Sangram Samiti Jharsuguda(@SSJharsuguda) 's Twitter Profile Photo

ଜିଲ୍ଲା ବ୍ଲକ ଗ୍ରାପ (ପରଧିଆ ପଡ଼ା)ବାସୀ ପାଇପ ଜଳ ଯୋଗାଣ ବନ୍ଦ ଯୋଗୁଁ ପିଇବାପାଣି ପାଇଁ କଲବଲ,ତୁରନ୍ତ ପଦକ୍ଷେପ ନେବାକୁ ପ୍ରଶାସନ ଙ୍କୁ ଅନୁରୋଧ |
Pradeep Jena IAS
lohanisk
Panchayati Raj and Drinking Water Department
Rural Water Supply and Sanitation, Odisha
RWSS Division Jharsuguda
DM_Jharsuguda

account_circle
Manoj Kumar Pradhan(@ManojKu19829581) 's Twitter Profile Photo

Respectd sir
CMO Odisha Er. Abanikanta Sahoo (Chairperson OSFC) Collector & District Magistrate, Ganjam BDO CHIKITI FoodOdisha Odisha State Food Commission Rural Housing Odisha
ଗଞ୍ଜାମ ଜିଲ୍ଲା ବ୍ଲକ ଅନ୍ତର୍ଗତ ଗ୍ରାପ, ଗ୍ରାମର ଖରା ବର୍ଷା ଜରିପାଲ ତଳେ ପାଞ୍ଚ ପ୍ରାଣୀ ପାଞ୍ଚ କିଲୋ ଚାଉଳ ରେ ବିତୁଛି ଜୀବନ ।

account_circle
Er. Tusarakanta Nayak(@Tusara21) 's Twitter Profile Photo


ବ୍ଲକ୍ ଗ୍ରାପ ଗ୍ରାମ ଛକ ଠାରେ ଥିବା ଶୈବପୀଠରେ ନଳକୂପରୁ ପାଣି ବାହାରୁନି ୫୦୦ ଭକ୍ତ ପାଣି ପାଇଁ ଡହଳ ବିକଳ ଯେତେ ଅଭିଯୋଗ କଲେ ବି ସୁଫଳ ମିଳୁନି l CMO Odisha ପାନୀୟ ଜଳ ସମସ୍ୟା ସମାଧାନ କରିବାକୁ ଅନୁରୋଧ l🙏🏿 MoSarkar 5T

account_circle
Laxmidhar Nayak(@laxmidhnayak) 's Twitter Profile Photo

ଢେଙ୍କାନାଳ, ହିନ୍ଦୋଳ ବ୍ଲକ କଂସରା ଗ୍ରାପ ଗୁଣଢିପ ସାହିର କାଜଲ ନାଏକ ଜନ୍ମରୁ ଜଣେ ଶାରୀରିକ ଭିନ୍ନକ୍ଷମ ହୋଇଥିବାରୁ ତାଙ୍କୁ ଆଜକୁ ୧୫ ବର୍ଷ ହେବ ସରକାରଙ୍କ ତରଫରୁ କୌଣସି ସାହାଯ୍ୟ ସହଯୋଗ ମିଳୁନାହିଁ ତାଙ୍କୁ ଯୋଜନାରେ ଅନ୍ତର୍ଭୁକ୍ତ କରି ଭତା ଟିଏ ଯୋଗାଇଦେବାକୁ Bishnupadaa Setthi SSEPD District Dhenkanal ଙ୍କୁ ଅନୁରୋଧ

account_circle
Lok Unnati Sangathan(@LokUnnati) 's Twitter Profile Photo

ଗ୍ରାମ/ଗ୍ରାପ-ନାରେନବ୍ଲକ ଟିଟିଲାଗଡଜିଲ୍ଲା-ବଲାଙ୍ଗୀର ମୋରନାମଅଇଁଳବଗର୍ତ୍ତୀମୁଁଜଣେବିଧବାମୋରପନ୍ଦର ବର୍ଷର ପୁଅ,ଅଭାବ ଥିବାରୁ ପାଠପଢ଼ା ଛାଡ଼ି କୁଲିକାମ କରୁଛି।ଆଉ ମୋରଘରଟି ଝାଟିମାଟିରଘରମୋତେ ରହିବା ଭାରିଅସୁବିଧା ହୋଉଛିଦୟାକରି ଯଥାଶୀଘ୍ର ପଦକ୍ଷେପ ନଅନ୍ତୁ ।
CMO Odisha Collector & DM, Balangir homeodisha @DM_Balangir

account_circle
MJSM Nayagarh(@MNayagarh) 's Twitter Profile Photo

ଜିଲ୍ଲା: ନୟାଗଡ଼ ବ୍ଲକ: ଦଶପଲ୍ଲା ଗ୍ରାପ: କଳସାଖମଣ ଅନ୍ତର୍ଗତ ପାଣ୍ଡରି ଗ୍ରାମ ରେ ଅଙ୍ଗନୱାଡିକେନ୍ଦ୍ର ଘର ନାହିଁ ପାଠ ପଢ଼ିବାରେ ଅସୁବିଧା I ତେଣୁ ସମସ୍ୟା ପ୍ରତି ଦୃଷ୍ଟି ଦେବା ପାଇଁ ପ୍ରଶାସନ ଙ୍କୁ ବିନମ୍ର ଅନୁରୋଧ

CMO Odisha Collector &DM Nayagarh Bishnupadaa Setthi ChiefSecyOdisha MoSarkar 5T
Department of WCD, Government of Odisha Tukuni Sahu

account_circle
Dolamani Banchhor Yadav(@yadav_banchhor) 's Twitter Profile Photo

ଲଗାଣ ବର୍ଷାରେ ଆଜି ସୁବାଷ ନାଏକ ପି ଟଂକଧର ଗ୍ରାମ ସର୍ଗୁଲ ଗ୍ରାପ କରୁଆମୁଣ୍ଡା ବ୍ଲକ ତୁରେକେଲା ଜିଲା ବଲାଗିଂର କଂର ଘର ଭାଗିଂ ଯାଇଛି ପ୍ରଶାସନକୁ ଅନୁରୋଧ ବିପର୍ଯ୍ୟୟ ପରିଚାଲନା ପାଣ୍ଠିରୁ ସହଯୋଗ କରବା ସହିତ ଆବାସ ଯୋଜନାରେ ପକ୍କାଘର ଯୋଗାଇ ଦେବାକୁ ଅନୁରୋଧ। CMO Odisha Collector & DM, Balangir MoSarkar 5T NDMA India | राष्ट्रीय आपदा प्रबंधन प्राधिकरण 🇮🇳

account_circle
Krushnachandra Das (Vaishanav)(@Krushna90084624) 's Twitter Profile Photo

ମାନନୀୟ ଶ୍ରୀମାନ ଜିଳ୍ଳାପାଳ ମହୋଦୟ ଙ୍କୁ ଅନୁରୋଧ ଜିଲ୍ଲା ନୂଆପଡ଼ା ଗ୍ରାପ-ରାଣିମୁଣ୍ଡା ଗାଁ କୋଟାମାଳ ଠୁ 10ଟି ଘର ଗୋଟିଏ ପଡାର 32ଭୋଟକୁ ଯିବାଆସିବାରେ ରାସ୍ତା ନଥିବାରୁ ବହୁତ ଅସୁବିଧାର ସମ୍ମୁଖୀନ ହେବାରୁ ରାସ୍ତା ନିର୍ମାଣ ପାଇଁ ବ୍ୟବସ୍ଥା ସାହାଯ୍ୟ କଳେ ଉପକୃତ ହେବେ ଏହାପାଇଁ ଆପଣଙ୍କୁ ଅନୁରୋଧ ।

ମାନନୀୟ ଶ୍ରୀମାନ ଜିଳ୍ଳାପାଳ ମହୋଦୟ ଙ୍କୁ ଅନୁରୋଧ ଜିଲ୍ଲା ନୂଆପଡ଼ା ଗ୍ରାପ-ରାଣିମୁଣ୍ଡା ଗାଁ କୋଟାମାଳ ଠୁ 10ଟି ଘର ଗୋଟିଏ ପଡାର 32ଭୋଟକୁ ଯିବାଆସିବାରେ ରାସ୍ତା ନଥିବାରୁ ବହୁତ ଅସୁବିଧାର ସମ୍ମୁଖୀନ ହେବାରୁ ରାସ୍ତା ନିର୍ମାଣ ପାଇଁ ବ୍ୟବସ୍ଥା ସାହାଯ୍ୟ କଳେ ଉପକୃତ ହେବେ ଏହାପାଇଁ ଆପଣଙ୍କୁ ଅନୁରୋଧ ।
account_circle
Harishchandra Mahalik 🇮🇳(@Harishc_Mahalik) 's Twitter Profile Photo

ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତ୍ରଗତ ଚଡଦିଆ ଗ୍ରାପ : ଉଚ୍ଚ ବିଦ୍ୟାଳୟ ( ) ରେ ଅନ୍ତ୍ରଭୁକ୍ତ ହୋଇଥିଲା ଠିକାଦାର କାମ ନ ସାରିବାରୁ ଛାତ୍ର ଛାତ୍ରୀ ମାନେ ବାତ୍ୟା ଆଶ୍ରୟ ସ୍ଥଳୀ ରେ ପାଠ ପଢୁଛନ୍ତି | ଉକ୍ତ ବିଦ୍ୟାଳୟରେ ୨୫୦ ପିଲାଙ୍କୁ ୧ ଜଣ ଶିକ୍ଷକ |

CMO Odisha
MoSarkar 5T
Pradeep Jena IAS
District Administration,Bhadrak
EducationOdisha

account_circle
Harishchandra Mahalik 🇮🇳(@Harishc_Mahalik) 's Twitter Profile Photo

ଅର୍ଥ ଅଭବାରୁ ଅଧାରୁ ପାଠ ପଢା ଛାଡିଲେ ନନ୍ଦିନୀ ଏବେ ଲାଗି ଘର ଚଳାଉଛନ୍ତି |

ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତ୍ରଗତ ବଡଖଣି ଗ୍ରାପ : ଅଧିନସ୍ଥ ସାନଖଣି ଗ୍ରାମର ଅସହାୟ ବେଶେହାର ଝିଅ ନନ୍ଦିନୀ | ବାପା ,ଭାଈ ଆରପାରିରେ ମା ପାଗେଳି ହୋଇ କୁଆଡେ ପଳେଇ ଯାଇଛନ୍ତି |

CMO Odisha
MoSarkar 5T
Pradeep Jena IAS
Collector Gajapati

account_circle
ଜଗନ ⚫❗⚫ (Modi Ka Pariwar)(@SudamCharanSwa3) 's Twitter Profile Photo

ଜଗତସିଂହପୁର , ବାଲିକୁଦା, ବରମୁଣ୍ଡଳି ଗ୍ରାପ, ବାଲିପାଟଣା ହାଟ ରୁ ଦେବୀ ନଦୀ ବନ୍ଧ ପର୍ୟ୍ୟନ୍ତ ରାସ୍ତା। ୨୦/୦୧/୨୦୨୪ ରେ କାମ ସରିଲା,,୨୧/୦୧/୨୦୨୪ ରେ ରାସ୍ତାର ଅବସ୍ଥା।
ଦୟାକରି ଏ ଦିଗ ରେ ବିହିତ ପଦକ୍ଷେପ ଗ୍ରହଣ କରି ଠିକାଦାର ଙ୍କ ବିରୋଧ ରେ କାର୍ଯ୍ୟନୁଷ୍ଟାନ ଗ୍ରହଣ କରିବେ।
CMO Odisha TAHASIL OFFICE, BALIKUDA, JAGATSINGHPUR DM_Jagatsinghpur

account_circle
Nitish Kumar Naik(@Nitish40132) 's Twitter Profile Photo

Kindly look into this matter please!


ବରଗଡ଼ ଜିଲ୍ଲା ଗାଇସିଲାଟ ବ୍ଲକ ଅନ୍ତର୍ଗତ ଫିରିଙ୍ଗିମାଲ ଗ୍ରାପ ର କଣ୍ଟାଝୁଡା ଗ୍ରାମର (ବୟସ ପାଞ୍ଚ ବର୍ଷ )ଙ୍କୁ ତିନି ବର୍ଷ ହେବ ରୋଗରେ ଆକ୍ରାନ୍ତ ହୋଇ ଭୁବନେଶ୍ୱର ର AIIMS ହସ୍ପିଟାଲ ରେ ଚିକିତ୍ସିତ ହେଉଛନ୍ତି 1/2

Kindly look into this matter please! 

#ଚିକିତ୍ସା_ପାଇଁ_ସାଜିଛି_ଅର୍ଥ_ବାଧକ 
ବରଗଡ଼ ଜିଲ୍ଲା ଗାଇସିଲାଟ ବ୍ଲକ ଅନ୍ତର୍ଗତ ଫିରିଙ୍ଗିମାଲ ଗ୍ରାପ ର କଣ୍ଟାଝୁଡା ଗ୍ରାମର #ଆଶୀର୍ବାଦ_ସାହୁ (ବୟସ ପାଞ୍ଚ ବର୍ଷ )ଙ୍କୁ ତିନି ବର୍ଷ ହେବ #ରକ୍ତ_କର୍କଟ ରୋଗରେ ଆକ୍ରାନ୍ତ ହୋଇ ଭୁବନେଶ୍ୱର ର AIIMS ହସ୍ପିଟାଲ ରେ ଚିକିତ୍ସିତ ହେଉଛନ୍ତି 1/2
account_circle
Sangram Samiti Jharsuguda(@SSJharsuguda) 's Twitter Profile Photo

ଗ୍ରାମ-ପରସିଆ ,ଗ୍ରାପ -କଦମଡ଼ିହି , ବ୍ଲକ-ଲଖନପୁର,ଜିଲ୍ଲା-ଝାରସୁଗୁଡା,
କୁଡାବଗା ମେଗାଲିଫ୍ଟ ପ୍ରକଳ୍ପ ରୁ ପରସିଆ ଗ୍ରାମରେ ତିନି ଗୋଟି ପଏଣ୍ଟ ଯୋଗାଇ ଦେବାପାଇଁ ଗ୍ରାମବାସୀ ଙ୍କ ଦାବୀ
CMO Odisha MoSarkar 5T DM_Jharsuguda Odisha Lift Irrigation Corporation Ltd.

account_circle
Binjamin Nayak(@NayakBinjamin) 's Twitter Profile Photo

ବୃଦ୍ଧା ଦେଶ ପ୍ରଧାନ,ଗ୍ରାମ - ଡେଡିମହା, ଗ୍ରାପ -କଂଜାମେଣ୍ଡି, ବ୍ଲକ - କ ନୂଆଗାଁ, କନ୍ଧମାଳ l CMO Odisha SSEPD Bishnupadaa Setthi ସାର ଙ୍କୁ ବିନମ୍ର ଅନୁରୋଧ ବୃଦ୍ଧା ମା ଙ୍କୁ ବାର୍ଦ୍ଧକ୍ୟ ଭତ୍ତା ଯୋଗାଇ ଦିଆଗଲେ ଉପକୃତ ହୋଇ ପାରନ୍ତା l ChiefSecyOdisha MoSarkar 5T Collector Kandhamal Panchayat Samiti Knuagon Ch Anul Kumar

account_circle
Sangram Samiti Jharsuguda(@SSJharsuguda) 's Twitter Profile Photo

ସେ ହେଉଛନ୍ତି ଜନେକରାମ ପଧାନ,ଗ୍ରାମ-ଦୁଆନମୁଣ୍ଡା,ଗ୍ରାପ-ସମରବଗା, ବ୍ଲକ-ଲଖନପୁର,ଜିଲ୍ଲା-ଝାରସୁଗୁଡା ବର୍ତ୍ତମାନ ତାଙ୍କର ବୟସ ଅଶୀ କୁ ଟପିସାରିଲାଣି ତାଙ୍କୁ ଅଶୀ ବର୍ଷୀୟା ଭତ୍ତା ଦେବା ପାଇଁ ପ୍ରଶାସନ କୁ ଅନୁରୋଧ କରୁଛନ୍ତି
SSEPD Bishnupadaa Setthi DM_Jharsuguda CMO Odisha MoSarkar 5T

account_circle
Sangram Samiti Jharsuguda(@SSJharsuguda) 's Twitter Profile Photo

ସେ ହେଉଛନ୍ତି ସୁଜିତ ପଟେଲ ଗ୍ରାମ-ପରସିଆ,ଗ୍ରାପ-କଦମଡ଼ିହି,ବ୍ଲକ-ଲଖନପୁର, ଜିଲ୍ଲା-ଝାରସୁଗୁଡା ଟଙ୍କାର ଛଅ ରୁ ଅଧିକ ଗାଈ ଅଛନ୍ତି ହେଲେ ବହୁତ ଥର ଦରଖାସ୍ତ କରିଥିଲେ ମଧ୍ୟ ଗାଈ ଗୁହାଳ ମିଳିନାହିଁ ପ୍ରଶାସନ କୁ ଅନୁରୋଧ ତାଙ୍କର ଗାଈ ଗୁହାଳ ଯୋଗାଇ ଦିଅନ୍ତୁ
CMO Odisha DM_Jharsuguda MoSarkar 5T Directorate of AH&VS Odisha

account_circle