❣️ ଜଗନ୍ନାଥ | जगन्नाथ | Jagannath❣️🇮🇳(@_jagannath94_) 's Twitter Profile Photo

ପବିତ୍ର ସ୍ନାନ ପୂର୍ଣ୍ଣିମାରେ ସମସ୍ତଙ୍କୁ ଶୁଭେଚ୍ଛା ସହ ଶୁଭକାମନା। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅପାର କୃପା ରହିଥାଉ ଏବଂ ସମସ୍ତେ ସୁସ୍ଥ,ସୁରକ୍ଷିତ ରୁହନ୍ତୁ।ଜୟ ଜଗନ୍ନାଥ।🙏

account_circle
सूत्रधार - भारत की कहानियाँ(@MySutradhar) 's Twitter Profile Photo

आज स्नान पूर्णिमा के दिन देखिए यह वीडियो और जानिए भगवान जगन्नाथ के इस अद्भुत संस्कार के बारे में।

account_circle
Mukesh Kumar Sahu(@Anchor_Mukesh) 's Twitter Profile Photo

କେଡେ ସୁନ୍ଦର ଦିଶୁଛି ଶ୍ରୀମନ୍ଦିର
କାଳିଆକୁ ଦେଖିବାକୁ ବଡଦାଣ୍ଡରେ ଭକ୍ତଙ୍କ ଭିଡ଼

କେଡେ ସୁନ୍ଦର ଦିଶୁଛି ଶ୍ରୀମନ୍ଦିର
କାଳିଆକୁ ଦେଖିବାକୁ ବଡଦାଣ୍ଡରେ ଭକ୍ତଙ୍କ ଭିଡ଼
#SnanaPurnima #Puri #Odisha
account_circle
District Election Officer Puri(@Puri_Official) 's Twitter Profile Photo

ସ୍ନାନବେଦୀରେ ବିରାଜମାନ ଚତୂର୍ଦ୍ଧାମୂରତିଙ୍କ ସ୍ଵର୍ଣ୍ଣ କଳସୀରେ ଦିବ୍ୟ ସ୍ନାନ ର ଝଲକ ।

ଜୟ ଜଗନ୍ନାଥ 🙏 🙏 🙏

ସ୍ନାନବେଦୀରେ ବିରାଜମାନ ଚତୂର୍ଦ୍ଧାମୂରତିଙ୍କ ସ୍ଵର୍ଣ୍ଣ କଳସୀରେ ଦିବ୍ୟ ସ୍ନାନ ର ଝଲକ । 

ଜୟ ଜଗନ୍ନାଥ 🙏 🙏 🙏 
#JaiJagannatha #SnanaPurnima
account_circle
District Election Officer Puri(@Puri_Official) 's Twitter Profile Photo

ସ୍ନାନବେଦୀରେ ବିରାଜମାନ ଚତୂର୍ଦ୍ଧାମୂରତିଙ୍କ ଦୁର୍ଲଭ ‘ଗଜାନନ’ ବେଶର କିଛି ଝଲକ ।

ଜୟ ଜଗନ୍ନାଥ 🙏 🙏 🙏

ସ୍ନାନବେଦୀରେ ବିରାଜମାନ ଚତୂର୍ଦ୍ଧାମୂରତିଙ୍କ ଦୁର୍ଲଭ ‘ଗଜାନନ’ ବେଶର କିଛି ଝଲକ । 

ଜୟ ଜଗନ୍ନାଥ 🙏 🙏 🙏 
#JaiJagannatha #SnanaPurnima
#DebaSnanaPurnima2023
account_circle