin Odisha Official(@NabinOdishaFan) 's Twitter Profile Photo

ଲୋକଙ୍କ ଗହଣରେ ରହିବାକୁ ମୁଁ ବହୁତ ଖୁସି ଅନୁଭବ କରେ- ଶ୍ରୀ ନବୀନ ପଟ୍ଟନାୟକ

account_circle
Kanchan Nayak(@KanchanNayak17) 's Twitter Profile Photo

ଜୟ ଶ୍ରୀଜଗନ୍ନାଥ 🙏
ପ୍ରଭୁ ହେଉଛନ୍ତି ସଚରାଚର ବିଶ୍ଵବ୍ରହ୍ମାଣ୍ଡର କର୍ତ୍ତା। ଦୃଶ୍ୟ ଅଦୃଶ୍ୟ ସବୁ କ୍ଷେତ୍ରରେ ସେ ବିଦ୍ୟମାନ, ସେ ସାକାର ସେ ହିଁ ନିରାକାର। ସେହି ଜ୍ଞାନର ଅଭାବ ଯୋଗୁଁ ମାନବ ନିଜକୁ 'ଅହଂକର୍ତ୍ତା' ବୋଲି ଭାବେ। ସେ ଭାବକୁ ଦୁରେଇ ଦେବାକୁ ହେଲେ 'ବାସୁଦେବ ସର୍ବମ' ଏହା ଗୋଚରରେ ରହିବା ଦରକାର।

#ଶୁଭସକାଳ
account_circle