𝕵𝖆𝖘𝖍𝖎𝖕𝖚𝖗 𝕿𝖎𝖒𝖊𝖘(@JashipurTimes) 's Twitter Profileg
𝕵𝖆𝖘𝖍𝖎𝖕𝖚𝖗 𝕿𝖎𝖒𝖊𝖘

@JashipurTimes

https://t.co/wnJ8tE81QM
https://t.co/Cvlvr4yhSD

ID:1454105720282963969

linkhttps://www.facebook.com/profile.php?id=100071528074051 calendar_today29-10-2021 15:20:10

2,4K Tweets

286 Followers

9 Following

𝕵𝖆𝖘𝖍𝖎𝖕𝖚𝖗 𝕿𝖎𝖒𝖊𝖘(@JashipurTimes) 's Twitter Profile Photo

ଯଶିପୁର ବ୍ଲକ ରେ ୪୬ଟି ଗାଁ କୁ ରାସ୍ତା ନାହିଁ ।
ମୟୂରଭଞ୍ଜର ୨୦୧ ଗାଁ’କୁ ସବୁଦିନିଆ ରାସ୍ତା ନାହିଁ
MoSarkar 5T
Pradeep Jena IAS
ChiefSecyOdisha
Collector & District Magistrate Mayurbhanj
Panchayati Raj and Drinking Water Department
SUDAM MARNDI
ପ୍ରକାଶିତ ଖବରକାଗଜ ଉପରେ ଜିଲ୍ଲା ପ୍ରଶାସନ ମହୋଦୟ ଦୃଷ୍ଟି ଦେବାକୁ ବିନମ୍ର ଅନୁରୋଧ। KALINGA KESHARI JENA କଳିଙ୍ଗ କେଶରୀ ଜେନା Satyanarayan Majhi Bishweswar Tudu (मोदी का परिवार)

ଯଶିପୁର ବ୍ଲକ ରେ ୪୬ଟି ଗାଁ କୁ ରାସ୍ତା ନାହିଁ । ମୟୂରଭଞ୍ଜର ୨୦୧ ଗାଁ’କୁ ସବୁଦିନିଆ ରାସ୍ତା ନାହିଁ @MoSarkar5T @PradeepJenaIAS @SecyChief @DM_Mayurbhanj @PRDeptOdisha @MarndiSudam ପ୍ରକାଶିତ ଖବରକାଗଜ ଉପରେ ଜିଲ୍ଲା ପ୍ରଶାସନ ମହୋଦୟ ଦୃଷ୍ଟି ଦେବାକୁ ବିନମ୍ର ଅନୁରୋଧ। @KalingaMBJ @snmajhi333 @Bishweswar_Tudu
account_circle
𝕵𝖆𝖘𝖍𝖎𝖕𝖚𝖗 𝕿𝖎𝖒𝖊𝖘(@JashipurTimes) 's Twitter Profile Photo

- ପୁନରୁଦ୍ଧାର ନାଁରେ ଲକ୍ଷାଧିକ ଟଙ୍କା ବରବାଦ୍
- ରାଜାରାଜୁଡ଼ା ଅମଳର ବିରାଟକାୟ ଜଳାଶୟ ଦୟନୀୟ
- କରଞ୍ଜିଆ ସହରରେ ଜଳ ସଙ୍କଟ
CMO Odisha
MoSarkar 5T
Collector & District Magistrate Mayurbhanj
Panchayati Raj and Drinking Water Department
Basanti Hembram
ପ୍ରକାଶିତ ଖବରକାଗଜ ଉପରେ ଜିଲ୍ଲା ପ୍ରଶାସନ ମହୋଦୟ ଦୃଷ୍ଟି ଦେବାକୁ ବିନମ୍ର ଅନୁରୋଧ। KALINGA KESHARI JENA କଳିଙ୍ଗ କେଶରୀ ଜେନା Satyanarayan Majhi

- ପୁନରୁଦ୍ଧାର ନାଁରେ ଲକ୍ଷାଧିକ ଟଙ୍କା ବରବାଦ୍ - ରାଜାରାଜୁଡ଼ା ଅମଳର ବିରାଟକାୟ ଜଳାଶୟ ଦୟନୀୟ - କରଞ୍ଜିଆ ସହରରେ ଜଳ ସଙ୍କଟ @CMO_Odisha @MoSarkar5T @DM_Mayurbhanj @PRDeptOdisha @BasantiHembram7 ପ୍ରକାଶିତ ଖବରକାଗଜ ଉପରେ ଜିଲ୍ଲା ପ୍ରଶାସନ ମହୋଦୟ ଦୃଷ୍ଟି ଦେବାକୁ ବିନମ୍ର ଅନୁରୋଧ। @KalingaMBJ @snmajhi333
account_circle
𝕵𝖆𝖘𝖍𝖎𝖕𝖚𝖗 𝕿𝖎𝖒𝖊𝖘(@JashipurTimes) 's Twitter Profile Photo

ନେତା ପାଇଁ ଭୋଟ କିମ୍ବା ରାଲି ପାଇଁ ଶହ ଶହ ଲୋକ ଆସୁଛନ୍ତି। ବିକାଶର ସ୍ୱର ଉତ୍ତୋଳନ ପାଇଁ କେହି ଆସିବେ ନାହିଁ।

ବିକାଶ କାହାର ହେବ ନା ? ଲୋକଙ୍କ ଚିନ୍ତାଧାରା ଯେ ପର୍ଯ୍ୟନ୍ତ ବଦଳିବ ନାହିଁ, ସେ ପର୍ଯ୍ୟନ୍ତ କୌଣସି ବିକାଶ ହେବା ଅସମ୍ଭବ।

ନେତା ପାଇଁ ଭୋଟ କିମ୍ବା ରାଲି ପାଇଁ ଶହ ଶହ ଲୋକ ଆସୁଛନ୍ତି। ବିକାଶର ସ୍ୱର ଉତ୍ତୋଳନ ପାଇଁ କେହି ଆସିବେ ନାହିଁ। ବିକାଶ କାହାର ହେବ #ନେତା ନା #ଜନତା ? ଲୋକଙ୍କ ଚିନ୍ତାଧାରା ଯେ ପର୍ଯ୍ୟନ୍ତ ବଦଳିବ ନାହିଁ, ସେ ପର୍ଯ୍ୟନ୍ତ କୌଣସି ବିକାଶ ହେବା ଅସମ୍ଭବ।
account_circle
𝕵𝖆𝖘𝖍𝖎𝖕𝖚𝖗 𝕿𝖎𝖒𝖊𝖘(@JashipurTimes) 's Twitter Profile Photo

- ଏମ୍ସ ଡାକ୍ତରୀ ଛାତ୍ରଙ୍କ ପାଇଁ ଛାତ୍ରାବାସ କେବେ ?
- ଅର୍ଥ ମଞ୍ଜୁର ସତ୍ତ୍ବେ ଜମି ଯୋଗାଇବାରେ ବିଳମ୍ବ
CMO Odisha
MoSarkar 5T
Pradeep Jena IAS
ChiefSecyOdisha
Revenue & DM Department, Government of Odisha Panchayati Raj and Drinking Water Department
SUDAM MARNDI VK Pandiyan Satyanarayan Majhi
ପ୍ରକାଶିତ ଖବରକାଗଜ ଉପରେ ଜିଲ୍ଲା ପ୍ରଶାସନ ମହୋଦୟ ଦୃଷ୍ଟି ଦେବାକୁ ବିନମ୍ର ଅନୁରୋଧ।

- ଏମ୍ସ ଡାକ୍ତରୀ ଛାତ୍ରଙ୍କ ପାଇଁ ଛାତ୍ରାବାସ କେବେ ? - ଅର୍ଥ ମଞ୍ଜୁର ସତ୍ତ୍ବେ ଜମି ଯୋଗାଇବାରେ ବିଳମ୍ବ @CMO_Odisha @MoSarkar5T @PradeepJenaIAS @SecyChief @rdmodisha @PRDeptOdisha @MarndiSudam @VKPandiyan @snmajhi333 ପ୍ରକାଶିତ ଖବରକାଗଜ ଉପରେ ଜିଲ୍ଲା ପ୍ରଶାସନ ମହୋଦୟ ଦୃଷ୍ଟି ଦେବାକୁ ବିନମ୍ର ଅନୁରୋଧ।
account_circle
𝕵𝖆𝖘𝖍𝖎𝖕𝖚𝖗 𝕿𝖎𝖒𝖊𝖘(@JashipurTimes) 's Twitter Profile Photo

ଘାଟକୁଆଁରୀର ଜଳ ଯନ୍ତ୍ରଣା, ଚୁଆ ଭରସାରେ ୮୦ରୁ ଅଧିକ ପରିବାର
CMO Odisha MoSarkar 5T Pradeep Jena IAS ChiefSecyOdisha Collector & District Magistrate Mayurbhanj Rws&s Division Baripada SUDAM MARNDI rwssrairangpur
ପ୍ରକାଶିତ ଖବରକାଗଜ ଉପରେ ଜିଲ୍ଲା ପ୍ରଶାସନ ମହୋଦୟ ଦୃଷ୍ଟି ଦେବାକୁ ବିନମ୍ର ଅନୁରୋଧ
KALINGA KESHARI JENA କଳିଙ୍ଗ କେଶରୀ ଜେନା Satyanarayan Majhi Bishweswar Tudu (मोदी का परिवार)

ଘାଟକୁଆଁରୀର ଜଳ ଯନ୍ତ୍ରଣା, ଚୁଆ ଭରସାରେ ୮୦ରୁ ଅଧିକ ପରିବାର @CMO_Odisha @MoSarkar5T @PradeepJenaIAS @SecyChief @DM_Mayurbhanj @RWSS_Baripada @MarndiSudam @RWSS_Rairangpur ପ୍ରକାଶିତ ଖବରକାଗଜ ଉପରେ ଜିଲ୍ଲା ପ୍ରଶାସନ ମହୋଦୟ ଦୃଷ୍ଟି ଦେବାକୁ ବିନମ୍ର ଅନୁରୋଧ @KalingaMBJ @snmajhi333 @Bishweswar_Tudu
account_circle
𝕵𝖆𝖘𝖍𝖎𝖕𝖚𝖗 𝕿𝖎𝖒𝖊𝖘(@JashipurTimes) 's Twitter Profile Photo

ଯଶିପୁର ବ୍ଲକର ବିଭିନ୍ନ ଗ୍ରାମରେ ତାଣ୍ଡବ ରଚିଲା କାଳବୈଶାଖୀ,୨୦୦ରୁ ଉର୍ଦ୍ଧ୍ବ ଘରଛପର ଉଡ଼ିଗଲା,ବିଦ୍ୟୁତ ତାର ଛିଣ୍ଡି ବହୁ ଗାଁ ଅନ୍ଧାରର
SRC, Govt of Odisha
SSEPD TP Northern Odisha Distribution Limited Collector & District Magistrate Mayurbhanj ZILLA PARISHAD MAYURBHANJ jashipur Jashipur Panchayat, Jashipur
ତୁରନ୍ତ ଆବଶ୍ୟକ ସାହାଯ୍ୟ କରିବାକୁ ନିବେଦନ, କ୍ଷତିପୂରଣ ଅର୍ଥ ପ୍ରଦାନ କରାଯାଉ।

ଯଶିପୁର ବ୍ଲକର ବିଭିନ୍ନ ଗ୍ରାମରେ ତାଣ୍ଡବ ରଚିଲା କାଳବୈଶାଖୀ,୨୦୦ରୁ ଉର୍ଦ୍ଧ୍ବ ଘରଛପର ଉଡ଼ିଗଲା,ବିଦ୍ୟୁତ ତାର ଛିଣ୍ଡି ବହୁ ଗାଁ ଅନ୍ଧାରର @SRC_Odisha @SSEPD2 @tpnodl_balasore @DM_Mayurbhanj @ZP_Mayurbhanj @bdo_jashipur @AP_Jashipur ତୁରନ୍ତ ଆବଶ୍ୟକ ସାହାଯ୍ୟ କରିବାକୁ ନିବେଦନ, କ୍ଷତିପୂରଣ ଅର୍ଥ ପ୍ରଦାନ କରାଯାଉ।
account_circle
𝕵𝖆𝖘𝖍𝖎𝖕𝖚𝖗 𝕿𝖎𝖒𝖊𝖘(@JashipurTimes) 's Twitter Profile Photo


ଗରା ବାଲ୍ଟି ଧରି ଅନ୍ୟ ସହ ଝଗଡ଼ା କରିବାକୁ ପଡ଼େ ପାଣି ମୁନ୍ଦେ ପାଇଁ । ଏ ଚିତ୍ର ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବ୍ଲକ ପାଟିବିଲ ପଞ୍ଚାୟତ କଳାକାଦ ଗ୍ରାମର ।
rwssrairangpur Rural Water Supply and Sanitation, Odisha Collector & District Magistrate Mayurbhanj CMO Odisha Pradeep Jena IAS Basanti Hembram Satyanarayan Majhi
fb.watch/rPb-i0Lxzo/

account_circle
Kulamani Pradhan(@KulamaniPradh13) 's Twitter Profile Photo

Pradeep Jena IAS ସାର୍ ଘର ପୋଡି ଯିବା ଠାରୁ ବଡ଼ ଦୁଃଖ କ'ଣ ? ଯାଜପୁର ଜିଲ୍ଲା ବାରମାଣ ଝୋଟମୁଣ୍ତା ସାହିର ଏ ଦୃଶ୍ୟ ୪୨° ଡିଗ୍ରୀ ଖରା ସାଙ୍ଗକୁ ଗୁଳୁଗୁଳି ପେଟର ଯନ୍ତ୍ରଣା ମନର କୋହ !ପଥର ଖୋଲରେ ଆଶ୍ରୟ ଏଭଳି ପରିସ୍ଥିତିରେ ସରକାର ଯଥା ସମ୍ଭବ ସାହାଯ୍ୟ ସହଯୋଗ ପ୍ରଦାନ କରିବାକୁ ଅନୁରୋଧ bdo_dharamasala Collector & DM, Jajpur ଧର୍ମଶାଳା ତହସିଲ Tahasil Office, Dharmasala

account_circle
𝕵𝖆𝖘𝖍𝖎𝖕𝖚𝖗 𝕿𝖎𝖒𝖊𝖘(@JashipurTimes) 's Twitter Profile Photo

ଦୀର୍ଘ ୨୫ବର୍ଷର ସ୍ଥାୟୀ ସରକାର ପ୍ରକୃତ ହିତାଧିକାରୀ ଆଜି ବି ବଞ୍ଚିତ ଅଛନ୍ତି ପକ୍କା ଘର ପାଇଁ, ତେବେ ଗରିବ ଆଜି ଗରିବ ହିଁ ରହିଛି। ଯଦି ଆଜି ପକ୍କା ଘର ମିଳିଥିଲେ ଆଜି ପବନ ଉଡେଇନଥାନ୍ତା କି? ତୁରନ୍ତ ସାହାଯ୍ୟ କରିବାକୁ ଅନୁରୋଧ SRC, Govt of Odisha Collector & District Magistrate Mayurbhanj ZILLA PARISHAD MAYURBHANJ jashipur Jashipur Panchayat, Jashipur Satyanarayan Majhi

ଦୀର୍ଘ ୨୫ବର୍ଷର ସ୍ଥାୟୀ ସରକାର ପ୍ରକୃତ ହିତାଧିକାରୀ ଆଜି ବି ବଞ୍ଚିତ ଅଛନ୍ତି ପକ୍କା ଘର ପାଇଁ, ତେବେ ଗରିବ ଆଜି ଗରିବ ହିଁ ରହିଛି। ଯଦି ଆଜି ପକ୍କା ଘର ମିଳିଥିଲେ ଆଜି ପବନ ଉଡେଇନଥାନ୍ତା କି? ତୁରନ୍ତ ସାହାଯ୍ୟ କରିବାକୁ ଅନୁରୋଧ @SRC_Odisha @DM_Mayurbhanj @ZP_Mayurbhanj @bdo_jashipur @AP_Jashipur @snmajhi333
account_circle