Arup Patnaik(@ArupPatnaikOMP) 's Twitter Profile Photo

କଣାସ ପ୍ରକମ୍ପିତ ହେଉଛି ବିକାଶର ଶଙ୍ଖନାଦରେ। ସଭିଏଁ ଚାହୁଁଛନ୍ତି ନବୀନ ସରକାର ଷଷ୍ଠଥର।

account_circle
Arup Patnaik(@ArupPatnaikOMP) 's Twitter Profile Photo

ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରଚେଷ୍ଟାରେ ଚିଲିକାରେ ନିର୍ମାଣ ହେବ ସେତୁ।

account_circle
Arup Patnaik(@ArupPatnaikOMP) 's Twitter Profile Photo

ବିରୋଧିମାନଙ୍କର ପ୍ରତିଶ୍ରୁତି, ଯାହା ସତ ହେବାର କୌଣସି କିମ୍ବଦନ୍ତୀରେ ବି ଲେଖାନାହିଁ। ସେଭଳି ଦୋଗାଲିଆଙ୍କ ଭାଷଣରେ ଫସିବାର ନାହିଁ। ଏଥର ଆମର କେବଳ ଯୋଡ଼ିଶଙ୍ଖ।

account_circle
Arup Patnaik(@ArupPatnaikOMP) 's Twitter Profile Photo

ବିଭିନ୍ନ ଲୋକାଭିମୁଖୀ ଯୋଜନା ବନ୍ଦ କରିବାରେ ସିଦ୍ଧହସ୍ତ ଲକ୍ଷ୍ମୀଛଡ଼ା ଦଳ।

account_circle
Arup Patnaik(@ArupPatnaikOMP) 's Twitter Profile Photo

ବିଜୁ ଜନତା ଦଳର ବରିଷ୍ଠ ନେତା ଶ୍ରୀ କାର୍ତ୍ତିକ ପାଣ୍ଡିଆନ ଏବଂ ବ୍ରହ୍ମଗିରି ବିଧାନସଭା ପ୍ରାର୍ଥୀ ଶ୍ରୀ Umakanta Samantaray ଙ୍କ ସହ ନିର୍ବାଚନୀ ପ୍ରଚାରର କିଛି ବିଶେଷ ମୁହୂର୍ତ୍ତ।

ଲୋକଙ୍କ ବିଜୁ ଜନତା ଦଳ ପ୍ରତି ଥିବା ଭଲ ପାଇବା ଦେଖି ମୁଁ ଅଭିଭୂତ।

ବିଜୁ ଜନତା ଦଳର ବରିଷ୍ଠ ନେତା ଶ୍ରୀ କାର୍ତ୍ତିକ ପାଣ୍ଡିଆନ ଏବଂ ବ୍ରହ୍ମଗିରି ବିଧାନସଭା ପ୍ରାର୍ଥୀ ଶ୍ରୀ @Uma_Samantaray ଙ୍କ ସହ ନିର୍ବାଚନୀ ପ୍ରଚାରର କିଛି ବିଶେଷ ମୁହୂର୍ତ୍ତ। 

ଲୋକଙ୍କ ବିଜୁ ଜନତା ଦଳ ପ୍ରତି ଥିବା ଭଲ ପାଇବା ଦେଖି ମୁଁ ଅଭିଭୂତ।
#JodiShankha #Aruppatnaik #BJDDigitalWing #puri
account_circle
Arup Patnaik(@ArupPatnaikOMP) 's Twitter Profile Photo

ପୁରୀର ବାଲିସାହିରେ ଶ୍ୱେତଗଙ୍ଗା ଅବସ୍ଥିତ। ମହାରାଜା ଶ୍ୱେତଙ୍କ ଯଜ୍ଞାନ୍ତେ ଏଠାରେ ଗଙ୍ଗା ଦେବୀ ପ୍ରକଟିତ ହୋଇଥିବାରୁ ଏହାର ନାମ ଶ୍ୱେତଗଙ୍ଗା।

account_circle
Arup Patnaik(@ArupPatnaikOMP) 's Twitter Profile Photo

ରଣପୁର ନିର୍ବାଚନ ମଣ୍ଡଳୀରେ ଖୁସିର ଲହରୀ ଖେଳିଯାଇଛି କାହିଁକି ନା ଯୋଡ଼ିଶଙ୍ଖ ବଜାଇ ଏଥର ବିଜେଡି ଆସୁଛି।

account_circle
Mobile News 24x7 Odia(@24x7Odia) 's Twitter Profile Photo

ନିର୍ବାଚନୀ ପ୍ରଚାର ବେଳେ BJD ସାଂସଦ ପ୍ରାର୍ଥୀ Arup Patnaikଙ୍କ ହେଲା ଦେହ ଖରାପ, ଦେଖନ୍ତୁ || Election 2024

odisha

account_circle
Arup Patnaik(@ArupPatnaikOMP) 's Twitter Profile Photo

ଆମ ଦଳର ବରିଷ୍ଠ ନେତା ଶ୍ରୀ କାର୍ତ୍ତିକ ପାଣ୍ଡିଆନଙ୍କ ଓଡ଼ଗାଁ ଗସ୍ତ ସମୟର କିଛି ବିଶେଷ ମୁହୂର୍ତ୍ତ।

account_circle
Arup Patnaik(@ArupPatnaikOMP) 's Twitter Profile Photo

ନବୀନଙ୍କ ନେତୃତ୍ୱରେ ନେଇଛେ ପ୍ରତିଜ୍ଞା, ବଦଳାଇଦେବା ରାଜନୀତିର ସଂଜ୍ଞା

account_circle
Mobile News 24x7 Odia(@24x7Odia) 's Twitter Profile Photo

ପୁରୀରେ ମାଳ ମାଳ BJD ନେତା, ନିର୍ବାଚନ ପୂର୍ବରୁ ନେଲେ ଆର୍ଶିବାଦ || Arup Patnaik || Election 2024

odisha

account_circle
Arup Patnaik(@ArupPatnaikOMP) 's Twitter Profile Photo

ବିକାଶର ଚିହ୍ନ ଶଙ୍ଖ; ଏଥର ଯୋଡ଼ିଶଙ୍ଖ।
ଶଙ୍ଖ ଚିହ୍ନରେ ଆଶୀର୍ବାଦ କରନ୍ତୁ।

account_circle
Arup Patnaik(@ArupPatnaikOMP) 's Twitter Profile Photo

ଶିବ ପାର୍ବତୀଙ୍କ କାହାଣୀକୁ ନେଇ ମୁଖ୍ୟତଃ ପରିବେଷଣ କରାଯାଉଥିବା ଘୋଡ଼ାନାଚ ଓଡ଼ିଶାର ଅନ୍ୟତମ ପାରମ୍ପରିକ ଲୋକନୃତ୍ୟ।

account_circle