New Delhi Odia Samaj(@NewSamaj) 's Twitter Profile Photo

ଶେଷ ଚୈତ୍ର ମଙ୍ଗଳବାରରେ ଦାଣ୍ଡରେ ମା ମଙ୍ଗଳାଙ୍କୁ ସୁମରଣା କରି ନାରୀମାନଙ୍କ ପୂଜାର୍ଚ୍ଚନା ।🌺

ଶେଷ ଚୈତ୍ର ମଙ୍ଗଳବାରରେ ଦାଣ୍ଡରେ ମା ମଙ୍ଗଳାଙ୍କୁ ସୁମରଣା କରି ନାରୀମାନଙ୍କ ପୂଜାର୍ଚ୍ଚନା ।🌺

#ChaitraPurnima #ଚୈତ୍ରପୂର୍ଣ୍ଣିମା #maamangala #mangalaosha #OdiaCulture #odiatradition #Odisha #OdiaSamaj
account_circle
New Delhi Odia Samaj(@NewSamaj) 's Twitter Profile Photo

ତାଳଚେରର ଅଧିଷ୍ଠାତ୍ରୀ ଦେବୀ ଅଗ୍ନିରୂପା ମା' ହିଙ୍ଗୁଳାଙ୍କ ପ୍ରସିଦ୍ଧ ହିଙ୍ଗୁଳା ଯାତ୍ରା ଉପଲକ୍ଷେ ଶୁଭକାମନା ! 🙏🌸

ତାଳଚେରର ଅଧିଷ୍ଠାତ୍ରୀ ଦେବୀ ଅଗ୍ନିରୂପା ମା' ହିଙ୍ଗୁଳାଙ୍କ ପ୍ରସିଦ୍ଧ ହିଙ୍ଗୁଳା ଯାତ୍ରା ଉପଲକ୍ଷେ ଶୁଭକାମନା ! 🙏🌸

#ହିଙ୍ଗୁଳାଯାତ୍ରା #HingulaJatra #MaaHingula #OdiaCulture #OdiaTradition #odiafestival #Odisha #OdiaSamaj
account_circle
New Delhi Odia Samaj(@NewSamaj) 's Twitter Profile Photo

ନିରାକାର ଅଙ୍ଗୁ ଏ ବାଶେଳୀ ଅଟେ ଜାଣ
ଏହାଙ୍କୁ ପୂଜିଲେ ପାଇ ବଇକୁଣ୍ଠ ସ୍ଥାନ

ମା' ବାଶେଳୀଙ୍କ ଆରାଧନାର ପର୍ବ ଚୈତ୍ର ପୂର୍ଣ୍ଣିମା ଉପଲକ୍ଷେ ଶୁଭେଚ୍ଛା!🙏🌸

ନିରାକାର ଅଙ୍ଗୁ ଏ ବାଶେଳୀ ଅଟେ ଜାଣ
ଏହାଙ୍କୁ ପୂଜିଲେ ପାଇ ବଇକୁଣ୍ଠ ସ୍ଥାନ

ମା' ବାଶେଳୀଙ୍କ ଆରାଧନାର ପର୍ବ ଚୈତ୍ର ପୂର୍ଣ୍ଣିମା ଉପଲକ୍ଷେ ଶୁଭେଚ୍ଛା!🙏🌸
#ChaitraPurnima #ଚୈତ୍ରପୂର୍ଣ୍ଣିମା #OdiaCulture #odiatradition #Odisha #OdiaSamaj
account_circle
New Delhi Odia Samaj(@NewSamaj) 's Twitter Profile Photo

ଓଡ଼ିଶାର ପ୍ରଥମ ଜ୍ଞାନପୀଠ ପୁରସ୍କାର ସମ୍ମାନୀତ ଔପନ୍ୟାସିକ ଗୋପୀନାଥ ମହାନ୍ତିଙ୍କ ଜନ୍ମ ବାର୍ଷିକୀରେ ଶ୍ରଦ୍ଧା ସୁମନ। 🙏🌸

ଓଡ଼ିଶାର ପ୍ରଥମ ଜ୍ଞାନପୀଠ ପୁରସ୍କାର ସମ୍ମାନୀତ ଔପନ୍ୟାସିକ ଗୋପୀନାଥ ମହାନ୍ତିଙ୍କ ଜନ୍ମ ବାର୍ଷିକୀରେ ଶ୍ରଦ୍ଧା ସୁମନ। 🙏🌸

#Birthanniversary #ଗୋପୀନାଥମହାନ୍ତି #GopinathMohanty #OdiaWriter #Odisha #Shradhanjali #OdiaSamaj
account_circle
Life and Time Odisha(@lifetimeodisha) 's Twitter Profile Photo

Energetic and Powerful performance on 𝗦𝘄𝗮𝗿𝗮𝗷𝘆𝗮 𝗚𝗮𝘁𝗵𝗮 '𝗔𝗻𝗮𝗻𝘆𝗮 𝗢𝗱𝗶𝘀𝗵𝗮' - 𝗙𝘂𝘀𝗶𝗼𝗻 𝗖𝗵𝗵𝗮𝘂 & 𝗣𝗮𝗶𝗸𝗮 𝗗𝗮𝗻𝗰𝗲 by Guru Aniruddha Das and troupe at !

Energetic and Powerful performance on 𝗦𝘄𝗮𝗿𝗮𝗷𝘆𝗮 𝗚𝗮𝘁𝗵𝗮 '𝗔𝗻𝗮𝗻𝘆𝗮 𝗢𝗱𝗶𝘀𝗵𝗮' - 𝗙𝘂𝘀𝗶𝗼𝗻 𝗖𝗵𝗵𝗮𝘂 & 𝗣𝗮𝗶𝗸𝗮 𝗗𝗮𝗻𝗰𝗲 by Guru Aniruddha Das and troupe at #OdishaParba2023!

#SpiritOfOdisha #PrideOfOdisha #OdiaSamaj #NewDelhi #LifeandTimeOdisha
account_circle
Subrat Behera (ମୋଦୀ ଙ୍କ ପରିବାର)(@SubratB_Odisha) 's Twitter Profile Photo

ଦିଲ୍ଲୀ ରେ 'ଓଡ଼ିଶା ପର୍ବ ୨୦୨୩' ବୁଲିଲେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଦିଲ୍ଲୀ ରେ 'ଓଡ଼ିଶା ପର୍ବ ୨୦୨୩' ବୁଲିଲେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ । 
#OdishaParba #OdiaSamaj #DharmendraPradhan #Delhi
account_circle
New Delhi Odia Samaj(@NewSamaj) 's Twitter Profile Photo

Congratulations to Pabitra Sahu for his outstanding performance and silver medal victory at the Wheelchair Fencing U23 World Championships. 🥈

ForSports

odiasamaj.org/odishas-wheelc…

account_circle
Life and Time Odisha(@lifetimeodisha) 's Twitter Profile Photo

ଭାରତର ଗର୍ବ ଓଡ଼ିଶା ପର୍ବର ମହା ମଞ୍ଚରେ ଅନ୍ତର୍ଜାତୀୟ ନୃତ୍ୟଶିଳ୍ପୀ ଶାଶ୍ୱତ ଯୋଶୀ ଏବଂ ତାଙ୍କ ନୃତ୍ୟାନୁଷ୍ଠାନ 'ଲାସ୍ୟକଳା' ତରଫରୁ ଚମତ୍କାର ନୃତ୍ୟ ପ୍ରଦର୍ଶନର ଝଲକ...

ଭାରତର ଗର୍ବ ଓଡ଼ିଶା ପର୍ବର ମହା ମଞ୍ଚରେ ଅନ୍ତର୍ଜାତୀୟ ନୃତ୍ୟଶିଳ୍ପୀ ଶାଶ୍ୱତ ଯୋଶୀ ଏବଂ ତାଙ୍କ ନୃତ୍ୟାନୁଷ୍ଠାନ 'ଲାସ୍ୟକଳା' ତରଫରୁ ଚମତ୍କାର ନୃତ୍ୟ ପ୍ରଦର୍ଶନର ଝଲକ...
#OdishaParba2023 #SpiritOfOdisha #PrideOfOdisha #OdiaSamaj #LifeandTimeOdisha
account_circle
New Delhi Odia Samaj(@NewSamaj) 's Twitter Profile Photo

ବିଶ୍ବ ଐତିହ୍ୟ ଦିବସରେ ଆସନ୍ତୁ ଉତ୍କଳର ଉତ୍କୃଷ୍ଟ କାରୁକାର୍ଯ୍ୟପୂର୍ଣ୍ଣ ଐତିହ୍ୟ ଗୁଡ଼ିକୁ ସୁରକ୍ଷିତ ରଖିବା ପାଇଁ ଶପଥ ନେବା ।

Day

ବିଶ୍ବ ଐତିହ୍ୟ ଦିବସରେ ଆସନ୍ତୁ ଉତ୍କଳର ଉତ୍କୃଷ୍ଟ କାରୁକାର୍ଯ୍ୟପୂର୍ଣ୍ଣ ଐତିହ୍ୟ ଗୁଡ଼ିକୁ ସୁରକ୍ଷିତ ରଖିବା ପାଇଁ ଶପଥ ନେବା । 

#ବିଶ୍ବଐତିହ୍ୟଦିବସ #HeritageOfOdisha #monuments #WorldHeritageDay #ExploreYourHeritage #IndianHeritage #heritage #heritageDay #Odisha #OdiaSamaj
account_circle