Ganeswar Behera(@ganeswarbjd) 's Twitter Profile Photo

ମୁଁ ଆପଣଙ୍କ ସନ୍ନମାନ କୁ ତଳେ ପକେଇବି ନାହିଁ, ବିଶ୍ୱାସ କୁ ନେବେ ସାଥିରେ ଚାଲିବେ, ହାତ ରେ ହାତ ମିଳେଇବେ, କାନ୍ଧ ରେ କାନ୍ଧ ମିଳେଇବେ, ବିଜୁ ଜନତା ଦଳ କୁ ବିଜୟୀ କରିବେ, ଶଙ୍ଖ ଚିହ୍ନ କୁ ବିଜୟୀ କରିବେ, ଯୋଡ଼ି ଶଙ୍ଖ କୁ ଆଶ୍ରିବାଦ ଦେବେ ଏବଂ ନବୀନ ବାବୁ ଙ୍କୁ ଆଶ୍ରିବାଦ ଦେବେ 🙏🏻


account_circle
Anshuman Mohanty(@Anshumanbjd) 's Twitter Profile Photo

କେନ୍ଦ୍ରାପଡ଼ା-ଦୈତାରୀ-ପାରାଦୀପ ରେଳପଥର ଇତିହାସ l ଲୋକେ ଜାଣିଛନ୍ତି ଏଥି ପାଁଇ କାହାର ଅବଦାନ ଅଛି # shri Biju pattanaik ji
Biju Janata Dal Naveen Patnaik






account_circle
Umakanta Samantaray(@Uma_Samantaray) 's Twitter Profile Photo

ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମଗିରି ବ୍ଲକ୍ ସ୍ଥିତ ସାତପଡ଼ା ପଞ୍ଚାୟତର ନିର୍ବାଚନୀ ପ୍ରଚାର କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ।

Naveen Patnaik Biju Janata Dal

2024 odisha

ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମଗିରି ବ୍ଲକ୍ ସ୍ଥିତ ସାତପଡ଼ା ପଞ୍ଚାୟତର ନିର୍ବାଚନୀ ପ୍ରଚାର କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ।

@Naveen_Odisha @bjd_odisha

#elections #elections2024 #electionpreps #puri #brahmagiri #joinbjd #bijujanatadal #bijujanatadalodisha #naveenodisha
account_circle
Umakanta Samantaray(@Uma_Samantaray) 's Twitter Profile Photo

ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମଗିରି ବ୍ଲକ୍ ସ୍ଥିତ ପିରିଜିପୁର୍ ପଞ୍ଚାୟତର ନିର୍ବାଚନୀ ପ୍ରଚାର କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ।

Naveen Patnaik Biju Janata Dal

2024 odisha

ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମଗିରି ବ୍ଲକ୍ ସ୍ଥିତ ପିରିଜିପୁର୍ ପଞ୍ଚାୟତର ନିର୍ବାଚନୀ ପ୍ରଚାର କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ।

@Naveen_Odisha @bjd_odisha

#elections #elections2024 #electionpreps #puri #brahmagiri #joinbjd #bijujanatadal #bijujanatadalodisha #naveenodisha
account_circle
Anshuman Mohanty(@Anshumanbjd) 's Twitter Profile Photo

ଆପଣମାନଙ୍କ ସହ ଥିଲି, ରହିଛି ଓ ରହିବି ସଦାବେଳେ l ମୋ ଶେଷ ନିଶ୍ଵାସ ଯାଏ ଆପଣମାନଙ୍କ ସେବା କରିବା ପାଇଁ ପ୍ରତିଜ୍ଞାବଦ୍ଧ ll
.
.







account_circle
Umakanta Samantaray(@Uma_Samantaray) 's Twitter Profile Photo

ଭୋଟ୍ ଦେବା ହେଉଛି ଆପଣ ମାନଙ୍କର ମୌଳିକ ଅଧିକାର। ତେଣୁ ବହୁ ମାତ୍ରାରେ ଭୋଟ୍ ଦେଇ ନିଜ ମତ ପ୍ରକାଶ କରିବାକୁ ଅନୁରୋଧ।

Naveen Patnaik Biju Janata Dal

2024 odisha

ଭୋଟ୍ ଦେବା ହେଉଛି ଆପଣ ମାନଙ୍କର ମୌଳିକ ଅଧିକାର। ତେଣୁ ବହୁ ମାତ୍ରାରେ ଭୋଟ୍ ଦେଇ ନିଜ ମତ ପ୍ରକାଶ କରିବାକୁ ଅନୁରୋଧ।

@Naveen_Odisha @bjd_odisha

#elections #elections2024 #electionpreps #puri #brahmagiri #joinbjd #bijujanatadal #bijujanatadalodisha #naveenodisha #bjddigitalwing #umasamantaray #5T
account_circle
Pradip(@Pradi72056Maity) 's Twitter Profile Photo

ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ Sir ଙ୍କ ବିଷୟରେ କିଛି ସୁନ୍ଦର ଭିଡିଓ
ଏହି ସୁନ୍ଦର ଭିଡିଓ ଟି ଦେଖନ୍ତୁ ଆଉ ଆପଣଙ୍କ ଇଚ୍ଛା ରେ ଦିଅନ୍ତୁ ।



Naveen Patnaik
CMO Odisha
Vkpandianfanclub



account_circle
Ganeswar Behera(@ganeswarbjd) 's Twitter Profile Photo

ବିକାଶ ଲାଗି କେନ୍ଦ୍ରାପଡ଼ା ବାସୀ ଦେଉଛନ୍ତି ନାରା, ଶଙ୍ଖ ବାଜୁଛି କେନ୍ଦ୍ରାପଡ଼ା ସାରା। ସମସ୍ତେ ଜାଣିଛନ୍ତି ; ସେ ବଡ଼ ହଉ କି ଛୋଟ, 'ବିକଶିତ କେନ୍ଦ୍ରାପଡ଼ା ' ଗଢିବା ଲାଗି ଶଙ୍ଖ ଚିହ୍ନରେ ଦେବେ ଭୋଟ🙏🏻




account_circle
Arup Patnaik(@ArupPatnaikOMP) 's Twitter Profile Photo

ଜୁଲାଇରୁ ନାହିଁ ବିଜୁଳି ବିଲ ଡର, କାରଣ ସେ ଦାୟିତ୍ଵ ନବୀନ ସରକାରଙ୍କର।

account_circle
Rabindra Kumar Jena(@rabindrakjena) 's Twitter Profile Photo

ଆଜି ଆମ ବାସଭବନରେ ବାଲିଆପାଳ ବ୍ଲକ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ଆୟୋଜିତ ବୈଠକରେ ଯୁବ ଓ ଛାତ୍ରଙ୍କ ସହ ଆସନ୍ତା ସାଧାରଣ ନିର୍ବାଚନ ରଣନୀତି ପ୍ରସ୍ତୁତ କଲି ।
.
.
.
.

ଆଜି ଆମ ବାସଭବନରେ ବାଲିଆପାଳ ବ୍ଲକ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ଆୟୋଜିତ ବୈଠକରେ ଯୁବ ଓ ଛାତ୍ରଙ୍କ ସହ ଆସନ୍ତା ସାଧାରଣ ନିର୍ବାଚନ ରଣନୀତି ପ୍ରସ୍ତୁତ କଲି ।
.
.
.
.
#Election2024 #NaveenPatnaik #CmoOdisha #NaveenOdisha #BijuJanataDal #BijuChhatraJanataDal #Basta #Baliapal #Balasore
account_circle
Arup Patnaik(@ArupPatnaikOMP) 's Twitter Profile Photo

ଶ୍ରେଷ୍ଠ ପୁରୀ ଲୋକସଭା କ୍ଷେତ୍ର ଗଠନ ପାଇଁ ଯୋଡ଼ିଶଙ୍ଖରେ ଆଶୀର୍ବାଦ କରନ୍ତୁ।

account_circle
Anshuman Mohanty(@Anshumanbjd) 's Twitter Profile Photo

ସମସ୍ୟା ଦୂର କରିବି ମୋ ଅଞ୍ଚଳର । ସୁରକ୍ଷା ହେବ ମା, ଭଉଣୀଙ୍କର । ବିକାଶ ହେବ ମୋ ଅଞ୍ଚଳର
.





account_circle