JP Prava(@missjpprava) 's Twitter Profile Photo

ଏଇ ସମୟକୁ ଅପେକ୍ଷା କରିଥିଲି କେବେ ମଞ୍ଜି ହେବ🤔
ଆଜିର ମଧ୍ୟାହ୍ନ ଭୋଜନର ମୋ ପାଇଁ ଖାସ୍ ଥିଲା 🙃
କଞ୍ଚାକାଜୁ ମଞ୍ଜି ତରକାରୀର ମଜା କିଛି ଅଲଗା 😋ବାସ ତେଲ ମସଲା ଟିକେ କମ୍ କରିଦେଲେ ଇଏ ବି healthy and diet according ହେଇପାରିବ

#mycooking
account_circle