Unique Times Malayalam(@unique_mal) 's Twitter Profile Photo

ഹയര്‍ സെക്കന്‍ഡറി സ്‌കൂളുകളിലെ പ്ലസ് വണ്‍ ഏകജാലക പ്രവേശനത്തിനുള്ള ഓണ്‍ലൈന്‍ അപേക്ഷ ഇന്ന് മുതല്‍ സമര്‍പ്പിക്കാം

uniquetimes.in/2023/06/ഹയര്‍-സെക്കന്‍ഡറി-സ്‌കൂള/

ഹയര്‍ സെക്കന്‍ഡറി സ്‌കൂളുകളിലെ പ്ലസ് വണ്‍ ഏകജാലക പ്രവേശനത്തിനുള്ള ഓണ്‍ലൈന്‍ അപേക്ഷ ഇന്ന് മുതല്‍ സമര്‍പ്പിക്കാം

 uniquetimes.in/2023/06/ഹയര്‍-സെക്കന്‍ഡറി-സ്‌കൂള/

#BreakingNews #LatestNews #UniqueTimesMalayalam #uniquetimes #plusoneadmission #PlusTwoResult
account_circle
Suchanatv24x7(@suchanatv24x7) 's Twitter Profile Photo


ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ରେଜଲ୍ଟ
ବାଣିଜ୍ୟ ଓ ବିଜ୍ଞାନ ଫଳ ପ୍ରକାଶ ପାଇବ


#BREAKING 
ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ରେଜଲ୍ଟ 
ବାଣିଜ୍ୟ ଓ ବିଜ୍ଞାନ ଫଳ ପ୍ରକାଶ ପାଇବ
#plustworesult  
#science 
#CHSE
account_circle
ETVBharat Odisha(@ETVBharatOD) 's Twitter Profile Photo

ଆସିଲା +2 ରେଜଲ୍ଟ ତାରିଖ, ଏହି ଦିନ ବାହାରିବ ପରୀକ୍ଷା ଫଳାଫଳ -
etvbharat.com/or/!state/odis…

account_circle
Suchanatv24x7(@suchanatv24x7) 's Twitter Profile Photo


୩୧ ସୁଦ୍ଧା +2 ରେଜଲ୍ଟ
୨୮ରେ ଘୋଷଣା ହେବ ରେଜଲ୍ଟ ପ୍ରକାଶ ତାରିଖ
ପ୍ରଥମେ ଆସିବ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାଫଳ


#BreakingNews 
୩୧ ସୁଦ୍ଧା +2 ରେଜଲ୍ଟ
୨୮ରେ ଘୋଷଣା ହେବ ରେଜଲ୍ଟ ପ୍ରକାଶ ତାରିଖ 
ପ୍ରଥମେ ଆସିବ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାଫଳ
#plustworesult 
#Result2023 
#Declaration
account_circle
Subasini Jena(@SubasiniJenaInd) 's Twitter Profile Photo

ଚଳିତ ବର୍ଷ ଯୁକ୍ତ ଦୁଇ କଳା ଏବଂ ଧନ୍ଦାମୂଳକ ପରୀକ୍ଷାର କୃତୀ ଛାତ୍ରଛାତ୍ରୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ସମସ୍ତଙ୍କ ଉଜ୍ଜଳମୟ ଭବିଷ୍ୟତ କାମନା କରୁଛି ।


2023

ଚଳିତ ବର୍ଷ ଯୁକ୍ତ ଦୁଇ କଳା ଏବଂ ଧନ୍ଦାମୂଳକ ପରୀକ୍ଷାର କୃତୀ ଛାତ୍ରଛାତ୍ରୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ସମସ୍ତଙ୍କ ଉଜ୍ଜଳମୟ ଭବିଷ୍ୟତ କାମନା କରୁଛି ।

#Congratulations #CHSEResults
#CHSEResults2023 #PlusTwoResult #CHSEOdisha #Arts
#BJDStandsWithOdisha
account_circle
RANJIT MAHAKUD(@RANJITMAHAKUD9) 's Twitter Profile Photo



କାଲି ବୁଧବାର ପ୍ରକାଶ ପାଇବ +୨ ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ । ପୂର୍ବାହ୍ନ ୧୧ଟାରେ ପ୍ରକାଶ ପାଇବ ରେଜଲ୍ଟ । ଜୁନ 8 ସୁଦ୍ଧା କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ପାଇବ ପ୍ରକାଶ ।

#କାଲି_ପ୍ରକାଶ_ପାଇବ_ଯୁକ୍ତ_ଦୁଇ_ରେଜଲ୍ଟ

କାଲି ବୁଧବାର ପ୍ରକାଶ ପାଇବ +୨ ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ । ପୂର୍ବାହ୍ନ ୧୧ଟାରେ ପ୍ରକାଶ ପାଇବ ରେଜଲ୍ଟ । ଜୁନ 8 ସୁଦ୍ଧା କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ପାଇବ ପ୍ରକାଶ । #ExamResults #PlustwoResult #OdishaNews
account_circle
@JuniorVikatan(@JuniorVikatan) 's Twitter Profile Photo

`அமைச்சரால் தாமதமான பிளஸ் டூ முடிவுகள்’ - சாடிய பாஜக

`அமைச்சரால் தாமதமான பிளஸ் டூ முடிவுகள்’ - சாடிய பாஜக  #plustworesult #anbilmahesh #bjp
account_circle
Polimer News(@polimernews) 's Twitter Profile Photo

’தயவு செஞ்சு இப்படி செய்யாதீங்க...’ நான் திருநங்கை என்பதால் எனக்கு கல்லூரியில் சீட் கொடுக்க மறுக்கிறார்கள்.. +2 தேர்ச்சி பெற்ற திருநங்கை மாணவி வேதனை பேட்டி..!
| | | Result | |

account_circle
Kanak News(@kanak_news) 's Twitter Profile Photo



+୨ କଳାରେ ଜିଲ୍ଲା ଟପ୍ପର, ହେଲେ ଏବେ ଉଚ୍ଚଶିକ୍ଷା ପାଇଁ ଅର୍ଥ ବାଧକ । ୫୨୭ ନମ୍ବର ରଖିବା ପରେ ବି, କଲ୍ୟାଣୀଙ୍କୁ ପାଠ ପଢେଇ ପାରୁନାହାଁନ୍ତି ବାପା, ମାଆ । ସରକାରୀ ସାହାଯ୍ୟ ମିଳିଲେ ପାଠ ପଢିବେ କଲ୍ୟାଣୀ...

account_circle
Odisha Reporter(@OdishaReporter) 's Twitter Profile Photo

କଟକ: ପ୍ରକାଶ ପାଇଛି ଯୁକ୍ତ ଦୁଇ ରେଜଲ୍ଟ ତେବେ ରେଜଲ୍ଟକୁ ନେଇ କ’ଣ ରହିଛି ଛାତ୍ରଛାତ୍ରୀଙ୍କ ପ୍ରତିକ୍ରିୟା ଶୁଣନ୍ତୁ।

account_circle
ଓଟିଭି(@otvkhabar) 's Twitter Profile Photo


ପ୍ରକାଶ ପାଇଲା ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ । CHSE କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ରେଜଲ୍ଟ ପ୍ରକାଶ । ରେଜଲ୍ଟ ଘୋଷଣା କଲେ ଗଣ ଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି

account_circle