Subrat Chhatoi(@subratchhatoi) 's Twitter Profileg
Subrat Chhatoi

@subratchhatoi

Entrepreneur, Educationist, Politician. Aims for a Change. Development Agenda. Proud Odia. Fan of @Naveen_Odisha. Part & Parcel of @BJD_Odisha. #BJDdigitalwing

ID:105739433

linkhttp://subratchhatoi.com calendar_today17-01-2010 09:19:14

12,2K Tweets

5,3K Followers

498 Following

Follow People
Subrat Chhatoi(@subratchhatoi) 's Twitter Profile Photo

As a good samaritan, Hon'ble CM Naveen Patnaik stopped his speech mid-way and instructed the present security personnel to make way for the ambulance that was trying to cross the crowd during his road show yesterday.

Once again, our beloved HCM proves how he always thinks of

account_circle
Subrat Chhatoi(@subratchhatoi) 's Twitter Profile Photo

ଭୁବନେଶ୍ୱରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ମେଗା ରୋଡ୍ ସୋ' ରେ ଏକତ୍ରିତ ହୋଇଥିବା ଜନତା ଏକ ସ୍ୱରରେ ବାର୍ତ୍ତା ଦେଇଛନ୍ତି - 'ଏଥର ଯୋଡି ଶଙ୍ଖ' ।

ଏହି ବିଶାଳ ଜନସମୁଦ୍ର ହେଉଛି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ Naveen Patnaik ଙ୍କ ପ୍ରତି ଭୁବନେଶ୍ୱରର ଜନତାଙ୍କର ଥିବା ଅଦମ୍ୟ ଭଲ ପାଇବା ଏବଂ ବିଶ୍ୱାସର ପ୍ରମାଣ

ଭୁବନେଶ୍ୱରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ମେଗା ରୋଡ୍ ସୋ' ରେ ଏକତ୍ରିତ ହୋଇଥିବା ଜନତା ଏକ ସ୍ୱରରେ ବାର୍ତ୍ତା ଦେଇଛନ୍ତି - 'ଏଥର ଯୋଡି ଶଙ୍ଖ' । ଏହି ବିଶାଳ ଜନସମୁଦ୍ର ହେଉଛି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ଙ୍କ ପ୍ରତି ଭୁବନେଶ୍ୱରର ଜନତାଙ୍କର ଥିବା ଅଦମ୍ୟ ଭଲ ପାଇବା ଏବଂ ବିଶ୍ୱାସର ପ୍ରମାଣ
account_circle
Subrat Chhatoi(@subratchhatoi) 's Twitter Profile Photo

ଜଗନ୍ନାଥ ସଂସ୍କୃତି ଏବଂ ଓଡ଼ିଆଙ୍କ ଆବେଗକୁ ନେଇ ହୀନ ରାଜନୀତି କରୁଥିବା ବିଜେପିକୁ ଉଚିତ ଜବାବ ଦେବେ ଓଡ଼ିଶାବାସୀ ।

ପୁରୀ ପରିକ୍ରମା ପ୍ରକଳ୍ପ ସମୟରେ ଐତିହାସିକ ମଠ ଓ ମନ୍ଦିର ଭଙ୍ଗା ଯାଇଛି ବୋଲି ବିଜେପିର ନେତାମାନେ ଯେଉଁ ଅଭିଯୋଗ କରୁଛନ୍ତି, ସେମାନଙ୍କୁ ଉତ୍ତର ଦେବାକୁ ଯାଇ ବରିଷ୍ଠ ବିଜେଡି ନେତା ଶ୍ରୀ କାର୍ତ୍ତିକ ପାଣ୍ଡିଆନ

account_circle
Biju Janata Dal(@bjd_odisha) 's Twitter Profile Photo

ମାଗଣା ବିଜୁଳି ଗ୍ୟାରେଣ୍ଟିର କରେଣ୍ଟ ବିଜେପିକୁ ଜୋରରେ ଲାଗିଛି। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପରେ ଓଡ଼ିଶା ବିଜେପି ଭଲ ଭାବେ ଜାଣିସାରିଲାଣି ଯେ ସେମାନେ ଶୋଚନୀୟ ପରାଜୟକୁ ସାମ୍ନା କରୁଛନ୍ତି, ଆଉ ବିଜେଡି ୯୦% ଆସନରେ ବାଜିମାତ୍ କରିବାକୁ ଯାଉଛି । ଏହା ସେମାନଙ୍କ ମନୋବଳକୁ ଭାଙ୍ଗି ଦେଇଛି। ସେଥିପାଇଁ ସେମାନେ ଅଭ୍ୟାସଗତ ଭାବେ ମିଛ କହିବା

ମାଗଣା ବିଜୁଳି ଗ୍ୟାରେଣ୍ଟିର କରେଣ୍ଟ ବିଜେପିକୁ ଜୋରରେ ଲାଗିଛି। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପରେ ଓଡ଼ିଶା ବିଜେପି ଭଲ ଭାବେ ଜାଣିସାରିଲାଣି ଯେ ସେମାନେ ଶୋଚନୀୟ ପରାଜୟକୁ ସାମ୍ନା କରୁଛନ୍ତି, ଆଉ ବିଜେଡି ୯୦% ଆସନରେ ବାଜିମାତ୍ କରିବାକୁ ଯାଉଛି । ଏହା ସେମାନଙ୍କ ମନୋବଳକୁ ଭାଙ୍ଗି ଦେଇଛି। ସେଥିପାଇଁ ସେମାନେ ଅଭ୍ୟାସଗତ ଭାବେ ମିଛ କହିବା
account_circle
Naveen Patnaik(@Naveen_Odisha) 's Twitter Profile Photo

ଦେବଗଡ଼, ଛେଣ୍ଡିପଦା, ଆଠମଲ୍ଲିକ ଓ ରାଉରକେଲାରେ ଆପଣମାନେ ଦେଇଥିବା ଭଲପାଇବାର ତୁଳନା ନାହିଁ। ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ଆମ ସଭିଙ୍କ ପ୍ରତିବଦ୍ଧତା ବଳିଷ୍ଠ ହେଉଛି। 'ଶଙ୍ଖ' ଚିହ୍ନରେ ଆଶୀର୍ବାଦ କରନ୍ତୁ।

ଦେବଗଡ଼, ଛେଣ୍ଡିପଦା, ଆଠମଲ୍ଲିକ ଓ ରାଉରକେଲାରେ ଆପଣମାନେ ଦେଇଥିବା ଭଲପାଇବାର ତୁଳନା ନାହିଁ। ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ଆମ ସଭିଙ୍କ ପ୍ରତିବଦ୍ଧତା ବଳିଷ୍ଠ ହେଉଛି। 'ଶଙ୍ଖ' ଚିହ୍ନରେ ଆଶୀର୍ବାଦ କରନ୍ତୁ। #JodiShankha
account_circle
Naveen Patnaik(@Naveen_Odisha) 's Twitter Profile Photo

ଜୁଲାଇ ୧ରୁ ବିକାଶର କିରଣ ଲୋକଙ୍କ ଜୀବନ ବଦଳାଇବ। ସଭିଙ୍କ ବିଜୁଳି ବିଲ୍ ଚିନ୍ତା ଦୂର ହେବାକୁଯାଉଛି। ବିକାଶ ଓ ବିଶ୍ୱାସର ଏହି ଧାରା ସର୍ବଦା ଅତୁଟ ରହୁ। 'ଶଙ୍ଖ' ଚିହ୍ନରେ ଆଶୀର୍ବାଦ କରନ୍ତୁ।

ଜୁଲାଇ ୧ରୁ ବିକାଶର କିରଣ ଲୋକଙ୍କ ଜୀବନ ବଦଳାଇବ। ସଭିଙ୍କ ବିଜୁଳି ବିଲ୍ ଚିନ୍ତା ଦୂର ହେବାକୁଯାଉଛି। ବିକାଶ ଓ ବିଶ୍ୱାସର ଏହି ଧାରା ସର୍ବଦା ଅତୁଟ ରହୁ। 'ଶଙ୍ଖ' ଚିହ୍ନରେ ଆଶୀର୍ବାଦ କରନ୍ତୁ। #JodiShankha
account_circle
Subrat Chhatoi(@subratchhatoi) 's Twitter Profile Photo

ଦକ୍ଷତା ବିକାଶ କ୍ଷେତ୍ରରେ ଆଗକୁ ବଢୁଛି ଦେବଗଡ଼ । ଦେବଗଡ଼ ଦେଖୁଛି ବିକାଶ, ଶଙ୍ଖ ଉପରେ ଅଛି ସଭିଙ୍କ ଆଶୀର୍ବାଦ ।

ରୂପାନ୍ତରଣ ସ୍ପର୍ଶରେ ବଦଳିବ ଗାଁର ପ୍ରତିଛବି ଓ ରାଜ୍ୟ ପ୍ରଗତିରେ ଭାଗୀଦାର ହେବେ ଗ୍ରାମାଞ୍ଚଳବାସୀ I

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ Naveen Patnaik ଙ୍କ ପ୍ରତି ବିଶ୍ୱାସ ଅତୁଟ ରଖି ସମୃଦ୍ଧ ଦେବଗଡ଼ ଗଠନରେ ସହଭାଗୀ

ଦକ୍ଷତା ବିକାଶ କ୍ଷେତ୍ରରେ ଆଗକୁ ବଢୁଛି ଦେବଗଡ଼ । ଦେବଗଡ଼ ଦେଖୁଛି ବିକାଶ, ଶଙ୍ଖ ଉପରେ ଅଛି ସଭିଙ୍କ ଆଶୀର୍ବାଦ । ରୂପାନ୍ତରଣ ସ୍ପର୍ଶରେ ବଦଳିବ ଗାଁର ପ୍ରତିଛବି ଓ ରାଜ୍ୟ ପ୍ରଗତିରେ ଭାଗୀଦାର ହେବେ ଗ୍ରାମାଞ୍ଚଳବାସୀ I ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ଙ୍କ ପ୍ରତି ବିଶ୍ୱାସ ଅତୁଟ ରଖି ସମୃଦ୍ଧ ଦେବଗଡ଼ ଗଠନରେ ସହଭାଗୀ
account_circle
Odisha Police(@odisha_police) 's Twitter Profile Photo

+92 ନମ୍ବର ଥିବା WhatsApp କଲ୍ ଠାରୁ ଦୂରେଇ ରୁହନ୍ତୁ !
ଅପରାଧୀମାନେ ଏବେ ଟଙ୍କା ଆଦାୟ କରିବା ପାଇଁ, WhatsApp କଲ କରିଵା ସହ ପୋଲିସ ଅଧିକାରୀଙ୍କ ଫଟୋ ବ୍ୟବହାର କରୁଛନ୍ତି । ଆପଣଙ୍କ ପ୍ରିୟଜନଙ୍କ ନାମରେ ଗୁରୁତର ଅପରାଧର ମିଥ୍ୟା ଅଭିଯୋଗ କରି,ଟଙ୍କା ଲୁଟିବା ପାଇଁ ନୂତନ କୌଶଳ ବ୍ୟବହାର କରୁଛନ୍ତି।
ସତର୍କ ରୁହନ୍ତୁ, ସଜାଗ ରୁହନ୍ତୁ ।

+92 ନମ୍ବର ଥିବା WhatsApp କଲ୍ ଠାରୁ ଦୂରେଇ ରୁହନ୍ତୁ ! ଅପରାଧୀମାନେ ଏବେ ଟଙ୍କା ଆଦାୟ କରିବା ପାଇଁ, WhatsApp କଲ କରିଵା ସହ ପୋଲିସ ଅଧିକାରୀଙ୍କ ଫଟୋ ବ୍ୟବହାର କରୁଛନ୍ତି । ଆପଣଙ୍କ ପ୍ରିୟଜନଙ୍କ ନାମରେ ଗୁରୁତର ଅପରାଧର ମିଥ୍ୟା ଅଭିଯୋଗ କରି,ଟଙ୍କା ଲୁଟିବା ପାଇଁ ନୂତନ କୌଶଳ ବ୍ୟବହାର କରୁଛନ୍ତି। ସତର୍କ ରୁହନ୍ତୁ, ସଜାଗ ରୁହନ୍ତୁ ।
account_circle
Biju Janata Dal(@bjd_odisha) 's Twitter Profile Photo

'ଶଙ୍ଖ' ଧ୍ଵନିରେ ପ୍ରକମ୍ପିତ ହେଲା କଟକ-ଚୌଦ୍ୱାର ଗଡ଼,
'ଯୋଡ଼ିଶଙ୍ଖ' ପାଇଁ ଏଠି ସଂକଳ୍ପ ହୋଇଛି ସୁଦୃଢ଼

ବିକାଶର ଚିହ୍ନ 'ଶଙ୍ଖ'

account_circle
Subrat Chhatoi(@subratchhatoi) 's Twitter Profile Photo

‘ଗରିବଙ୍କୁ ୧୦୦ ୟୁନିଟ୍ ଯାଏଁ ମାଗଣା ବିଜୁଳି’, ନବୀନ ଗ୍ୟାରେଣ୍ଟି, ‘ଶଙ୍ଖ’ ଚିହ୍ନର ଗ୍ୟାରେଣ୍ଟି ।

ରାଜ୍ୟର ୯୦ ପ୍ରତିଶତ ପରିବାରକୁ ମାଗଣା ବିଜୁଳି ଯୋଗାଇ ଦେବେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶାବାସୀଙ୍କୁ ଜୁଲାଇରୁ ଆଉ ବିଜୁଳି ବିଲ୍ ଦେବାକୁ ପଡ଼ିବନି ।

ଜୁନ ୯ ତାରିଖରେ ଷଷ୍ଠ ଥର ପାଇଁ ନବୀନ ପଟ୍ଟନାୟକ

account_circle
ANI(@ANI) 's Twitter Profile Photo

| Odisha: 5T Chairman and BJD leader VK Pandian says 'BJD is sweeping the elections whether it is first, second, third or fourth phase. To be precise, in the first phase, BJD is winning a minimum of 24 out of 28 seats. Last time we had got 20 seats. This time, there is

account_circle
H & FW Dept Odisha(@HFWOdisha) 's Twitter Profile Photo

Happy to share that the National Medical Commission has approved the proposal to start DM in the Department of Medical Oncology (2 seats) in AHPGIC, Cuttack.

Happy to share that the National Medical Commission has approved the proposal to start DM in the Department of Medical Oncology (2 seats) in AHPGIC, Cuttack.
account_circle
Subrat Chhatoi(@subratchhatoi) 's Twitter Profile Photo

ଆମ ରାଜ୍ୟକୁ ପ୍ରଗତି ପଥରେ ଆଗେଇ ନେଉଛି ବିଜୁ ଜନତା ଦଳ । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ, ଶିକ୍ଷା, ବିଭିନ୍ନ ଲୋକାଭିମୁଖୀ ପ୍ରକଳ୍ପ ପ୍ରତ୍ୟେକ ଜନସାଧାରଣଙ୍କ ନିକଟ ରେ ପହଞ୍ଚିପାରୁଛି ।

ସମ୍ବଲପୁରର‌ ସମୃଦ୍ଧି ପାଇଁ ଏବଂ ରୂପାନ୍ତରିତ ସମ୍ବଲପୁର ଗଠନ ପାଇଁ ବିଜେଡି ସାଂଗଠନିକ ସମ୍ପାଦକ ତଥା ସମ୍ବଲପୁର ଲୋକସଭା ପ୍ରାର୍ଥୀ ଶ୍ରୀ ପ୍ରଣବ

account_circle
Biju Janata Dal(@bjd_odisha) 's Twitter Profile Photo

ରାଉରକେଲାରୁୁୁ ସଭାପତି ଶ୍ରୀ Naveen Patnaik ଙ୍କ ସମ୍ବୋଧନ

ଦେଖନ୍ତୁ ସିଧାପ୍ରସାରଣ: youtu.be/_Wx2i8HMVZc

account_circle
Biju Janata Dal(@bjd_odisha) 's Twitter Profile Photo

ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ତଥା ସମ୍ବଲପୁର ସାଂସଦ ପ୍ରାର୍ଥୀ ଶ୍ରୀ Pranab Prakash Das ଙ୍କ ସହ ସ୍ୱତନ୍ତ୍ର ସାକ୍ଷାତକାର ଦେଖନ୍ତୁ ଆଜି ରାତି ୮.୩୦ରେ। କେବଳ NandighoshaTV ରେ।

account_circle
Subrat Chhatoi(@subratchhatoi) 's Twitter Profile Photo

ଆପଣମାନଙ୍କ ଭଲପାଇବା ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ଆଶୀର୍ବାଦ ସହ ସମ୍ବଲପୁରରେ ଆସିବ ପରିବର୍ତ୍ତନ, ବିକାଶର ପ୍ରୟୋଗଶାଳା ହେବ ସମ୍ବଲପୁର ।

ସମ୍ବଲପୁର ମାଟିରେ ବିକାଶକୁ ତ୍ୱରାନ୍ୱିତ କରିବାପାଇଁ ବିଜେଡି ସାଂଗଠନିକ ସମ୍ପାଦକ ତଥା ସମ୍ବଲପୁର ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସଙ୍କୁ ଭୋଟ ଦେଇ ଆଶୀର୍ବାଦ

ଆପଣମାନଙ୍କ ଭଲପାଇବା ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ଆଶୀର୍ବାଦ ସହ ସମ୍ବଲପୁରରେ ଆସିବ ପରିବର୍ତ୍ତନ, ବିକାଶର ପ୍ରୟୋଗଶାଳା ହେବ ସମ୍ବଲପୁର । ସମ୍ବଲପୁର ମାଟିରେ ବିକାଶକୁ ତ୍ୱରାନ୍ୱିତ କରିବାପାଇଁ ବିଜେଡି ସାଂଗଠନିକ ସମ୍ପାଦକ ତଥା ସମ୍ବଲପୁର ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସଙ୍କୁ ଭୋଟ ଦେଇ ଆଶୀର୍ବାଦ
account_circle
Biju Janata Dal(@bjd_odisha) 's Twitter Profile Photo

ସଶକ୍ତ ମହିଳା, ସଶକ୍ତ ଓଡ଼ିଶା। ଆହୁରି ତ୍ୱରାନ୍ୱିତ ହେବ ନବୀନ ଓଡ଼ିଶାର ପ୍ରଗତି, ଆମ ମା’ମାନେ ସାଜିବେ ବିକାଶର ସାରଥୀ।

ବିଜୁ ଜନତା ଦଳର ଘୋଷଣାପତ୍ର, ମା’ମାନଙ୍କ ବିକାଶର ଘୋଷଣାପତ୍ର
ଶଙ୍ଖ ଚିହ୍ନରେ ଆଶୀର୍ବାଦ କରନ୍ତୁ।

ସଶକ୍ତ ମହିଳା, ସଶକ୍ତ ଓଡ଼ିଶା। ଆହୁରି ତ୍ୱରାନ୍ୱିତ ହେବ ନବୀନ ଓଡ଼ିଶାର ପ୍ରଗତି, ଆମ ମା’ମାନେ ସାଜିବେ ବିକାଶର ସାରଥୀ। ବିଜୁ ଜନତା ଦଳର ଘୋଷଣାପତ୍ର, ମା’ମାନଙ୍କ ବିକାଶର ଘୋଷଣାପତ୍ର ଶଙ୍ଖ ଚିହ୍ନରେ ଆଶୀର୍ବାଦ କରନ୍ତୁ। #JodiShankha #NabinOdisha #5TGuarantee
account_circle
Biju Janata Dal(@bjd_odisha) 's Twitter Profile Photo

ମଧ୍ୟବିତ୍ତ ଆମ ମେରୁଦଣ୍ଡ। ନବୀନ ଓଡ଼ିଶାରେ ମଧ୍ଯବିତ୍ତ ସାଜୁଛନ୍ତି ବିକାଶର କର୍ଣ୍ଣଧାର। ସଶକ୍ତ, ସମୃଦ୍ଧ ଓ ଆତ୍ମନିର୍ଭର ହୋଇ ଲେଖୁଛନ୍ତି ଗାଥା ନୂଆ ଓଡ଼ିଶାର।

ଏଥର ଯୋଡ଼ିଶଙ୍ଖ
ଶଙ୍ଖ ଚିହ୍ନରେ ଆଶୀର୍ବାଦ କରନ୍ତୁ

ମଧ୍ୟବିତ୍ତ ଆମ ମେରୁଦଣ୍ଡ। ନବୀନ ଓଡ଼ିଶାରେ ମଧ୍ଯବିତ୍ତ ସାଜୁଛନ୍ତି ବିକାଶର କର୍ଣ୍ଣଧାର। ସଶକ୍ତ, ସମୃଦ୍ଧ ଓ ଆତ୍ମନିର୍ଭର ହୋଇ ଲେଖୁଛନ୍ତି ଗାଥା ନୂଆ ଓଡ଼ିଶାର। ଏଥର ଯୋଡ଼ିଶଙ୍ଖ ଶଙ୍ଖ ଚିହ୍ନରେ ଆଶୀର୍ବାଦ କରନ୍ତୁ #JodiShankha #NabinOdisha #5TGuarantee
account_circle
Subrat Chhatoi(@subratchhatoi) 's Twitter Profile Photo

ବିଜେଡି ନିର୍ବାଚନୀ ଇସ୍ତାହାର, ପ୍ରଗତିଶୀଳ ଇସ୍ତାହାର । ସମସ୍ତଙ୍କୁ ସାମିଲ କରି ଓଡ଼ିଶାରେ ବିକାଶର ପର୍ବକୁ ଆଗେଇ ନେବା ଇସ୍ତାହାର ।

୨୦୩୪ ସୁଦ୍ଧା ଓଡ଼ିଶା ହେବ ଦେଶର ୧ ନମ୍ବର ରାଜ୍ୟ, ଯୁବକଙ୍କ ପାଇଁ ୧୦ ବର୍ଷରେ ୧ ଲକ୍ଷ କୋଟିର ଯୋଜନା, ମିଶନ ଶକ୍ତି ମାଆ ମାନଙ୍କୁ ମିଳିବ ପେନସନ୍ । ସମାଜର ସବୁ ବର୍ଗର ଲୋକଙ୍କ ହିତ ପାଇଁ ବିଜେଡି

account_circle
Pranab Prakash Das(@pranabpdas) 's Twitter Profile Photo

ଶୁଭୁଛେ ଯୁଡ଼ିଶଙ୍ଖର୍ ସୁର୍ ବନେ ଦୂର୍; ଆଠମଲ୍ଲିକ୍ ରୁ ସମ୍ବଲପୁର୍। ଆମର୍ ସାଙ୍ଗେ ଅଣ୍ଟା ଭିଡିଛନ୍ ଆନବାର୍ ଲାଗି ବିକାଶ୍, ସଭେ ମିଶିକରି କରମାଁ ସମକର୍ ଜୀବନୁ ଦୁଃଖ ନାଶ୍।



ଶୁଭୁଛେ ଯୁଡ଼ିଶଙ୍ଖର୍ ସୁର୍ ବନେ ଦୂର୍; ଆଠମଲ୍ଲିକ୍ ରୁ ସମ୍ବଲପୁର୍। ଆମର୍ ସାଙ୍ଗେ ଅଣ୍ଟା ଭିଡିଛନ୍ ଆନବାର୍ ଲାଗି ବିକାଶ୍, ସଭେ ମିଶିକରି କରମାଁ ସମକର୍ ଜୀବନୁ ଦୁଃଖ ନାଶ୍। #ସମୃଦ୍ଧସମ୍ବଲପୁର #SamruddhaSambalpur #JodiShankha
account_circle