ଓଟିଭି(@otvkhabar) 's Twitter Profile Photo

ଆଜି ବୈଶାଖ ଶୁକ୍ଲ ଚତୁର୍ଦ୍ଦଶୀ ମହାପ୍ରଭୁ ଶ୍ରୀନୃସିଂହ ଦେବଙ୍କ ଜନ୍ମତିଥିରେ ଗୁଜ ଅନୁକୂଳ ଅନୁଷ୍ଠିତ ହୋଇଛି। ଏଥିସହ ଅର କଣ୍ଟା, ଅର ଭୁଞ୍ଜା ଏବଂ ଜନ୍ତା ପଟାରେ ବିନ୍ଧ ଅନୁକୂଳ ମହାରଣା ସେବକମାନଙ୍କ ଦ୍ଵାରା ପରମ୍ପରା ଅନୁସାରେ କରାଯାଇଛି

account_circle
🇮🇳ମତ୍ସ୍ୟଜୀବୀ /Matsyajivi 🐟(@Fishcosian) 's Twitter Profile Photo

ଡୋରି ଲାଗିବା ଆଉ କାହାକୁ କୁହନ୍ତି କି 🙌🏻
ଧନ୍ୟବାଦ ଅକ୍ଷୟ ଭାଇ 🫶🏻 ମୋ ଭାଗ ରୁ ପୁଣ୍ୟ ଆପଣକୁ ଲାଗୁ 🙏🏻

ଡୋରି ଲାଗିବା ଆଉ କାହାକୁ କୁହନ୍ତି କି 🙌🏻
ଧନ୍ୟବାଦ ଅକ୍ଷୟ ଭାଇ 🫶🏻 ମୋ ଭାଗ ରୁ ପୁଣ୍ୟ ଆପଣକୁ ଲାଗୁ 🙏🏻
#RathaJatra
account_circle
Raja Rakesh(@RajaSine) 's Twitter Profile Photo

ଧନ୍ୟ ସେ ସେବାୟତ.. ଯିଏ କାଳିଆକୁ ଘଷି ମୋଡି ଦେଉଛିନ୍ତି 🙏🏽🙏🏽🥰
ମୋ କାଳିଆର ଦେହହାତ ବିନ୍ଧୁଛି... ଘଷାମୋଡା ଖାଉଥିବା ପ୍ରଥମ ଚଳନ୍ତି ପ୍ରଭୁ 🙏🏽🙏🏽🙏🏽

account_circle
Soumendra(@SoumendraFights) 's Twitter Profile Photo

The list of false statements made by Hon'ble Home minister Office of Amit Shah at , odisha.
👉Central govt spending zero rupees for 'Odia' language.
👉 World famous ' Rathajatra ' was conducted in COVID time bcz a PIL was lodged by a Muslim brother in Supremecourt .
1/2

account_circle
Raja Rakesh(@RajaSine) 's Twitter Profile Photo

ଏ ଦୁର୍ଲଭ ଦୃଶ୍ୟକୁ ମାନବ/ଦାନବ ସଭିଏଁ ଚାହିଁଥିଲେ... କାହାର ମନଉଣା କରେନି କାଳିଆ

account_circle
Raja Rakesh(@RajaSine) 's Twitter Profile Photo

ଆହାଃ କି ପ୍ରେମ ତା ପାଇଁ... ସତରେ କାଳିଆ ମନ ଚୋରି କରିନିଏ🙏🏽🙏🏽🙏🏽

account_circle
Modi Ka Parivar..Dr.Chandra Sekhar Khuntia🇮🇳(@drkhuntia21) 's Twitter Profile Photo

in it's a big festival in town. As it's my in-laws place, I have visited this abode of Mahaprabhu couple of times, it's beautifully located on a hill. JaiJagannatha 🙏🌹

account_circle
🦋šrαdhα🦋(@princess_sradha) 's Twitter Profile Photo


ପ୍ରଭୁ ପାଦ ତଳେ ପ୍ରଣତି ଢାଳେ । ପ୍ରଭୁ ଆହେ...ଏଇଠୁ ପାଦ ଛୁଇଁ କରୁଛି ଦଣ୍ଡବତ । ଆହେ ଜଗନ୍ନାଥ...ଆହେ ଜଗନ୍ନାଥ...

2023

#ଏ_ଜଗାର_ପାଦପଦ୍ମ
ପ୍ରଭୁ ପାଦ ତଳେ ପ୍ରଣତି ଢାଳେ । ପ୍ରଭୁ ଆହେ...ଏଇଠୁ ପାଦ ଛୁଇଁ କରୁଛି ଦଣ୍ଡବତ । ଆହେ ଜଗନ୍ନାଥ...ଆହେ ଜଗନ୍ନାଥ...

#SunaBesha #RathaJatra #RathaJatra2023 #Puri #JayJagannath #ସୁନାବେଶ
account_circle