Kalandi Sethi KALIA(@KalandiSethy16) 's Twitter Profile Photo

ଯୋଡ଼ିଶଙ୍ଖ ବାଜୁଛି, ସମୃଦ୍ଧ ସମ୍ବଲପୁର ସଂକଳ୍ପ ସୁଦୃଢ଼ ହେଉଛି

ସମର୍ଥନ ବଢୁଛି, ସମ୍ବଲପୁର ବିକାଶ ଲାଗି ସଭିଏଁ ଏକ ହେଉଛନ୍ତି।

ଜୟ ମା’ ସମଲେଶ୍ୱରୀ

#ସମୃଦ୍ଧସମ୍ବଲପୁର
#SamruddhaSambalpur
#JodiShankha
account_circle
Pranab Prakash Das(@pranabpdas) 's Twitter Profile Photo

ସମର୍ଥନ ବଢୁଛି, ସମ୍ବଲପୁର ବିକାଶ ଲାଗି ସଭିଏଁ ଏକ ହେଉଛନ୍ତି। ଏ ବିଶ୍ୱାସ ଅତୁଟ ରଖିବା, ଯୋଡ଼ିଶଙ୍ଖରେ ଆଶୀର୍ବାଦ କରି ସମୃଦ୍ଧ ସମ୍ବଲପୁର ଗଢିବା।

ଚାରହିଆଡ଼େ ଶୁଭୁଛେ ଯୁଡ଼ିଶଙ୍ଖର୍ ସୁର୍, ସମୃଦ୍ଧ ହେଉଛେ ଆମର୍ ସମ୍ବଲପୁର୍। ପରମାଣପୁରରେ ଭାଏ-ବହେନ୍ ସଭେ ଏକଜୁଟ୍ ହେଇକରି ଆମର୍ ସାଥ୍ ଦଉଛନ୍, ବିକାଶର୍ ବାନା ଉଡ଼ଉଛନ୍।

ବୁର୍ଲା ପ୍ରିମିୟର୍ ଲିଗରେ ଅଞ୍ଚଲର୍ ଖେଳାଳିମାନକର୍ ସାଙ୍ଗେ ଭେଟ୍ ପଡଲି। ମାନ୍ୟବର୍ ମୁଖ୍ୟମନ୍ତ୍ରୀ ଶ୍ରୀ Naveen Patnaikଙ୍କର୍ ନେତୃତ୍ୱରେ ଖେଲକେ ମିଲୁଛେ ବନେ ପ୍ରୋତ୍ସାହନ୍, ଗାଁ ଗାଁରୁ ଖେଳାଳି ବାହାରୁଛନ୍ ଆର୍ ହଉଛେ 'ସମୃଦ୍ଧ ସମ୍ବଲପୁର୍' ଗଠନ୍।

ବୁର୍ଲା ପ୍ରିମିୟର୍ ଲିଗରେ ଅଞ୍ଚଲର୍ ଖେଳାଳିମାନକର୍ ସାଙ୍ଗେ ଭେଟ୍ ପଡଲି। ମାନ୍ୟବର୍ ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odishaଙ୍କର୍ ନେତୃତ୍ୱରେ ଖେଲକେ ମିଲୁଛେ ବନେ ପ୍ରୋତ୍ସାହନ୍, ଗାଁ ଗାଁରୁ ଖେଳାଳି ବାହାରୁଛନ୍ ଆର୍ ହଉଛେ 'ସମୃଦ୍ଧ ସମ୍ବଲପୁର୍' ଗଠନ୍। 

#ସମୃଦ୍ଧସମ୍ବଲପୁର
#SamruddhaSambalpur 
#JodiShankha
account_circle
Prãñãyā Swain(@prnaya11) 's Twitter Profile Photo

ଯୋଡ଼ିଶଙ୍ଖ ବାଜୁଛି, ସମୃଦ୍ଧ ସମ୍ବଲପୁର ସଂକଳ୍ପ ସୁଦୃଢ଼ ହେଉଛି

ସମର୍ଥନ ବଢୁଛି, ସମ୍ବଲପୁର ବିକାଶ ଲାଗି ସଭିଏଁ ଏକ ହେଉଛନ୍ତି। ଏ ବିଶ୍ୱାସ ଅତୁଟ ରଖିବା, ଯୋଡ଼ିଶଙ୍ଖରେ ଆଶୀର୍ବାଦ କରି ସମୃଦ୍ଧ ସମ୍ବଲପୁର ଗଢିବା।

ଜୟ ମା’ ସମଲେଶ୍ୱରୀ

ଯୋଡ଼ିଶଙ୍ଖ ବାଜୁଛି, ସମୃଦ୍ଧ ସମ୍ବଲପୁର ସଂକଳ୍ପ ସୁଦୃଢ଼ ହେଉଛି

ସମର୍ଥନ ବଢୁଛି, ସମ୍ବଲପୁର ବିକାଶ ଲାଗି ସଭିଏଁ ଏକ ହେଉଛନ୍ତି। ଏ ବିଶ୍ୱାସ ଅତୁଟ ରଖିବା, ଯୋଡ଼ିଶଙ୍ଖରେ ଆଶୀର୍ବାଦ କରି ସମୃଦ୍ଧ ସମ୍ବଲପୁର ଗଢିବା।

ଜୟ ମା’ ସମଲେଶ୍ୱରୀ

#ସମୃଦ୍ଧସମ୍ବଲପୁର
#SamruddhaSambalpur
#JodiShankha #BJD4Odisha  #VoteForBJD
account_circle
Pranab Prakash Das(@pranabpdas) 's Twitter Profile Photo

ଭାଏ-ବହେନ୍, ଦଦା-ନାନୀ ସଭେ ଏକ୍ ହେଲେନ, ଯୁଡ଼ିଶଙ୍ଖର୍ ସୁରେ ଡାକ୍ ଦେଲେନ। ସଭେ ଜାଣିଛନ୍ ସମୃଦ୍ଧିର୍ ଚିହ୍ନା - ଶଙ୍ଖ୍ ଚିହ୍ନା, ହାତେ ହାତ୍ ମିଶଉଛନ୍ ଉଡ଼ାବାର୍ ଲାଗି ବିକାଶର୍ ବାନା।

ଭାଏ-ବହେନ୍, ଦଦା-ନାନୀ ସଭେ ଏକ୍ ହେଲେନ, ଯୁଡ଼ିଶଙ୍ଖର୍ ସୁରେ ଡାକ୍ ଦେଲେନ। ସଭେ ଜାଣିଛନ୍ ସମୃଦ୍ଧିର୍ ଚିହ୍ନା - ଶଙ୍ଖ୍ ଚିହ୍ନା, ହାତେ ହାତ୍ ମିଶଉଛନ୍ ଉଡ଼ାବାର୍ ଲାଗି ବିକାଶର୍ ବାନା। 

#ସମୃଦ୍ଧସମ୍ବଲପୁର
#SamruddhaSambalpur 
#JodiShankha
account_circle
Pranab Prakash Das(@pranabpdas) 's Twitter Profile Photo

ସମିଆ ଆସିଛେ, ଚାରହିଆଡ଼େ ଶଙ୍ଖ୍ ବାଜୁଛେ, ବିକାଶର୍ ଗାଡ଼ି ଗଡୁଛେ। 'ସମୃଦ୍ଧ ସମ୍ବଲପୁର୍' ନାରା ଥି ସାରା ଅଞ୍ଚଲ୍ ଗର୍ଜୁଛେ।

୫ ବଛର୍ ହେଲାନ ବିରୋଧୀ ମାରୁଛେ ଖାଲି ଚୁଛା ଭାଷଣ୍। ଇଥର ଦେମାଁ ଜବାବ୍। ଯୁଡ଼ିଶଙ୍ଖରେ ଆଶୀର୍ବାଦ କରିକରି ସଭେ ବାଛୁନ୍ ବିକାଶ୍ ଆର୍ ବିରୋଧୀର୍ ଫୁଟାନିକେ କରୁନ୍ ନାଶ୍।

ଲୋକମାନକର୍ ବିଶ୍ବାସ୍ ରହେବା, ପୁରା ହେବା ସବୁ ସପନ୍। ସଭେ ମିଶିକରି ସମୃଦ୍ଧ ସମ୍ବଲପୁର୍ ଗଢୁଛନ୍।

ସମ୍ବଲପୁରର୍ ଆଇନଜୀବୀ ସାମ୍ମୁଖ୍ୟ ସମାବେଶରେ ଯୋଗ୍ ଦେଇକରି ଭିନ୍ ଭିନ୍ ବିଷୟରେ ଆଲୋଚନା କଲି। ଶଙ୍ଖର୍ ସୁରେ ବିକାଶ୍ ସମ୍ଭବ ଆଏ ବଲି ସଭେ ବିଶ୍ବାସ୍ କରୁଛନ୍, ଏକଜୁଟ୍ ହେଇକରି ହାତେ ହାତ୍ ମିଶେଇକରି ଆଗକେ ବଢ଼ୁଛନ୍।

ଦେବଗଡ଼ବାସୀଙ୍କର୍ ଆଶ୍ ଅଛେ, ଆମର୍ ବିଶ୍ବାସ୍ ଅଛେ; ସମୃଦ୍ଧ ହେବା ସମ୍ବଲପୁର୍, ସମକର୍ ମୁହୁଁ କଥା ଶୁଭୁଛେ।

ହୀରାକୁଦର୍ ଜନତା ଠୁଲ୍ ହେଇଛନ୍, 'ସମୃଦ୍ଧ ସମ୍ବଲପୁର୍' ଲାଗି ନାରା ଦେଉଛନ୍। ସଭେ କହୁଛନ୍ ଗୁଟେ ସୁରେ, ଯୁଡ଼ିଶଙ୍ଖ୍ ବାଜବା ପୁରା ସମ୍ବଲପୁରେ।

ଏକା ସାଙ୍ଗେ ବଢ଼ୁଛୁଁ ଆମେଁ, ବିକଶିତ୍ ବାରକୋଟ୍ ଗଢୁଛୁଁ ଆମେଁ। ଘରେ ଘରେ ଶଙ୍ଖ୍ ବାଜୁଛେ, ସମକର୍ ମୁହେଁ ହଁସି ଫୁଟୁଛେ।

କୁଲୁଥକାନି ଗର୍ଜୁଛେ, ଯୁଡ଼ିଶଙ୍ଖର୍ ସୁରେ ଏକ୍ ହଉଛେ। 'ସମୃଦ୍ଧ ସମ୍ବଲପୁର୍' ଲାଗି ସମକର୍ ଅଛେ ଆଶୀର୍ବାଦ୍, ବିକାଶର୍ ସାଥ୍ ଦେଇକରି ଆମର୍ ସାଙ୍ଗେ ଚାଲୁଥିବାର୍ ଲାଗି ସମକୁ ଧନ୍ୟବାଦ୍।

#SamruddhaSambalpur #JodiShankha
account_circle
Pranab Prakash Das(@pranabpdas) 's Twitter Profile Photo

ସତସଙ୍ଗ୍ ଜୀବନ୍ କେ ସୁଧରେଇଦେସି। ସତସଙ୍ଗ୍ ଭଲ୍ ମୁନୁଷ୍ ଗଢ଼ସି। ସମ୍ବଲପୁରର୍ ନିକୁଞ୍ଜ୍ ବିହାରୀ ସତସଙ୍ଗର୍ ସମକୁ ଗୁହେର୍ କରୁଛେଁ ଆସୁନ୍ ସଭେ ଯୁଡ଼ିଶଙ୍ଖ ଫୁକିକରି 'ସମୃଦ୍ଧ ସମ୍ବଲପୁର୍' ଗଢ଼ମା ଆର୍ ବିକାଶ୍ କେ ବାଛମା।

ସତସଙ୍ଗ୍ ଜୀବନ୍ କେ ସୁଧରେଇଦେସି। ସତସଙ୍ଗ୍ ଭଲ୍ ମୁନୁଷ୍ ଗଢ଼ସି। ସମ୍ବଲପୁରର୍ ନିକୁଞ୍ଜ୍ ବିହାରୀ ସତସଙ୍ଗର୍ ସମକୁ ଗୁହେର୍ କରୁଛେଁ ଆସୁନ୍ ସଭେ ଯୁଡ଼ିଶଙ୍ଖ ଫୁକିକରି 'ସମୃଦ୍ଧ ସମ୍ବଲପୁର୍' ଗଢ଼ମା ଆର୍ ବିକାଶ୍ କେ ବାଛମା। 

#ସମୃଦ୍ଧସମ୍ବଲପୁର 
#SamruddhaSambalpur 
#JodiShankha
account_circle
Pranab Prakash Das(@pranabpdas) 's Twitter Profile Photo

ଚନ୍ଦନ୍ ଯାତ୍ରାରେ ମହାପୁରୁଙ୍କର୍ ଆଶୀର୍ବାଦ୍ ପାଏଲି, ମୋର୍ ଦଦା-ଭାଏମାନକର୍ ସାଥ୍ ପାଏଲି। ସଭେ ମିଶିକରି ଅଞ୍ଚଲର୍ ସର୍ବାଙ୍ଗୀନ୍ ଉନ୍ନତି ଲାଗି କିରିଆ କଲୁଁ।

ଶୁଭୁଛେ ଯୁଡ଼ିଶଙ୍ଖର୍ ସୁର୍ ବନେ ଦୂର୍; ଆଠମଲ୍ଲିକ୍ ରୁ ସମ୍ବଲପୁର୍। ଆମର୍ ସାଙ୍ଗେ ଅଣ୍ଟା ଭିଡିଛନ୍ ଆନବାର୍ ଲାଗି ବିକାଶ୍, ସଭେ ମିଶିକରି କରମାଁ ସମକର୍ ଜୀବନୁ ଦୁଃଖ ନାଶ୍।

ଯୁଡ଼ିଶଙ୍ଖ୍ କରୁଛେ କମାଲ୍, 'ସମୃଦ୍ଧ ସମ୍ବଲପୁର୍' ନାରା ଥି ଗର୍ଜୁଛେ ରିଆମାଲ୍। ସଭେ କରୁଛନ୍ ଆମକୁ ବିଶ୍ବାସ୍, ମିଶିକରି କରମୁଁ ସଭେ ଅଞ୍ଚଲର୍ ବିକାଶ୍।

ସମିଆ ଯେତେ ପାଖକେ ଆସୁଛେ, ଶଙ୍ଖର୍ ସୁର୍ ସେତେ ଜୋରରେ ଶୁଭୁଛେ। ଦେବଗଡ଼ର୍ ମାରୱାଡ଼ି ସମାଜର୍ ଭାଏ-ବହେନ୍ ପୁରାପୁରି ପ୍ରସ୍ତୁତ୍ ଅଛନ୍, ଘରେ ଘରେ ବିକାଶର୍ କଥା ପହଁଚାବାର୍ ଲାଗି ସଂକଳ୍ପ୍ କରିଛନ୍।

ସମ୍ବଲପୁରର୍ ଖ୍ରୀଷ୍ଟ ଧର୍ମାବଲମ୍ବୀ ଦଦା-ଭାଏମାନକର୍ ସାଙ୍ଗେ ଭେଟ୍ ପଡ଼ିକରି ବନେ ଉସତ୍ ଲାଗଲା।

ସଭେ ଭାଇଚାରାର୍ ନାରା ଦେଇକରି ଆମର୍ ସାଙ୍ଗେ ହାତ୍ ମିଶେଇଛନ୍, ଘରେ ଘରେ ଯୁଡ଼ିଶଙ୍ଖ୍ ଫୁକିକରି 'ସମୃଦ୍ଧ ସମ୍ବଲପୁର୍' ଗଢ଼ବାର୍ ଲାଗି ଅଣ୍ଟା ଭିଡିଛନ୍।