Debendra Mohapatra BJP(@BJPDebendra) 's Twitter Profile Photo

ନାମାଙ୍କନ ପତ୍ର ଦାଖଲ ପୂର୍ବରୁ ରେଢ଼ାଖୋଲ ଠାରେ ଥିବା ମାଁ ବିନ୍ଦ୍ୟାବାସିନୀଙ୍କ ପିଠ ଓ କାଶୀ ବିଶ୍ୱନାଥ ବାବାଙ୍କ ଦର୍ଶନ କରିବା ସହିତ ଆଶୀର୍ବାଦ ଲାଭ କଲି l

account_circle
Debendra Mohapatra BJP(@BJPDebendra) 's Twitter Profile Photo

ରେଢ଼ାଖୋଲ ବିଧାନସଭା ହୁମା ମଣ୍ଡଳ ଅନ୍ତର୍ଗତ ସାହାସପୁର ପଞ୍ଚାୟତର ଶରଧାପାଲି ଗ୍ରାମରେ ହୋଉଥିବା ନାମ ଯଜ୍ଞ ରେ ଯୋଗ ଦେଇ ହରି ନାମ ନେବା ସହିତ ପ୍ରଭୁ କୃପା ଲାଭ କଲି l

account_circle
Debendra Mohapatra BJP(@BJPDebendra) 's Twitter Profile Photo

ରେଢ଼ାଖୋଲ ବିଧାନସଭା ନାକଟିଦେଉଳ ଅନ୍ତର୍ଗତ ସରାପାଲି ପଞ୍ଚାୟତର କତରାପାଲି ଗ୍ରାମ ରେ ଚାଲିଥିବା ମହା ବିଷ୍ଣୁ ଯଜ୍ଞ୍ୟ 21ଖଣ୍ଡ ଗ୍ରାମ କୁ ନେଇ ଆୟୋଜିତ ହୋଇଥିଲା ଓ ହଜାର ହଜାର ସଂଖ୍ୟାରେ ଭକ୍ତଙ୍କ ସହ ହରି ନାମ ନେଇ ଆତ୍ମ ତୃପ୍ତି ଲାଭ କଲି ଓ ରକ୍ତ ଦାନ ଶିବିରରେ ମଧ୍ୟ ଯୋଗ ଦେଇଥିଲୁ l

#Sambalpur 
#Rairakhol  
#Bjpsambalpur
account_circle
Debashis das(@Debashisda33982) 's Twitter Profile Photo

ସମ୍ବଲପୁର ମାଟିର କଳା, ସଂସ୍କୃତିର ବିକାଶ ପାଇଁ ଲଢୁଆ ନେତା ଧର୍ମେନ୍ଦ୍ର ପ୍ରଧାନ , ଜୟନାରାୟଣ ମିଶ୍ର ଏବଂ ନାଉରୀ ନାୟକଙ୍କ ନାମାଙ୍କନ ଶୋଭାଯାତ୍ରାରେ ବିପୁଳ ସଂଖ୍ୟାରେ ଯୋଗ ଦେବାପାଇଁ ଅନୁରୋଧ ।

account_circle
Debendra Mohapatra BJP(@BJPDebendra) 's Twitter Profile Photo

ରେଢ଼ାଖୋଲ ବିଧାନସଭା ହୁମା ମଣ୍ଡଳ ଅନ୍ତର୍ଗତ ଧମା ଗ୍ରାମରେ ଆୟୋଜିତ ହୋଇଥିବା କୈବର୍ତ୍ତ ସମାଜର ପ୍ରସ୍ତୁତି ବୈଠକରେ ଯୋଗ ଦେବା ସହିତ ଘର ଘର ବୁଲି ମୋଦିଜୀଙ୍କ ଜନ କଲ୍ୟାଣ କାରି ଯୋଜନା ବିଷୟରେ ଅବଗତ କରି ବିଜେପିକୁ ଭୋଟ ଦେବା ପାଇଁ ଅନୁରୋଧ କଲୁ l

ରେଢ଼ାଖୋଲ ବିଧାନସଭା ହୁମା ମଣ୍ଡଳ ଅନ୍ତର୍ଗତ ଧମା ଗ୍ରାମରେ ଆୟୋଜିତ ହୋଇଥିବା କୈବର୍ତ୍ତ ସମାଜର ପ୍ରସ୍ତୁତି ବୈଠକରେ ଯୋଗ ଦେବା ସହିତ ଘର ଘର ବୁଲି ମୋଦିଜୀଙ୍କ ଜନ କଲ୍ୟାଣ କାରି ଯୋଜନା ବିଷୟରେ ଅବଗତ କରି ବିଜେପିକୁ ଭୋଟ ଦେବା ପାଇଁ ଅନୁରୋଧ କଲୁ l
#Sambalpur 
#Rairakhol 
#Bjpsambalpur 
#OdishaNews 
#BJP4Odisha
account_circle
Debendra Mohapatra BJP(@BJPDebendra) 's Twitter Profile Photo

ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀ ଭାଳିଆକଟା ପଞ୍ଚାୟତ କାଉଡିଆପାଲି ଗ୍ରାମରେ ହୋଉଥିବା ନାମ ଯଜ୍ଞ ରେ ଯୋଗ ଦେଇ ହରି ନାମ ନେବା ସହିତ ପ୍ରଭୁ କୃପା ଲାଭ କଲି l

#Sambalpur #Rairakhol  #Bjpsambalpur #OdishaNews #BJP4Odisha
account_circle
Satyashib Nayak(@satyashib1234) 's Twitter Profile Photo

ସମ୍ବଲପୁର ମାଟିର କଳା, ସଂସ୍କୃତିର ବିକାଶ ପାଇଁ ଲଢୁଆ ନେତା ଧର୍ମେନ୍ଦ୍ର ପ୍ରଧାନ , ଜୟନାରାୟଣ ମିଶ୍ର ଏବଂ ନାଉରୀ ନାୟକଙ୍କ ନାମାଙ୍କନ ଶୋଭାଯାତ୍ରାରେ ବିପୁଳ ସଂଖ୍ୟାରେ ଯୋଗ ଦେବାପାଇଁ ଅନୁରୋଧ ।

account_circle
Debendra Mohapatra BJP(@BJPDebendra) 's Twitter Profile Photo

ରେଢ଼ାଖୋଲ ବିଧାନସଭା ଜୁଯୁମୁରା ମଣ୍ଡଳ ଅନ୍ତର୍ଗତ ବିର୍ସିଙ୍ଗଗଡ ପଞ୍ଚାୟତର ଚିଲାଟିକୁତ ଗ୍ରାମରେ ହୋଉଥିବା ନାମ ଯଜ୍ଞ ରେ ଯୋଗ ଦେଇ ହରି ନାମ ନେବା ସହିତ ପ୍ରଭୁ କୃପା ଲାଭ କଲି l

ରେଢ଼ାଖୋଲ ବିଧାନସଭା ଜୁଯୁମୁରା ମଣ୍ଡଳ ଅନ୍ତର୍ଗତ ବିର୍ସିଙ୍ଗଗଡ ପଞ୍ଚାୟତର ଚିଲାଟିକୁତ ଗ୍ରାମରେ ହୋଉଥିବା ନାମ ଯଜ୍ଞ ରେ ଯୋଗ ଦେଇ ହରି ନାମ ନେବା ସହିତ ପ୍ରଭୁ କୃପା ଲାଭ କଲି l
#Sambalpur #Rairakhol  #Bjpsambalpur #OdishaNews #BJP4Odisha
account_circle
Debendra Mohapatra BJP(@BJPDebendra) 's Twitter Profile Photo

ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀ ପଡ଼ିଆବାହାଲ ମଣ୍ଡଳ ଅନ୍ତର୍ଗତ ବାହାମ ଗ୍ରାମରେ ଯୁବକ ମାନଙ୍କୁ ନେଇ ହୋଇଥିବା ପ୍ରସ୍ତୁତି ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଜନ କଲ୍ୟାଣ କାରି ଯୋଜନା ବିଷୟରେ ଅବଗତ କଲୁ l

ରେଢ଼ାଖୋଲ ବିଧାନସଭା ନାକଟିଦେଉଳ ଗ୍ରାମର ଯୁବକ ଓ ମହିଳା ମାନଙ୍କ ସହିତ ଘର ଘର ବୁଲି ମୋଦି ଜି ଙ୍କ ଜନକଲ୍ୟାଣ କାରି ଯୋଜନା ବିଷୟରେ ଅବଗତ କରେଇ କେନ୍ଦ୍ର ରେ ପୁନର୍ବାର ମୋଦି ସରକାର ଓ ଓଡ଼ିଶାରେ ବିଜେପି ସରକାର ଗଠନ ପାଇଁ ଅନୁରୋଧ କଲି ।
.

#Sambalpur #Rairakhol #Bjpsambalpur #OdishaNews #BJP4Odisha #naktidaula
account_circle
Debendra Mohapatra BJP(@BJPDebendra) 's Twitter Profile Photo

ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀ କିସିଣ୍ଡା ପଞ୍ଚାୟତର ଖଣ୍ଡିଆମୁଣ୍ଡା ଗ୍ରାମର ଯୁବକ ଓ ମହିଳା ମାନଙ୍କୁ ମୋଦିଜିଙ୍କ ଜନକଲ୍ୟାଣ କାରି ଯୋଜନା ବିଷୟରେ ଅବଗତ କରେଇ କେନ୍ଦ୍ରରେ ମୋଦି ସରକାର ଓ ଓଡ଼ିଶାରେ ବିଜେପି ସରକାର ଗଠନ ପାଇଁ ଅନୁରୋଧ କଲି ।
.
.
.

ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀ କିସିଣ୍ଡା ପଞ୍ଚାୟତର ଖଣ୍ଡିଆମୁଣ୍ଡା ଗ୍ରାମର ଯୁବକ ଓ ମହିଳା ମାନଙ୍କୁ ମୋଦିଜିଙ୍କ ଜନକଲ୍ୟାଣ କାରି ଯୋଜନା ବିଷୟରେ ଅବଗତ କରେଇ କେନ୍ଦ୍ରରେ ମୋଦି ସରକାର ଓ ଓଡ଼ିଶାରେ ବିଜେପି ସରକାର ଗଠନ ପାଇଁ ଅନୁରୋଧ କଲି ।
.
.
.
#Sambalpur #Rairakhol #Bjpsambalpur #OdishaNews #BJP4Odisha
account_circle
Debendra Mohapatra BJP(@BJPDebendra) 's Twitter Profile Photo

ରେଢ଼ାଖୋଲ ବିଧାନସଭା ହୁମା ମଣ୍ଡଳ ଅନ୍ତର୍ଗତ ସାହାସପୁର ପଞ୍ଚାୟତର ବାଉସେନମୁରା ଗ୍ରାମରେ ନlରିବନ୍ଧନ କାର୍ଯକ୍ରମ ଆୟୋଜିତ ହୋଇଥିଲା ଓ ବାଉସେନମୁରା ଗ୍ରାମର ନାରୀମାନଙ୍କ ଦ୍ଵାରା ଏହି କାର୍ଯ୍ୟକ୍ରମ ସଫଳ ହୋଇଥିଲା l

#humaduma
account_circle
Debendra Mohapatra BJP(@BJPDebendra) 's Twitter Profile Photo

ରେଢ଼ାଖୋଲ ବିଧାନସଭା ନାକଟିଦେଉଳ ମଣ୍ଡଳ ଅନ୍ତର୍ଗତ ଜାମଜୁରୀ, ବାଘବର, ଅଙ୍ଗାବିରା ଗ୍ରାମର ଯୁବକ ମାନଙ୍କ ସହିତ ଘର ଘର ବୁଲି ମୋଦି ଜି ଙ୍କ ଜନକଲ୍ୟାଣ କାରି ଯୋଜନା ବିଷୟରେ ଅବଗତ କରେଇ କେନ୍ଦ୍ର ରେ ପୁନର୍ବାର ମୋଦି ସରକାର ଓ ଓଡ଼ିଶାରେ ବିଜେପି ସରକାର ଗଠନ ପାଇଁ ଅନୁରୋଧ କଲି l

#Sambalpur #Rairakhol  #Bjpsambalpur #OdishaNews
account_circle
BJP Sambalpur(@SambalpurBJP) 's Twitter Profile Photo

ମହିଳାଙ୍କୁ ସ୍ବଚ୍ଛ ଇନ୍ଧନ ପ୍ରଦାନ କରିବା ମୋଦୀଙ୍କ ଗ୍ୟାରେଣ୍ଟି I ସମ୍ବଲପୁର ସଂସଦୀୟ କ୍ଷେତ୍ରରେ ୧ଲକ୍ଷ ୪୬ହଜାର ମହିଳାଙ୍କୁ ମାଗଣାରେ ଏଲପିଜି ସଂଯୋଗ ମିଳିଛି ।

ଧନ୍ୟବାଦ ଉଜ୍ଜଳା ମ୍ୟାନ ଧର୍ମେନ୍ଦ୍ର ।

account_circle
Dharmendra Pradhan FC(@DPradhanFC) 's Twitter Profile Photo

ସମ୍ବଲପୁର ମାଟିର କଳା, ସଂସ୍କୃତିର ବିକାଶ ପାଇଁ ଲଢୁଆ ନେତା ଧର୍ମେନ୍ଦ୍ର ପ୍ରଧାନ , ଜୟନାରାୟଣ ମିଶ୍ର ଏବଂ ନାଉରୀ ନାୟକଙ୍କ ନାମାଙ୍କନ ଶୋଭାଯାତ୍ରାରେ ବିପୁଳ ସଂଖ୍ୟାରେ ଯୋଗ ଦେବାପାଇଁ ଅନୁରୋଧ ।

account_circle
Subham Nayak #1(@Subhamnayak117) 's Twitter Profile Photo

ଆସନ୍ତା କାଲି(୦୨.୦୫.୨୦୨୪) ଗୁରୁବାର ଦିନ ମା' ସମଲେଶ୍ଵରୀ ମନ୍ଦିରରୁ ଜିଲ୍ଲାପାଳ କାର୍ଯ୍ୟାଳୟ ପର୍ଯ୍ୟନ୍ତ ହେବାକୁ ଥିବା ନାମାଙ୍କନ ଶୋଭାଯାତ୍ରାରେ ନିଜକୁ ସାମିଲ କରିବା ସହ ଆମେ ସମସ୍ତେ ସ୍ଵାଭିମାନୀ ସମ୍ବଲପୁର ମାଟି ପାଇଁ ଲଢେଇ କରିବା ।

#BJPSambalpur #BJPOdisha
account_circle
News18 Odia(@News18Odia) 's Twitter Profile Photo

ସମ୍ବଲପୁର ସାପଲହରା ଗାଁରେ ଅକ୍ଷିମୁଠି ଅନୁକୂଳ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

Dharmendra Pradhan (मोदी का परिवार) BJP Sambalpur

account_circle
Ripan kumar pradhan(@Rkumar2000000) 's Twitter Profile Photo

This is thecondition of traffic at Ainthapali.Again sir when the construction work of AINTHAPALI FLYOVER will start?you should visit Ainthapali to realise thesuffering of common people during this summer season NHAI PIU SAMBALPUR NHAI DM Sambalpur Dharmendra Pradhan (मोदी का परिवार) BJP Sambalpur

This is thecondition of traffic at Ainthapali.Again sir when the construction work of AINTHAPALI FLYOVER will start?you should visit Ainthapali to realise thesuffering of common people during this summer season @SambalpurPiu @NHAI_Official @DmSambalpur @dpradhanbjp @BjpSambalpur
account_circle