Collector & District Magistrate Mayurbhanj(@DM_Mayurbhanj) 's Twitter Profileg
Collector & District Magistrate Mayurbhanj

@DM_Mayurbhanj

Official X account of the Collector & District Magistrate, Mayurbhanj. Presently Shri Dattatraya Bhausaheb Shinde, IAS

ID:876010933910462464

linkhttp://mayurbhanj.nic.in calendar_today17-06-2017 09:37:36

1,2K Tweets

18,4K Followers

85 Following

Follow People
Collector & District Magistrate Mayurbhanj(@DM_Mayurbhanj) 's Twitter Profile Photo

ଏତଦ୍ୱାରା ମୟୂରଭଞ୍ଜ ଜିଲ୍ଲା ନିର୍ବାଚନ ମଣ୍ଡଳୀର ସମସ୍ତ ଜନସାଧାରଣଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଉଅଛି ଯେ ନିମ୍ନଲିଖିତ ପର୍ଯ୍ୟବେକ୍ଷକଗଣ ଜିଲ୍ଲାରେ ଉପସ୍ଥିତ ଅଛନ୍ତି I ନିର୍ବାଚନୀ ସମ୍ପକିତ ଆପତ୍ତି ଅଭିନ୍ତଯାଗ ନିମନ୍ତେ ନିମ୍ନଲିଖିତ ମୋବାଇଲ ନମ୍ବର ଏବଂ ଇ-ମେଲ ଦ୍ୱାରା ଯୋଗାଯୋଗ କରି ପାରିବେ I



CEO Odisha

ଏତଦ୍ୱାରା ମୟୂରଭଞ୍ଜ ଜିଲ୍ଲା ନିର୍ବାଚନ ମଣ୍ଡଳୀର ସମସ୍ତ ଜନସାଧାରଣଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଉଅଛି ଯେ ନିମ୍ନଲିଖିତ ପର୍ଯ୍ୟବେକ୍ଷକଗଣ ଜିଲ୍ଲାରେ ଉପସ୍ଥିତ ଅଛନ୍ତି I ନିର୍ବାଚନୀ ସମ୍ପକିତ ଆପତ୍ତି ଅଭିନ୍ତଯାଗ ନିମନ୍ତେ ନିମ୍ନଲିଖିତ ମୋବାଇଲ ନମ୍ବର ଏବଂ ଇ-ମେଲ ଦ୍ୱାରା ଯୋଗାଯୋଗ କରି ପାରିବେ I #OdishaElections @OdishaCeo
account_circle
Pragativadi(@PragativadiNews) 's Twitter Profile Photo

General Observers Visit , Review Preparedness

🟢Observers stress upon conducting general elections in free, fair & peaceful manner

Collector & District Magistrate Mayurbhanj

Read More: pragativadi.com/general-observ…

account_circle
Collector & District Magistrate Mayurbhanj(@DM_Mayurbhanj) 's Twitter Profile Photo

ନିର୍ବାଚନ ସମୟରେ ମତଦାନ ପ୍ରକ୍ରିୟାରେ ଅନ୍ୟ ଏକ ବ୍ୟବସ୍ଥା ପୋଷ୍ଟାଲ ବାଲଟ। ଏହି ଗୁରୁତ୍ବପୂର୍ଣ୍ଣ ଅଂଶକୁ ମୟୂରଭଞ୍ଜ ଜିଲ୍ଲାରେ ସୁଚାରୁ ରୂପେ ସମ୍ପାଦନା କରିବା ପାଇଁ ଅତିରିକ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ



CEO Odisha MAYURBHANJ POLICE

ନିର୍ବାଚନ ସମୟରେ ମତଦାନ ପ୍ରକ୍ରିୟାରେ ଅନ୍ୟ ଏକ ବ୍ୟବସ୍ଥା ପୋଷ୍ଟାଲ ବାଲଟ। ଏହି ଗୁରୁତ୍ବପୂର୍ଣ୍ଣ ଅଂଶକୁ ମୟୂରଭଞ୍ଜ ଜିଲ୍ଲାରେ ସୁଚାରୁ ରୂପେ ସମ୍ପାଦନା କରିବା ପାଇଁ ଅତିରିକ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ #Elections2024 @OdishaCeo @spmayurbhanj
account_circle
CEO Odisha(@OdishaCeo) 's Twitter Profile Photo

🗳️ 'ପ୍ରତ୍ୟେକ ସ୍ୱର ଗୁରୁତ୍ୱପୂର୍ଣ୍ଣ, ପ୍ରତ୍ୟେକ ଭୋଟ୍ ଗଣନା ହୁଏ!'
ମୟୂରଭଞ୍ଜ ଜିଲ୍ଲାର ଖଡିଆ ମାଙ୍କଡିଆ (ଜନଜାତି) ଭୋଟରଙ୍କୁ ମତଦାନ କରିବା ନିମନ୍ତେ ଜିଲ୍ଲାପାଳ ଆନ୍ତରିକ ଆବେଦନ କରିଛନ୍ତି । 🌟👥

account_circle
Collector & District Magistrate Mayurbhanj(@DM_Mayurbhanj) 's Twitter Profile Photo

ମୟୂରଭଞ୍ଜ ଜିଲ୍ଲା ରେ ମତଦାନ କୁ ଜନଆଦୃତ ତଥା ମତଦାନ ହାର କୁ ଶତ ପ୍ରତି ଶତ କରିବା ନେଇ ବିଭିନ୍ନ ବେସରକାରୀ ଅନୁଷ୍ଠାନ ଓ ବ୍ୟବସାୟିକ ସଙ୍ଘ ର ମୁଖ୍ୟ ମାନଙ୍କ ସହିତ ଜିଲ୍ଲାପାଳ ଏବଂ ମୁଖ୍ୟ ପ୍ରଶାସନିକ ଅଧିକାରୀ ମାନଙ୍କ ବୈଠକ ଅନୁଷ୍ଠିତ



CEO Odisha Election Commission of India MAYURBHANJ POLICE

ମୟୂରଭଞ୍ଜ ଜିଲ୍ଲା ରେ ମତଦାନ କୁ ଜନଆଦୃତ ତଥା ମତଦାନ ହାର କୁ ଶତ ପ୍ରତି ଶତ କରିବା ନେଇ ବିଭିନ୍ନ ବେସରକାରୀ ଅନୁଷ୍ଠାନ ଓ ବ୍ୟବସାୟିକ ସଙ୍ଘ ର ମୁଖ୍ୟ ମାନଙ୍କ ସହିତ ଜିଲ୍ଲାପାଳ ଏବଂ ମୁଖ୍ୟ ପ୍ରଶାସନିକ ଅଧିକାରୀ ମାନଙ୍କ ବୈଠକ ଅନୁଷ୍ଠିତ #Mayurbhanj #Elections2024 #OdishaElections2024 @OdishaCeo @ECISVEEP @spmayurbhanj
account_circle
Collector & District Magistrate Mayurbhanj(@DM_Mayurbhanj) 's Twitter Profile Photo

ପବିତ୍ର ଅକ୍ଷୟ ତୃତୀୟ ଅବସରରେ କୃଷି ବିଜ୍ଞାନ କେନ୍ଦ୍ର ଶ୍ୟାମାଖୁଣ୍ଟା ପରିସରରେ ଜିଲ୍ଲାସ୍ତରୀୟ କୃଷକ ଦିବସ ପାଳନ ତଥା ମୟୂରଭଞ୍ଜ ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ସିନ୍ଧେଙ୍କ ଦ୍ୱାରା ଆକ୍ଷୀମୁଠି ର ଶୁଭ ଅନୁକୁଳ ହୋଇଯାଇଛି।


2024
କୃଷି ବିଭାଗ, ଓଡ଼ିଶା
Deptt. of Water Resources
I & PR Department, Odisha

ପବିତ୍ର ଅକ୍ଷୟ ତୃତୀୟ ଅବସରରେ କୃଷି ବିଜ୍ଞାନ କେନ୍ଦ୍ର ଶ୍ୟାମାଖୁଣ୍ଟା ପରିସରରେ ଜିଲ୍ଲାସ୍ତରୀୟ କୃଷକ ଦିବସ ପାଳନ ତଥା ମୟୂରଭଞ୍ଜ ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ସିନ୍ଧେଙ୍କ ଦ୍ୱାରା ଆକ୍ଷୀମୁଠି ର ଶୁଭ ଅନୁକୁଳ ହୋଇଯାଇଛି। #AkshayTritiya #AkshayTritiya2024 @krushibibhag @OdishaWater @IPR_Odisha
account_circle
Collector & District Magistrate Mayurbhanj(@DM_Mayurbhanj) 's Twitter Profile Photo

As per direction of DEO , ITDA, Karanjia officials move door-to-door & distribute invitation cards with slogans imprinted in local dialects sensitising PVTG voters of Simlipal areas to cast their votes

CEO Odisha
Election Commission of India


As per direction of DEO #Mayurbhanj, ITDA, Karanjia officials move door-to-door & distribute invitation cards with slogans imprinted in local dialects sensitising PVTG voters of Simlipal areas to cast their votes @OdishaCeo @ECISVEEP #Elections2024 #ChunavKaParv #OdishaPoll
account_circle
Collector & District Magistrate Mayurbhanj(@DM_Mayurbhanj) 's Twitter Profile Photo

ମୟୂରଭଞ୍ଜ ଜିଲ୍ଲାରେ ଅନୁଷ୍ଠିତ ହେବାକୁଥିବା ସାଧାରଣ ନିର୍ବାଚନର ସୁପରିଚାଳନା ନିମନ୍ତେ ପ୍ରସ୍ତୁତି ଓ ପଦକ୍ଷେପର ତଦାରଖ ପାଇଁ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଜିଲ୍ଲା ଗସ୍ତରେ ଆସି ନିର୍ବାଚନ ପ୍ରସ୍ତୁତି ସମୀକ୍ଷା ବୈଠକ କରିଛନ୍ତି

CEO Odisha Election Commission of India MAYURBHANJ POLICE

ମୟୂରଭଞ୍ଜ ଜିଲ୍ଲାରେ ଅନୁଷ୍ଠିତ ହେବାକୁଥିବା ସାଧାରଣ ନିର୍ବାଚନର ସୁପରିଚାଳନା ନିମନ୍ତେ ପ୍ରସ୍ତୁତି ଓ ପଦକ୍ଷେପର ତଦାରଖ ପାଇଁ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଜିଲ୍ଲା ଗସ୍ତରେ ଆସି ନିର୍ବାଚନ ପ୍ରସ୍ତୁତି ସମୀକ୍ଷା ବୈଠକ କରିଛନ୍ତି @OdishaCeo @ECISVEEP @spmayurbhanj #Elections2024 #OdishaElections #ChunavKaParv
account_circle
Collector & District Magistrate Mayurbhanj(@DM_Mayurbhanj) 's Twitter Profile Photo

ଏତଦ୍ୱରା ମୟୂରଭଞ୍ଜ ଜିଲ୍ଲା ନିର୍ବାଚନ ମଣ୍ଡଳୀର ସମସ୍ତ ଜନସାଧାରଣଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଉଛି ଯେ ନିମ୍ନଲିଖିତ ପର୍ଯ୍ୟବେକ୍ଷକଗଣ ଜିଲ୍ଲାରେ ଉପସ୍ଥିତ ଅଛନ୍ତି। ନିର୍ବାଚନ ସମ୍ବନ୍ଧିତ ଆପତ୍ତି ଅଭିଯୋଗ ପାଇଁ ମୋବାଇଲ୍ ନମ୍ବର ଦ୍ଵାରା ଯୋଗାଯୋଗ କରି ପାରିବେ
CEO Odisha Election Commission of India MAYURBHANJ POLICE

ଏତଦ୍ୱରା ମୟୂରଭଞ୍ଜ ଜିଲ୍ଲା ନିର୍ବାଚନ ମଣ୍ଡଳୀର ସମସ୍ତ ଜନସାଧାରଣଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଉଛି ଯେ ନିମ୍ନଲିଖିତ ପର୍ଯ୍ୟବେକ୍ଷକଗଣ ଜିଲ୍ଲାରେ ଉପସ୍ଥିତ ଅଛନ୍ତି। ନିର୍ବାଚନ ସମ୍ବନ୍ଧିତ ଆପତ୍ତି ଅଭିଯୋଗ ପାଇଁ ମୋବାଇଲ୍ ନମ୍ବର ଦ୍ଵାରା ଯୋଗାଯୋଗ କରି ପାରିବେ @OdishaCeo @ECISVEEP @spmayurbhanj #Elections2024 #Chunav
account_circle
CEO Odisha(@OdishaCeo) 's Twitter Profile Photo

ଚତୁର୍ଥ ପର୍ଯାୟରେ ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଲୋକସଭା ଆସନ ସହିତ ସମ୍ପୃକ୍ତ ବିଧାନସଭା ଆସନ ଗୁଡିକରେ ମତଦାନ କରାଯିବ l ଜୁନ 01 ଭୁଲିବେ ନାହିଁ l

ଚତୁର୍ଥ ପର୍ଯାୟରେ ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଲୋକସଭା ଆସନ ସହିତ ସମ୍ପୃକ୍ତ ବିଧାନସଭା ଆସନ ଗୁଡିକରେ ମତଦାନ କରାଯିବ l ଜୁନ 01 ଭୁଲିବେ ନାହିଁ l
account_circle
Election Commission of India(@ECISVEEP) 's Twitter Profile Photo

Didn't bring your EPIC card to the polling booth? No problem!

As long as your name is on the voter list, just bring one of these documents to cast your vote.

Didn't bring your EPIC card to the polling booth? No problem! As long as your name is on the voter list, just bring one of these documents to cast your vote. #Elections2024 #ChunavKaParv #DeshKaGarv
account_circle
Collector & District Magistrate Mayurbhanj(@DM_Mayurbhanj) 's Twitter Profile Photo

Around 64 Kgs of silver worth Rs 50 Lakhs, along with a vehicle seized by Flying Squad & State GST teams during checking at Market in during checking; supply agent apprehended & further investigations underway

Election Commission of India CEO Odisha MAYURBHANJ POLICE GST Insights 🇮🇳

Around 64 Kgs of silver worth Rs 50 Lakhs, along with a vehicle seized by Flying Squad & State GST teams during checking at #Udala Market in #Mayurbhanj during checking; supply agent apprehended & further investigations underway @ECISVEEP @OdishaCeo @spmayurbhanj @InGSTPortal
account_circle
Collector & District Magistrate Mayurbhanj(@DM_Mayurbhanj) 's Twitter Profile Photo

With joint efforts of DCPU & CCI, a minor boy , who had gone missing a decade ago, is finally traced reunited with parents in 's Badampahar area; minor handed over to family after formalities completed



Department of WCD, Government of Odisha MAYURBHANJ POLICE Ministry of WCD OSCPS Odisha

With joint efforts of DCPU & CCI, a minor boy , who had gone missing a decade ago, is finally traced reunited with parents in #Mayurbhanj's Badampahar area; minor handed over to family after formalities completed #ODISHA @WCDOdisha @spmayurbhanj @MinistryWCD @OSCPSOD
account_circle
Collector & District Magistrate Mayurbhanj(@DM_Mayurbhanj) 's Twitter Profile Photo

ଭୋଟ ଦେବା ଆମେ ସଙ୍ଗାତରେ

ମତଦାନ ବାର୍ତ୍ତାକୁ ଜିଲ୍ଲା ପ୍ରସାରି କରାଇବା ପାଇଁ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ପରାମର୍ଶରେ, ପ୍ରକଳ୍ପ ପ୍ରଶାସକ, ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା, କରଞ୍ଜିଆଙ୍କ ଦ୍ୱାରା ପ୍ରସ୍ତୁତ ଏକ ଭିନ୍ନ ଧରଣର ଭୋଟର ସଚେତନତା ଗୀତ

CEO Odisha Election Commission of India
youtu.be/X3-bU853t40

account_circle
CEO Odisha(@OdishaCeo) 's Twitter Profile Photo

ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ଦ୍ୱାରା ଭୋଟର ମାନଙ୍କ ମଧ୍ୟରେ ମତଦାନ ନେଇ ସଚେତନତା ବିସ୍ତାର କରିବା ନିମନ୍ତେ ରାସ୍ତା ପାର୍ଶ୍ୱରେ 'ପାଲା' ସହାୟତାରେ ସଚେତନତା ଅଭିଯାନ । 💃👯‍♀️🕺

ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ଦ୍ୱାରା ଭୋଟର ମାନଙ୍କ ମଧ୍ୟରେ ମତଦାନ ନେଇ ସଚେତନତା ବିସ୍ତାର କରିବା ନିମନ୍ତେ ରାସ୍ତା ପାର୍ଶ୍ୱରେ 'ପାଲା' ସହାୟତାରେ ସଚେତନତା ଅଭିଯାନ । 💃👯‍♀️🕺 #SVEEP #ChunavKaParv #DeshKaGarv #Election2024 #ECI #CEOOdisha
account_circle