Shankar Pujari(@shan92648) 's Twitter Profile Photo

ଭଙ୍ଗା ପାଇପ ଦ୍ୱାରା ବ୍ରିଜ ନିର୍ମାଣ କାମ ହେବାସହ ୪ବର୍ଷ ହେଲା 5କିମି ପ୍ରଧାନମନ୍ତ୍ରୀ ସଡ଼କ ରାସ୍ତା କାମ ଅଧ ପନ୍ତରିଆ ଅବସ୍ଥାରେ ପଡ଼ି ରହିଛି କୋରାପୁଟ ଜିଲା ନନ୍ଦପୁର ବ୍ଲକ ପାଡ଼ୁଆ ପଞ୍ଚାୟତ ଗାଲଗଣ୍ଡା ଠାରୁ ସଦରଆମ୍ବ CMO Odisha Odisha Rural Collector and District Magistrate, Koraput Panchayati Raj and Drinking Water Department Pradeep Jena IAS Odisha Vigilance Works Department, Odisha

account_circle
Shankar Pujari(@shan92648) 's Twitter Profile Photo

କୋରାପୁଟ ଜିଲା ନନ୍ଦପୁର ବ୍ଲକ ବାଡେଲ ପଞ୍ଚାୟତ କିତବା ଗାଁ ର ୯୦ ପରିବାରକୁ ଗୋଟିଏ ନଳକୂପ ୬/୭ ଗରା ପାଣି ବାହାରିଲା ପରେ ପାଣି ବନ୍ଦ ହୋଇ ଯାଉଛି ସୌରଚାଳିତ ପ୍ରକଳ୍ପ ଅଚଳ ଅବସ୍ଥାରେ ପଡ଼ି ରହିଛି Collector and District Magistrate, Koraput ଜିଲା ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ପାନୀୟ ଜଳ ସମସ୍ୟା ଦୂର କରିବାକୁ ଅନୁରୋଧ Rural Water Supply and Sanitation, Odisha Panchayati Raj and Drinking Water Department

କୋରାପୁଟ ଜିଲା ନନ୍ଦପୁର ବ୍ଲକ ବାଡେଲ ପଞ୍ଚାୟତ କିତବା ଗାଁ ର ୯୦ ପରିବାରକୁ ଗୋଟିଏ ନଳକୂପ ୬/୭ ଗରା ପାଣି ବାହାରିଲା ପରେ ପାଣି ବନ୍ଦ ହୋଇ ଯାଉଛି ସୌରଚାଳିତ ପ୍ରକଳ୍ପ ଅଚଳ ଅବସ୍ଥାରେ ପଡ଼ି ରହିଛି @dmkoraput ଜିଲା ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ପାନୀୟ ଜଳ ସମସ୍ୟା ଦୂର କରିବାକୁ ଅନୁରୋଧ @RWSS_Odisha @PRDeptOdisha
account_circle
Shankar Pujari(@shan92648) 's Twitter Profile Photo

କୋରାପୁଟ ସଦର ବ୍ଲକ ଘାଟଗୁଡ଼ା ଛକ ଠାରେ ଥିବା ସୋଲାର ହାଇମାଷ୍ଟ ଲାଇଟ ଲଗା ଯିବାର ୬ମାସ ଭିତରେ ଅଚଳ ହୋଇ ଯାଇଛି।ବ୍ଲକ ପ୍ରଶାସନ ସୁନାବେଡ଼ା ପୌରପରିଷଦ ଜାତୀୟ ରାଜପଥ ବିଭାଗ ବିଧାୟକଙ୍କୁ ଗ୍ରାମବାସୀ ଅଭିଯୋଗ କରିଛନ୍ତି କିନ୍ତୁ ଏହାର ମରାମତି କିଏ କରିବ ଜାଣି ନାହାନ୍ତି Collector and District Magistrate, Koraput ଜିଲା ପ୍ରଶାସନକୁ ଅନୁରୋଧ ଏଥି ପ୍ରତି ଦୃଷ୍ଟି ଦିଅନ୍ତୁ

କୋରାପୁଟ ସଦର ବ୍ଲକ ଘାଟଗୁଡ଼ା ଛକ ଠାରେ ଥିବା ସୋଲାର ହାଇମାଷ୍ଟ ଲାଇଟ ଲଗା ଯିବାର ୬ମାସ ଭିତରେ ଅଚଳ ହୋଇ ଯାଇଛି।ବ୍ଲକ ପ୍ରଶାସନ ସୁନାବେଡ଼ା ପୌରପରିଷଦ ଜାତୀୟ ରାଜପଥ ବିଭାଗ ବିଧାୟକଙ୍କୁ ଗ୍ରାମବାସୀ ଅଭିଯୋଗ କରିଛନ୍ତି କିନ୍ତୁ ଏହାର ମରାମତି କିଏ କରିବ ଜାଣି ନାହାନ୍ତି @dmkoraput ଜିଲା ପ୍ରଶାସନକୁ ଅନୁରୋଧ ଏଥି ପ୍ରତି ଦୃଷ୍ଟି ଦିଅନ୍ତୁ
account_circle
Shankar Pujari(@shan92648) 's Twitter Profile Photo

ଅନାଥ ବବୁଲୁଙ୍କୁ ସରକାରୀ ସହାୟତା ଯୋଗାଇ ଦେବା ସହ ଥଇଥାନ କରିବା ବ୍ୟବସ୍ଥା କରିବାକୁ Collector and District Magistrate, Koraput ଜିଲା ପ୍ରଶାସନ କୁ ବିନମ୍ର ତାର ସହ ଅନୁରୋଧ କରୁଛୁ CMO Odisha Panchayati Raj and Drinking Water Department MoSarkar 5T SSEPD Pradeep Jena IAS Department of WCD, Government of Odisha DSSO SSEPD KORAPUT BDO,Dasamantpur

ଅନାଥ ବବୁଲୁଙ୍କୁ ସରକାରୀ ସହାୟତା ଯୋଗାଇ ଦେବା ସହ ଥଇଥାନ କରିବା ବ୍ୟବସ୍ଥା କରିବାକୁ @dmkoraput ଜିଲା ପ୍ରଶାସନ କୁ ବିନମ୍ର ତାର ସହ ଅନୁରୋଧ କରୁଛୁ @CMO_Odisha @PRDeptOdisha @MoSarkar5T @SSEPD2 @PradeepJenaIAS @WCDOdisha @DssoKoraput @BDODasamantpur
account_circle
Shankar Pujari(@shan92648) 's Twitter Profile Photo

କୋରାପୁଟ ଜିଲା ନନ୍ଦପୁର ବ୍ଲକ ଥୁବା ପଞ୍ଚାୟତ ପରଟା ଗ୍ରାମର ମଧୁ ଦେସ୍ତୀ ଦାଦନ ଶ୍ରମିକ ଭାବେ ହାଇଦ୍ରାବାଦ ଓଜାନିନଗର ବିଡ଼ିଭି ପ୍ରୋଜେକ୍ଟ ପରିସରରେ ଝୁଲନ୍ତା ଅବସ୍ଥାରେ ମୃତ୍ୟୁ CMO Odisha Ministry of Labour & Employment, GoI Labour & ESI Dept. Government of Odisha Labour Commissioner, Odisha Pradeep Jena IAS SE RWS&S KORAPUT ଘରେ କେମିତି ମୃତ ଶରୀର ଆସିବ ଚିନ୍ତା ରେ ପରିବାର

କୋରାପୁଟ ଜିଲା ନନ୍ଦପୁର ବ୍ଲକ ଥୁବା ପଞ୍ଚାୟତ ପରଟା ଗ୍ରାମର ମଧୁ ଦେସ୍ତୀ ଦାଦନ ଶ୍ରମିକ ଭାବେ ହାଇଦ୍ରାବାଦ ଓଜାନିନଗର ବିଡ଼ିଭି ପ୍ରୋଜେକ୍ଟ ପରିସରରେ ଝୁଲନ୍ତା ଅବସ୍ଥାରେ ମୃତ୍ୟୁ @CMO_Odisha @LabourMinistry @LESIOdisha @LabourOdisha @PradeepJenaIAS @RWSS_Koraput ଘରେ କେମିତି ମୃତ ଶରୀର ଆସିବ ଚିନ୍ତା ରେ ପରିବାର
account_circle
Shankar Pujari(@shan92648) 's Twitter Profile Photo

କୋରାପୁଟ ଜିଲା ନନ୍ଦପୁର ସଦର ଥାନାରେ ପିଇବାପାଣି,ଶୌଚାଳୟ ଓ ସ୍ୱଚ୍ଛ ପରିମଳ ବୋଲି ବ୍ୟବସ୍ଥା ନମିଳିବା ଦ୍ୱାରା ଥାନାକୁ ଆସୁଥିବା ଦୋଷୀ ଓ ନିର୍ଦ୍ଧୋଷ , ମହିଳା ପୁରୁଷ ଓ ବରିଷ୍ଟ ନାଗରିକମାନଙ୍କୁ ପାନୀୟ ଜଳର କୌଣସି ସୁବିଧା ନଥିବାରୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି CMO Odisha Collector and District Magistrate, Koraput Panchayati Raj and Drinking Water Department Rural Water Supply and Sanitation, Odisha

କୋରାପୁଟ ଜିଲା ନନ୍ଦପୁର ସଦର ଥାନାରେ ପିଇବାପାଣି,ଶୌଚାଳୟ ଓ ସ୍ୱଚ୍ଛ ପରିମଳ ବୋଲି ବ୍ୟବସ୍ଥା ନମିଳିବା ଦ୍ୱାରା ଥାନାକୁ ଆସୁଥିବା ଦୋଷୀ ଓ ନିର୍ଦ୍ଧୋଷ , ମହିଳା ପୁରୁଷ ଓ ବରିଷ୍ଟ ନାଗରିକମାନଙ୍କୁ ପାନୀୟ ଜଳର କୌଣସି ସୁବିଧା ନଥିବାରୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି @CMO_Odisha @dmkoraput @PRDeptOdisha @RWSS_Odisha
account_circle
Shankar Pujari(@shan92648) 's Twitter Profile Photo

ରେଗୁଲାର ଛାତ୍ରଛାତ୍ରୀଙ୍କୁ ଏକ୍ସ ରେଗୁଲାର ସାର୍ଟିଫିକେଟ CMO Odisha EducationOdisha Ministry of Education I & PR Department, Odisha Pradeep Jena IAS Panchayati Raj and Drinking Water Department Collector and District Magistrate, Koraput deokoraput 12 Baje 12 minute କୋରାପୁଟ ଜିଲା ଦାମନଯୋଡି ଉପକଣ୍ଠ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ମାଥାଲପୁଟ ବିଦ୍ୟାଳୟରେ ଘଟିଛି ଦୃଷ୍ଟି ଦିଅନ୍ତୁ ଶିକ୍ଷା ବିଭାଗ

ରେଗୁଲାର ଛାତ୍ରଛାତ୍ରୀଙ୍କୁ ଏକ୍ସ ରେଗୁଲାର ସାର୍ଟିଫିକେଟ @CMO_Odisha @SMEOdisha @EduMinOfIndia @IPR_Odisha @PradeepJenaIAS @PRDeptOdisha @dmkoraput @deokoraput1 @12_baje କୋରାପୁଟ ଜିଲା ଦାମନଯୋଡି ଉପକଣ୍ଠ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ମାଥାଲପୁଟ ବିଦ୍ୟାଳୟରେ ଘଟିଛି ଦୃଷ୍ଟି ଦିଅନ୍ତୁ ଶିକ୍ଷା ବିଭାଗ
account_circle
Shankar Pujari(@shan92648) 's Twitter Profile Photo

ନଳକୂଅ ଖନନ କରି ୧୧ ମାସ ହୋଇ ଗଲା ହେଣ୍ଡଲ୍ ପିଟିଂ ନ କରି ଭୁଲି ଯାଇଛି ପ୍ରଶାସନ ଏଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲା ନନ୍ଦପୁର ବ୍ଲକ ପାଡ଼ୁଆ ପଞ୍ଚାୟତ ଗାଲଗଣ୍ଡା ଅଙ୍ଗନୱାଡ଼ି କେନ୍ଦ୍ର ରେ CMO Odisha Panchayati Raj and Drinking Water Department Rural Water Supply and Sanitation, Odisha Pradeep Jena IAS I & PR Department, Odisha Collector and District Magistrate, Koraput Additional Chief Engineer, RWS&S Circle Koraput SE RWS&S KORAPUT

account_circle
Young Odisha(@young_odisha1) 's Twitter Profile Photo

ଆମ ଓଡିଶା ନବୀନ ଓଡିଶା!
ଖଇରପୁଟ ବ୍ଲକ ବୋଧ ହୁଏ ଓଡ଼ିଶା ବାହାରେ. 😄

କାହିଁକି ନା ଆମ ସରକାର ମାଲକାନଗିରି କୁ ପ୍ରଥମେ ଏବଂ ବହୁତ ଗୁରୁତ୍ତ୍ୱ ଦିୟନ୍ତି.

account_circle