#ଶିକ୍ଷା_ବ୍ୟବସ୍ଥାର_ବିକଳ_ଚିତ୍ର
ଜୀବନକୁ ବାଜି ଲଗାଇ ପାଠ ପଢ଼ୁଛନ୍ତି କୁନିକୁନି ଛାତ୍ରଛାତ୍ରୀ। କୋଠାରୁ ପ୍ଲାଷ୍ଟର ଖସୁଥିବାରୁ ବାରଣ୍ଡାରେ ଚାଲିଛି ପାଠପଢ଼ା । ମୟୁରଭଞ୍ଜ କରଞ୍ଜିଆ ବ୍ଲକ କେରକେରା ଗାଁରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ।
#SchoolProblem #Education #NoSchool #NoVote #Mayurbhanj #OTV
#ସ୍କୁଲ_ନାହିଁ_ତ_ଭୋଟ_ନାହିଁ
ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକରୃ କଣ୍ଟାବଣି ନେତ୍ର ମୋହନ ଏମଇ ସ୍କୁଲକୁ ସରକାର ବନ୍ଦ ନିର୍ଦ୍ଦେଶ ଦେବାପରେ ତେଜିଛି ଅସନ୍ତୋଷ। ଗାଁରେ ଥିବା ସ୍କୁଲକୁ ହଠାତ ବନ୍ଦ ଲାଗି ସରକାର ବନ୍ଦ ନିର୍ଦ୍ଦେଶ ଦେବା ପରେ ଗାଁ ଲୋକେ ଏହାକୁ ବିରୋଧ କରିଛନ୍ତି।
#NoSchool #NoVote #Educatiom #Balasore #OTV
STOP THE BUS! It's the cover reveal for No School, My Rules! Written by Stephanie Lupo Henson 📕 and Illustrated by Mai Tran!
Pre-orders are now available on Tielmourpress.com
#coverreveal #picturebook #kidlit #mallorysarmy #plantatree #noschool #myrules #schooliscool
Looks like Associate Deans had a sign posted at the edge of the faculty parking lot to remind professors about their “research duties as assigned”