Rakesh Tiwari IFS(@RakeshTiwariIFS) 's Twitter Profile Photo

May the divine blessings of Mahaprabhu Shri Jagannath be with you always. Here is a glimpse from Sweden.
ପବିତ୍ର ରଥଯାତ୍ରା!

May the divine blessings of Mahaprabhu Shri Jagannath be with you always. Here is a #RathaYatra2023 glimpse from Sweden.
ପବିତ୍ର ରଥଯାତ୍ରା!
#HappyRathYatra
account_circle
Prachee Nanda OSPS (।।)🌵(@PracheeNanda) 's Twitter Profile Photo

ପ୍ରଭୁ ଙ୍କ ଦର୍ଶନ ଭାଗ୍ୟରେ ଥିଲେ ମିଳେ
ବୋଧେ ମୁଁ ଭାଗ୍ୟବାନ
❣️
🍁

ପ୍ରଭୁ ଙ୍କ ଦର୍ଶନ ଭାଗ୍ୟରେ ଥିଲେ ମିଳେ 
ବୋଧେ ମୁଁ ଭାଗ୍ୟବାନ 
#ରଥଯାତ୍ରା❣️
#ପୁରୀ🍁
account_circle
Dharmendra Pradhan (मोदी का परिवार)(@dpradhanbjp) 's Twitter Profile Photo

ରଥଯାତ୍ରା ଅବସରରେ ତାଳଚେର ସ୍ଥିତ ଶ୍ରୀଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କଲି । ମହାପ୍ରଭୁଙ୍କ ପାଖରେ ବିଶ୍ୱବାସୀଙ୍କ ସୁଖ ଓ ଶାନ୍ତି କାମନା କରୁଛି ।

ଜୟ ଜଗନ୍ନାଥ🙏

ରଥଯାତ୍ରା ଅବସରରେ ତାଳଚେର ସ୍ଥିତ ଶ୍ରୀଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କଲି । ମହାପ୍ରଭୁଙ୍କ ପାଖରେ ବିଶ୍ୱବାସୀଙ୍କ ସୁଖ ଓ ଶାନ୍ତି କାମନା କରୁଛି ।  

ଜୟ ଜଗନ୍ନାଥ🙏
account_circle
Modi Ka Parivar..Dr.Chandra Sekhar Khuntia🇮🇳(@drkhuntia21) 's Twitter Profile Photo

: ଅଥଳ ପାଣିରେ, ଡଙ୍ଗା ଉପରେ ରଥଯାତ୍ରା। ଏହା ହେଉଛି ଚିଲିକା ଭିତରେ ଥିବା କାଙ୍କଣ ଶିଖରୀର ଦୃଶ୍ଯ !!

#ମହାପ୍ରଭୁଙ୍କର_ବିଚିତ୍ର_ଲୀଳା: ଅଥଳ ପାଣିରେ, ଡଙ୍ଗା ଉପରେ ରଥଯାତ୍ରା। ଏହା ହେଉଛି ଚିଲିକା ଭିତରେ ଥିବା କାଙ୍କଣ ଶିଖରୀର ଦୃଶ୍ଯ !!
account_circle
ଦେବରାଜ ଦାସ 🇮🇳(@DebarajDas10) 's Twitter Profile Photo


ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ରେ ଜଗତ ର ନାଥ ଜଗନ୍ନାଥ ଙ୍କ ସୁରକ୍ଷାରେ ବାଧକ ସଜିପାରିନି ବର୍ଷା। ଅବିସରନ୍ତ ବର୍ଷା ସତ୍ତ୍ୱେ ମହାପ୍ରଭୁ ଙ୍କ ସୁରକ୍ଷାରେ ସଜାଗ ଓଡ଼ିଶା ପୋଲିସ୍।
Odisha Police CMO Odisha homeodisha DGP, Odisha Tusharkanti Behera @drvishal_singh MoSarkar 5T Puri Police

account_circle
ପତିତପାବନ | | Patitapaban || କବିତାର ଏନ୍ତୁଡ଼ିଶାଳ ||ॐ(@pani_patita) 's Twitter Profile Photo

ରଥଯାତ୍ରା ରୁ ବାହୁଡା ଭିତରେ ମା ଲକ୍ଷ୍ମୀ, ଜଗା ସହ କେତେ ଥର ଝଗଡ଼ା କରିଥାନ୍ତି ଆଉ କେଉଁ କେଉଁ ଦିନେ ?

ରଥଯାତ୍ରା ରୁ ବାହୁଡା ଭିତରେ ମା ଲକ୍ଷ୍ମୀ, ଜଗା ସହ କେତେ ଥର ଝଗଡ଼ା କରିଥାନ୍ତି ଆଉ କେଉଁ କେଉଁ ଦିନେ ?
account_circle
Sangram Patra(@SangramPatra) 's Twitter Profile Photo

ପବିତ୍ର ରଥଯାତ୍ରା ଉପଲକ୍ଷେ ଭୁବନେଶ୍ବରରେ ୟୁଥ ଫୋର ସେବାର ସଦସ୍ୟଙ୍କ ଦ୍ଵାରା ଅନ୍ନ ପ୍ରସାଦ ବଣ୍ଟନ ସେବା ।

ପବିତ୍ର ରଥଯାତ୍ରା ଉପଲକ୍ଷେ ଭୁବନେଶ୍ବରରେ ୟୁଥ ଫୋର ସେବାର ସଦସ୍ୟଙ୍କ ଦ୍ଵାରା ଅନ୍ନ ପ୍ରସାଦ ବଣ୍ଟନ ସେବା । 
#YouthForSeva #ISKCONRathaJatra #RathaJatra
account_circle
🇮🇳kumar.sa 🇲🇿ପାଇକ ପୁଅ(@jenamanas520) 's Twitter Profile Photo

ଆଜି ନିଳଚକ୍ର ରହିଛି ଚାହିଁ
ଫେରି ଆସିବେ କଳା ଗୋସାଇଁ
ସମସ୍ତଙ୍କୁ ବାହୂଡା ଯାତ୍ରା ର ଶୁଭକାମନା


🙏🙏

ଆଜି ନିଳଚକ୍ର ରହିଛି ଚାହିଁ
ଫେରି ଆସିବେ କଳା ଗୋସାଇଁ
ସମସ୍ତଙ୍କୁ ବାହୂଡା ଯାତ୍ରା ର ଶୁଭକାମନା
#ଜୟଜଗନ୍ନାଥ 
#ରଥଯାତ୍ରା
🙏🙏
account_circle
Subrat Chhatoi(@subratchhatoi) 's Twitter Profile Photo

ବାହୁଡ଼ା ଯାତ୍ରା ପର୍ଯ୍ୟନ୍ତ ଏ ନଅ ଦିନ ମୁଁ ଆମିଷ ପରିତ୍ୟାଗ କରି ନିରାମିଷ ଖାଦ୍ୟ ଗ୍ରହଣ କରିବାକୁ ସଙ୍କଳ୍ପ ନେଇଛି ।

ମୋର ସମସ୍ତ ଓଡ଼ିଆ ଭାଇ ଓ ଭଉଣୀ ମାନଙ୍କୁ ଅନୁରୋଧ, ଆସନ୍ତୁ ଏ ରଥଯାତ୍ରା ମହୋତ୍ସବ ସମୟରେ ସାତ୍ତ୍ଵିକ ଆହାର ଗ୍ରହଣ କରି ଶ୍ରଦ୍ଧା ଓ ଭକ୍ତିର ସହ ମହାପ୍ରଭୁଙ୍କ ପୂଜା ଓ ବନ୍ଦନାରେ ଲୀନ ହୋଇଯିବା ।…

#ରଥଯାତ୍ରାରୁ ବାହୁଡ଼ା ଯାତ୍ରା ପର୍ଯ୍ୟନ୍ତ ଏ ନଅ ଦିନ ମୁଁ ଆମିଷ ପରିତ୍ୟାଗ କରି ନିରାମିଷ ଖାଦ୍ୟ ଗ୍ରହଣ କରିବାକୁ ସଙ୍କଳ୍ପ ନେଇଛି । 

ମୋର ସମସ୍ତ ଓଡ଼ିଆ ଭାଇ ଓ ଭଉଣୀ ମାନଙ୍କୁ ଅନୁରୋଧ, ଆସନ୍ତୁ ଏ ରଥଯାତ୍ରା ମହୋତ୍ସବ ସମୟରେ ସାତ୍ତ୍ଵିକ ଆହାର ଗ୍ରହଣ କରି ଶ୍ରଦ୍ଧା ଓ ଭକ୍ତିର ସହ ମହାପ୍ରଭୁଙ୍କ ପୂଜା ଓ ବନ୍ଦନାରେ ଲୀନ ହୋଇଯିବା ।…
account_circle
🦋šrαdhα🦋(@princess_sradha) 's Twitter Profile Photo

ଯୋଉଠି ଦେଖିବା ତୁମରି ନାମ ପ୍ରଭୂ..🙏 ଗାଁ ରୁ ଆରମ୍ଭ କରି ବିଦେଶ ପଯ୍ୟନ୍ତ ପ୍ରଭୂ ତୁମରି ନାମ..🙏
ସମସ୍ତଙ୍କୁ ଭଲ ରେ ରଖ ପ୍ରଭୂ ଏତିକି ପ୍ରାର୍ଥନା 🌺🙏

🚩🙏

account_circle
ଶାଶ୍ଵତ ଦେବଦତ୍ତ | 🆂🅳 | ❼ ⚪️ ⚡️(@pureodiasaswata) 's Twitter Profile Photo

ଚତୁର୍ଦ୍ଧା ମୂର୍ତ୍ତିଙ୍କ ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ସମସ୍ତଙ୍କୁ ଅନେକ ଅନେକ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ 🙏

ଚତୁର୍ଦ୍ଧା ମୂର୍ତ୍ତିଙ୍କ ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ସମସ୍ତଙ୍କୁ ଅନେକ ଅନେକ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ 🙏

#RathaJatra #BahudaJatra #ରଥଯାତ୍ରା #ବାହୁଡ଼ାଯାତ୍ରା #Odisha #ଓଡ଼ିଶା #Jagannatha #ଜଗନ୍ନାଥ
account_circle
Prashant Sahu 🇮🇳(@suryanandannet) 's Twitter Profile Photo

Unseen 20 Yrs Old Video of Jagannath Rathayatra in HD Quality . Collected from Japan Media . 🙏🙏🙏

୨୦ ବର୍ଷ ପୂର୍ବର ରଥଯାତ୍ରା ଦେଖନ୍ତୁ , ଜାପାନ ମିଡ଼ିଆରୁ ସଂଗୃହିତ. 🔥🔥🔥

account_circle
Raja Rakesh(@RajaSine) 's Twitter Profile Photo

ସାଆନ୍ତଙ୍କ ଶୃଙ୍ଗାର... ଓଃ ଏଇଥି ପାଇଁ ତାକୁ କୁହନ୍ତି ମନଚୋର 🥰🙏🏽

account_circle
Er.Sushree Sangita#ଜୟ⭕❕⭕ ଜଗନ୍ନାଥ(@SangitaSethy) 's Twitter Profile Photo

ଆସୁଛି ମୋ ମା'ର ରଥଯାତ୍ରା। ଜୟ ମା ବିରଜା। 🙏
ଭାରତ ବର୍ଷରେ କେବଳ ମା ବିରଜା ଶକ୍ତିପୀଠରେ ସବୁଠୁ ଅନନ୍ୟ ଏ ଯାତ୍ରା।
Pic :- @sangitasethy

ଆସୁଛି ମୋ ମା'ର ରଥଯାତ୍ରା।  ଜୟ ମା ବିରଜା। 🙏 
ଭାରତ ବର୍ଷରେ କେବଳ ମା ବିରଜା ଶକ୍ତିପୀଠରେ  ସବୁଠୁ ଅନନ୍ୟ ଏ ଯାତ୍ରା। #ମାବିରଜାରଥଯାତ୍ରା 
Pic :- @sangitasethy
account_circle