Naveen Patnaik(@Naveen_Odisha) 's Twitter Profile Photo

ଆପଣମାନଙ୍କ ଭଲପାଇବା ନିକଟରେ ସର୍ବଦା ଋଣୀ। 'ସମୃଦ୍ଧ ଓଡ଼ିଶା' ଗଢ଼ିବାର ସଙ୍କଳ୍ପ, ସଭିଙ୍କ ସହଭାଗିତାରେ ସଫଳ ହେଉଛି। ଯୁବ, ଚାଷୀ, ମହିଳା ଓ ଜନଜାତିଙ୍କୁ ନେଇ ବିକଶିତ ଓଡ଼ିଶା ଗଢ଼ା ହେଉଛି।

ଆପଣମାନଙ୍କ ଭଲପାଇବା ନିକଟରେ ସର୍ବଦା ଋଣୀ। 'ସମୃଦ୍ଧ ଓଡ଼ିଶା' ଗଢ଼ିବାର ସଙ୍କଳ୍ପ, ସଭିଙ୍କ ସହଭାଗିତାରେ ସଫଳ ହେଉଛି। ଯୁବ, ଚାଷୀ, ମହିଳା ଓ ଜନଜାତିଙ୍କୁ ନେଇ ବିକଶିତ ଓଡ଼ିଶା ଗଢ଼ା ହେଉଛି। #JodiShankha
account_circle
Naveen Patnaik(@Naveen_Odisha) 's Twitter Profile Photo

ମୋର କ'ଣ ମନେ ଅଛି କି ନାହିଁ ସେଇଟା ମୋର ପ୍ରିୟ ସାଢ଼େ ଚାରି କୋଟି ଓଡ଼ିଶାବାସୀ ଜାଣିଛନ୍ତି।

account_circle
Pranab Prakash Das(@pranabpdas) 's Twitter Profile Photo

ଆଶା ଓ ବିଶ୍ୱାସ ଅତୁଟ ଅଛି, ସମୃଦ୍ଧ ସମ୍ବଲପୁର ଗଢ଼ା ହେଉଛି

ସମ୍ବଲପୁରବାସୀଙ୍କ ଆଶା, ଭରସା ଅତୁଟ ରହିଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ Naveen Patnaik ଙ୍କ ହାତମୁଠା ଆହୁରି ଟାଣ ହେଉଛି। ବିକାଶ ଧାରାକୁ ଜାରି ରଖିବା ସହ ସମୃଦ୍ଧ ସମ୍ବଲପୁର ସ୍ୱପ୍ନ ସାକାର କରିବା ପାଇଁ ‘ଯୋଡ଼ିଶଙ୍ଖ’ରେ ଆଶୀର୍ବାଦ କରନ୍ତୁ।

ଆଶା ଓ ବିଶ୍ୱାସ ଅତୁଟ ଅଛି, ସମୃଦ୍ଧ ସମ୍ବଲପୁର ଗଢ଼ା ହେଉଛି

ସମ୍ବଲପୁରବାସୀଙ୍କ ଆଶା, ଭରସା ଅତୁଟ ରହିଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ଙ୍କ ହାତମୁଠା ଆହୁରି ଟାଣ ହେଉଛି। ବିକାଶ ଧାରାକୁ ଜାରି ରଖିବା ସହ ସମୃଦ୍ଧ ସମ୍ବଲପୁର ସ୍ୱପ୍ନ ସାକାର କରିବା ପାଇଁ ‘ଯୋଡ଼ିଶଙ୍ଖ’ରେ ଆଶୀର୍ବାଦ କରନ୍ତୁ।

#JodiShankha
account_circle
Pranab Prakash Das(@pranabpdas) 's Twitter Profile Photo

ସଭେ ଜାନିଛନ୍ ଶଙ୍ଖର୍ ସୁର୍ ଖଣ୍ଡ୍ ମଧୁର୍, ବିକାଶର୍ ଲାଗି ସାଥ୍ ଦେଉଛେ ସାରା ସମ୍ବଲପୁର୍।

ସମ୍ବଲପୁରର୍ ଶର୍ମା ଭବନରେ ମୋର୍ ଭାଏ-ବହେନ୍ ମାନକର୍ ସାଙ୍ଗେ ଭେଟ୍ ପଡ଼ଲି। 'ସମୃଦ୍ଧ ସମ୍ବଲପୁର୍' ଗଠନ୍ କରବାର୍ ଲାଗି ସଭେ ଆମର୍ ସାଙ୍ଗେ ଗୁଟେ ସୁରେ ଯୁଡ଼ିଶଙ୍ଖ୍ ଫୁକୁଛନ୍।

#ସମୃଦ୍ଧସମ୍ବଲପୁର
#SamruddhaSambalpur 
#JodiShankha
account_circle
Ama Chinha Sankha Chinha(@sankhachinha) 's Twitter Profile Photo

କଟକ- ଚୌଦ୍ୱାର ନିର୍ବାଚନ ମଣ୍ଡଳୀ ଗସ୍ତ କରିଛନ୍ତି ଶ୍ରୀ କାର୍ତ୍ତିକ ପାଣ୍ଡିଆନ। ଲୋକଙ୍କ ବିଶ୍ୱାସ ଅତୁଟ ରହିଛି, ଶଙ୍ଖ ବାଜୁଛି। ଏଥର ମଧ୍ଯ ଯୋଡ଼ି ଶଙ୍ଖରେ ଆଶୀର୍ବାଦ କରି ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ପାଇଁ ଜିତାନ୍ତୁ। ଶଙ୍ଖ ଚିହ୍ନରେ ଦୁଇ ଥର ଭୋଟ୍ ଦିଅନ୍ତୁ।

account_circle
Ama Chinha Sankha Chinha(@sankhachinha) 's Twitter Profile Photo

କଟକରେ ରୋଡ଼ ଶୋ' କରିଛନ୍ତି ଶ୍ରୀ କାର୍ତ୍ତିକ ପାଣ୍ଡିଆନ। ହଜାର ହଜାର ଲୋକ ଯୋଗଦେଇ ବିଜେଡିକୁ ସମର୍ଥନ ଜଣାଇଛନ୍ତି। କଟକବାସୀଙ୍କ ଆଶୀର୍ବାଦରେ ନବୀନ ବାବୁ ପୁଣି ମୁଖ୍ୟମନ୍ତ୍ରୀ ହେବେ। ଆସନ୍ତୁ, ଶଙ୍ଖ ଚିହ୍ନରେ ଦୁଇ ଥର ଭୋଟ୍ ଦେବା।

account_circle
Arup Patnaik(@ArupPatnaikOMP) 's Twitter Profile Photo

ପିପିଲିର ଅରାଗଡ଼ରେ ଥିବା ବୌଦ୍ଧ ସ୍ଥପତି ଅତ୍ୟନ୍ତ ମନୋରମ ଓ ସେଠାରେ ଥିବା ପ୍ରାକୃତିକ ପରିବେଶ ପର୍ଯ୍ୟଟକଙ୍କୁ ଆମୋଦ ପ୍ରଦାନ କରିଥାଏ।

account_circle
Ama Chinha Sankha Chinha(@sankhachinha) 's Twitter Profile Photo

ବିଜେପି ଲୋକଙ୍କୁ ଦିନରେ ଲଣ୍ଠନ ଦେଖାଉଛନ୍ତି। କୋଇଲା ଏଇଠୁ ଯାଉଛି ଆମେ ପାଉଛୁ ୪,୭୦୦ ଟଙ୍କାରେ। ବାହାରକୁ ଯାଉଛି ୨୭୦୦୦ ଟଙ୍କାରେ। ଆମେ ତାଳଚେର ଓ ଅନୁଗୋଳର ହକ ପାଇଁ ଲଢ଼ିବୁ। ଏହା ନବୀନ ବାବୁଙ୍କ ଗ୍ୟାରେଣ୍ଟି। ଆସନ୍ତୁ, ଶଙ୍ଖ ଚିହ୍ନରେ ଦୁଇ ଥର ଭୋଟ୍ ଦେବା।

account_circle
Naveen Patnaik(@Naveen_Odisha) 's Twitter Profile Photo

ଦେବଗଡ଼, ଛେଣ୍ଡିପଦା, ଆଠମଲ୍ଲିକ ଓ ରାଉରକେଲାରେ ଆପଣମାନେ ଦେଇଥିବା ଭଲପାଇବାର ତୁଳନା ନାହିଁ। ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ଆମ ସଭିଙ୍କ ପ୍ରତିବଦ୍ଧତା ବଳିଷ୍ଠ ହେଉଛି। 'ଶଙ୍ଖ' ଚିହ୍ନରେ ଆଶୀର୍ବାଦ କରନ୍ତୁ।

ଦେବଗଡ଼, ଛେଣ୍ଡିପଦା, ଆଠମଲ୍ଲିକ ଓ ରାଉରକେଲାରେ ଆପଣମାନେ ଦେଇଥିବା ଭଲପାଇବାର ତୁଳନା ନାହିଁ। ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ଆମ ସଭିଙ୍କ ପ୍ରତିବଦ୍ଧତା ବଳିଷ୍ଠ ହେଉଛି। 'ଶଙ୍ଖ' ଚିହ୍ନରେ ଆଶୀର୍ବାଦ କରନ୍ତୁ। #JodiShankha
account_circle
Biju Janata Dal(@bjd_odisha) 's Twitter Profile Photo

ବିକାଶର ବାର୍ତ୍ତା ପହଞ୍ଚିଛି ଘରେ ଘରେ, ଟିଟିଲାଗଡ଼ରେ 'ଯୋଡ଼ିଶଙ୍ଖ' ନାଦ ପୁଣିଥରେ

ଟିଟିଲାଗଡ଼ବାସୀଙ୍କ ବିପୁଳ ଭଲପାଇବା ରାଜ୍ୟ ହକ୍, ଅଧିକାରର ଲଢ଼େଇ ପାଇଁ ବିଜୁ ଜନତା ଦଳର ସଂକଳ୍ପକୁ ଦୃଢ଼ କରିଛି। ବିଶ୍ୱାସ, ଭଲପାଇବା ଅତୁଟ ରଖନ୍ତୁ। 'ଯୋଡିଶଙ୍ଖ' ରେ ଆଶୀର୍ବାଦ କରନ୍ତୁ।

#JodiShankha #NabinOdisha #5TNaveenGuarantee
account_circle
Naveen Patnaik(@Naveen_Odisha) 's Twitter Profile Photo

ଜୁଲାଇ ୧ରୁ ବିକାଶର କିରଣ ଲୋକଙ୍କ ଜୀବନ ବଦଳାଇବ। ସଭିଙ୍କ ବିଜୁଳି ବିଲ୍ ଚିନ୍ତା ଦୂର ହେବାକୁଯାଉଛି। ବିକାଶ ଓ ବିଶ୍ୱାସର ଏହି ଧାରା ସର୍ବଦା ଅତୁଟ ରହୁ। 'ଶଙ୍ଖ' ଚିହ୍ନରେ ଆଶୀର୍ବାଦ କରନ୍ତୁ।

ଜୁଲାଇ ୧ରୁ ବିକାଶର କିରଣ ଲୋକଙ୍କ ଜୀବନ ବଦଳାଇବ। ସଭିଙ୍କ ବିଜୁଳି ବିଲ୍ ଚିନ୍ତା ଦୂର ହେବାକୁଯାଉଛି। ବିକାଶ ଓ ବିଶ୍ୱାସର ଏହି ଧାରା ସର୍ବଦା ଅତୁଟ ରହୁ। 'ଶଙ୍ଖ' ଚିହ୍ନରେ ଆଶୀର୍ବାଦ କରନ୍ତୁ। #JodiShankha
account_circle
Arup Patnaik(@ArupPatnaikOMP) 's Twitter Profile Photo

ପୁରୀର ବାଲିସାହିରେ ଶ୍ୱେତଗଙ୍ଗା ଅବସ୍ଥିତ। ମହାରାଜା ଶ୍ୱେତଙ୍କ ଯଜ୍ଞାନ୍ତେ ଏଠାରେ ଗଙ୍ଗା ଦେବୀ ପ୍ରକଟିତ ହୋଇଥିବାରୁ ଏହାର ନାମ ଶ୍ୱେତଗଙ୍ଗା।

account_circle
Naveen Patnaik(@Naveen_Odisha) 's Twitter Profile Photo

କଣ୍ଟାବାଞ୍ଜିର୍ ଭାଏ-ବହେନ୍ ମାନକର୍ ଭଲ୍ ପାଏବା ବନେ ନିଆରା ଆଏ; କେଭେ ମୁଇଁ ପାସରି ନି ପାରେଁ। ସମୃଦ୍ଧିର୍ ବାଟେ କଣ୍ଟାବାଞ୍ଜି ଆଗକେ ବଢ଼ୁଛେ, ବିକାଶର୍ 'ଶଙ୍ଖ' ବାଜୁଛେ।

କଣ୍ଟାବାଞ୍ଜିର୍ ଭାଏ-ବହେନ୍ ମାନକର୍ ଭଲ୍ ପାଏବା ବନେ ନିଆରା ଆଏ; କେଭେ ମୁଇଁ ପାସରି ନି ପାରେଁ। ସମୃଦ୍ଧିର୍ ବାଟେ କଣ୍ଟାବାଞ୍ଜି ଆଗକେ ବଢ଼ୁଛେ, ବିକାଶର୍ 'ଶଙ୍ଖ' ବାଜୁଛେ। #JodiShankha
account_circle
Pranab Prakash Das(@pranabpdas) 's Twitter Profile Photo

୫ ବଛର୍ ହେଲାନ ବିରୋଧୀ ମାରୁଛେ ଖାଲି ଚୁଛା ଭାଷଣ୍। ଇଥର ଦେମାଁ ଜବାବ୍। ଯୁଡ଼ିଶଙ୍ଖରେ ଆଶୀର୍ବାଦ କରିକରି ସଭେ ବାଛୁନ୍ ବିକାଶ୍ ଆର୍ ବିରୋଧୀର୍ ଫୁଟାନିକେ କରୁନ୍ ନାଶ୍।

୫ ବଛର୍ ହେଲାନ ବିରୋଧୀ ମାରୁଛେ ଖାଲି ଚୁଛା ଭାଷଣ୍। ଇଥର ଦେମାଁ ଜବାବ୍। ଯୁଡ଼ିଶଙ୍ଖରେ ଆଶୀର୍ବାଦ କରିକରି ସଭେ ବାଛୁନ୍ ବିକାଶ୍ ଆର୍ ବିରୋଧୀର୍ ଫୁଟାନିକେ କରୁନ୍ ନାଶ୍। 

#ସମୃଦ୍ଧସମ୍ବଲପୁର
#SamruddhaSambalpur 
#JodiShankha
account_circle
Pranab Prakash Das(@pranabpdas) 's Twitter Profile Photo

ଦେବଗଡ଼ ଦେଖୁଛି ବିକାଶ, ଶଙ୍ଖ ଉପରେ ଅଛି ସଭିଙ୍କ ଆଶୀର୍ବାଦ।

ଆପଣମାନଙ୍କ ଭଲପାଇବା ସହ 'ନବୀନ ଓଡ଼ିଶା'ର ଭିତ୍ତି ସୁଦୃଢ଼ ହେଉଛି। ଆସନ୍ତୁ, ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ Naveen Patnaik ଙ୍କ ପ୍ରତି ଏ ବିଶ୍ୱାସ ଅତୁଟ ରଖି ସମୃଦ୍ଧ ଦେବଗଡ଼ ଗଠନରେ ସହଭାଗୀ ହେବା।

ଦେବଗଡ଼ ଦେଖୁଛି ବିକାଶ, ଶଙ୍ଖ ଉପରେ ଅଛି ସଭିଙ୍କ ଆଶୀର୍ବାଦ।

ଆପଣମାନଙ୍କ ଭଲପାଇବା ସହ 'ନବୀନ ଓଡ଼ିଶା'ର ଭିତ୍ତି ସୁଦୃଢ଼ ହେଉଛି। ଆସନ୍ତୁ, ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ଙ୍କ ପ୍ରତି ଏ ବିଶ୍ୱାସ ଅତୁଟ ରଖି ସମୃଦ୍ଧ ଦେବଗଡ଼ ଗଠନରେ ସହଭାଗୀ ହେବା।

#JodiShankha
#5TNaveenGuarantee
#SamruddhaDeogarh
account_circle
Dr.Pramod Kumar Mallick(@DrPramodMallick) 's Twitter Profile Photo

ବିଜୁଳି ବିଲ୍ କୁ ବାଏ ବାଏ। ଜୁଲାଇରୁ ଆଉ ଆସିବନି ବିଜୁଳି ବିଲ୍। ରାଜ୍ୟର ୯୦ ପ୍ରତିଶତ ପରିବାରକୁ ମାଗଣା ବିଜୁଳି, ଏହା ହେଉଛି ନବୀଙ୍କ ଗ୍ୟାରେଣ୍ଟି। ଶଙ୍ଖ ଚିହ୍ନରେ ଦୁଇଥର ଭୋଟ୍ ଦିଅନ୍ତୁ।

account_circle
Pranab Prakash Das(@pranabpdas) 's Twitter Profile Photo

ପ୍ରତିଶ୍ରୁତି ଦେଇ ଭୁଲିଯିବା ବିଜେପିର ଅଭ୍ୟାସ। ଜୁନ ୧୦ କ'ଣ, ଆଗାମୀ ୧୦ବର୍ଷ ପରେ ବି ବିଜେପି ଓଡ଼ିଶାବାସୀଙ୍କ ହୃଦୟ ଜିତି ପାରିବ ନାହିଁ।

account_circle
Biju Janata Dal(@bjd_odisha) 's Twitter Profile Photo

ଆଠମଲ୍ଲିକର ଗୋଟିଏ ସ୍ୱର,
ବିକାଶ ପାଇଁ କେବଳ 'ଯୋଡ଼ିଶଙ୍ଖ' ରେ ମୋହର

ସଂକଳ୍ପ ଆମର, ବିକାଶ ସଭିଙ୍କର

account_circle
Pranab Prakash Das(@pranabpdas) 's Twitter Profile Photo

ସମିଆ ଯେତେ ପାଖକେ ଆସୁଛେ, ଶଙ୍ଖର୍ ସୁର୍ ସେତେ ଜୋରରେ ଶୁଭୁଛେ। ଦେବଗଡ଼ର୍ ମାରୱାଡ଼ି ସମାଜର୍ ଭାଏ-ବହେନ୍ ପୁରାପୁରି ପ୍ରସ୍ତୁତ୍ ଅଛନ୍, ଘରେ ଘରେ ବିକାଶର୍ କଥା ପହଁଚାବାର୍ ଲାଗି ସଂକଳ୍ପ୍ କରିଛନ୍।