ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ(@Culturedeptt) 's Twitter Profile Photo

କଳା ସଂସ୍କୃତିର ରାଜ୍ୟ ଓଡ଼ିଶା..
ବିଶ୍ୱ ଐତିହ୍ୟ ଦିବସ ଅବସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ।

CMO Odisha ChiefSecyOdisha I & PR Department, Odisha

#Odisha #Culture #Odia #WorldHeritageDay 
@CMO_Odisha @SecyChief @IPR_Odisha
account_circle
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ(@Culturedeptt) 's Twitter Profile Photo

ଚଳିତ ମାସ ତା-୧୭.୦୪.୨୦୨୪ରିଖ ବୁଧବାର ଦିନ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଓଡ଼ିଶାର ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୭ତମ ପୂଣ୍ୟତିଥି ପାଳିତ ହୋଇଯାଇଅଛି ।

CMO Odisha ChiefSecyOdisha I & PR Department, Odisha

ଚଳିତ ମାସ ତା-୧୭.୦୪.୨୦୨୪ରିଖ ବୁଧବାର ଦିନ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଓଡ଼ିଶାର ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୭ତମ ପୂଣ୍ୟତିଥି  ପାଳିତ ହୋଇଯାଇଅଛି ।
#Odisha #odia #culture 
@CMO_Odisha @SecyChief @IPR_Odisha
account_circle
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ(@Culturedeptt) 's Twitter Profile Photo

ପବିତ୍ର ଶ୍ରୀ ରାମ ନବମୀ ଉପଲକ୍ଷେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ।

CMO Odisha ChiefSecyOdisha I & PR Department, Odisha

ପବିତ୍ର ଶ୍ରୀ ରାମ ନବମୀ ଉପଲକ୍ଷେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସମସ୍ତଙ୍କୁ  ହାର୍ଦ୍ଦିକ ଅଭିନନ୍ଦନ ।
#RamNavami2024 #RamNavamicelebrations #Odisha #Culture 

@CMO_Odisha @SecyChief @IPR_Odisha
account_circle
Odisha Yuva Sangathan(@Odishayuva_1947) 's Twitter Profile Photo

ମହାବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବ ବର୍ଷ ଉପଲକ୍ଷେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନl ମହାପ୍ରଭୁଙ୍କ ଅପାର କରୁଣା ସମସ୍ତଙ୍କ ଜୀବନରେ ସୁଖ ଓ ସମୃଦ୍ଧି ଭରିଦେଉ।
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ

ମହାବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବ ବର୍ଷ ଉପଲକ୍ଷେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନl ମହାପ୍ରଭୁଙ୍କ ଅପାର କରୁଣା ସମସ୍ତଙ୍କ ଜୀବନରେ ସୁଖ ଓ ସମୃଦ୍ଧି ଭରିଦେଉ।
@Culturedeptt
account_circle
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ(@Culturedeptt) 's Twitter Profile Photo

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଜାତୀୟତାବାଦୀ କବି ବାଞ୍ଛାନିଧି ମହାନ୍ତିଙ୍କ ୮୬ତମ ପୂଣ୍ୟ ତିଥିରେ ଭୁବନେଶ୍ଵର ରାଜଭବନ ସମ୍ମୁଖସ୍ଥ ପ୍ରତିମୂର୍ତ୍ତି ସ୍ଥଳୀରେ ଆଜି ପ୍ରତ୍ୟୁଷରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି।

CMO Odisha ChiefSecyOdisha I & PR Department, Odisha

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଜାତୀୟତାବାଦୀ କବି ବାଞ୍ଛାନିଧି ମହାନ୍ତିଙ୍କ ୮୬ତମ ପୂଣ୍ୟ ତିଥିରେ ଭୁବନେଶ୍ଵର ରାଜଭବନ ସମ୍ମୁଖସ୍ଥ ପ୍ରତିମୂର୍ତ୍ତି ସ୍ଥଳୀରେ ଆଜି ପ୍ରତ୍ୟୁଷରେ  ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି।
#odia #odisha #culture 

@CMO_Odisha @SecyChief @IPR_Odisha
account_circle
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ(@Culturedeptt) 's Twitter Profile Photo

ପବିତ୍ର ଅଶୋକାଷ୍ଟମୀରେ ତ୍ରିଭୁବନେଶ୍ୱର ଭଗବାନ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ କଲ୍ୟାଣକାରୀ ରୁକୁଣା ରଥଯାତ୍ରା ଉପଲକ୍ଷେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ।

CMO Odisha ChiefSecyOdisha I & PR Department, Odisha

ପବିତ୍ର ଅଶୋକାଷ୍ଟମୀରେ ତ୍ରିଭୁବନେଶ୍ୱର ଭଗବାନ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ କଲ୍ୟାଣକାରୀ ରୁକୁଣା ରଥଯାତ୍ରା ଉପଲକ୍ଷେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। 

#ରୁକୁଣାରଥ #Odisha #Odia #Culture 
@CMO_Odisha @SecyChief @IPR_Odisha
account_circle