ଓଡ଼ିଶାବାସୀଙ୍କୁ ଓଡ଼ିଆ ନବ ବର୍ଷ ଅବସରରେ ହାର୍ଦ୍ଦିକ ଶୁଭକାମନା । ମହାବିଷୁବ ପଣା ସଂକ୍ରାନ୍ତି ଅବସରରେ ଅଭିନନ୍ଦନ । ବର୍ଷ ସାରା ଖୁସି ଏବଂ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପ୍ରାର୍ଥନା ।
Happy #OdiaNewYear and Maha Bishuba Pana Sankranti. May the coming year bring happiness and good health in everyone’s lives.
Culture Connects! ପଣା ସଂକ୍ରାନ୍ତିରେ ସହ ସହ ଲୋକ ପଣାର ମଜା ନେଲେ! ଆମ ସଂସ୍କୃତି ଓ ପରମ୍ପରା ହିଁ ଆମ ଲୋକଙ୍କୁ ଯୋଡ଼ିପାରିବ 🙏🏾🙏🏾 #ପଣାସଂକ୍ରାନ୍ତି #PanaSankranti
ଓଡ଼ିଆ ନବ ବର୍ଷ ଓ ପବିତ୍ର ମହା ବିଷୁବ ପଣା ସଂକ୍ରାନ୍ତି
celebration at Office ✨✨ Relishing Bela Pana and ChennaPoda! #OdiaNewYear #PanaSankranti
We are all connected........
#BohagBihu in #Assam
#PoilaBaisakh in #Bengal
#Baisakhi in #NorthIndia
#Vishu in #Kerela
#Puthandu in #TamilNadu
#PanaSankranti in #Orissa
Happy Traditional new year wishes from my side...Mahadev Bless you all ❤️🙌🌟😍
#ସିଟି_ଅଫ୍_ବାଥ_ସହରରେ_ପଣା_ସଂକ୍ରାନ୍ତି
ଲଣ୍ଡନର ସିଟି ଅଫ୍ ବାଥ ସହରରେ ଧୁମଧାମରେ ପାଳିତ ହେଲା ମହାବିଷୁବ ପଣା ସଂକ୍ରାନ୍ତି । ସିଟି ଅଫ୍ ବାଥରେ ଥିବା ଶ୍ରୀଜଗନ୍ନାଥ ମନ୍ଦିରରେ ହନୁମାନଙ୍କ ଜନ୍ମଦିବସ ପାଳନ ହୋଇଛି ।
#Cityofbath #London #PanaSankranti #OTV
How are you celebrating? Share your picture/video
#GudiPadwa #ShubhoNoboborsho #PanaSankranti #chetichand #Baisakhi #Vishu #Bihu
Shubh #PanaSankranti #MahaBisuba to everyone in Utkal Desh #Odisha
Aa ka Ma Boi,
Pana Gua Thoi,
Pana Gua Tora,
Masaka Dharama Mora..
#VishuAshamsagal #HappyBaisakhi
#HappyVishu #PoilaBaisakh 🙏🏻
ପବିତ୍ର ପଣା ସଂକ୍ରାନ୍ତି ଏବଂ ଓଡ଼ିଆ ନବର୍ଷର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା 🙏🌸😊
#odianewyear
#PanaSankranti
ମହା ବିଷୁବ #ପଣାସଂକ୍ରାନ୍ତି ଓ #ଓଡ଼ିଆ_ନବବର୍ଷ ର ଅନେକ ଅନେକ ଶୁଭେଚ୍ଛା ଓ ଶୁଭ କାମନା 💐
Happy #PanaSankranti , #Vishu , #BohagBihu , #TamilNewYear & #OdiaNewYear to all of you 🇮🇳
'Stepping into the Odia New Year with sweet Pana and brighter hopes!'
#iob #rbi #dfs #goodpeopletogrowwith #panasankranti #odianewyear